ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ଜିଲ୍ଲାପାଳ ଅଫିସ ଘେରିଲେ ମହିଳା
ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଶତାଧିକ ମହିଳା। ଯାଜପୁର ବ୍ଲକ ଆଙ୍କୋଲୀ ମୌଜାରେ ଜଜାତୀକେଶରୀ ମେଡିକାଲ କଲେଜରେ ହୋମିୟପାଥି ଚିକିତ୍ସାଳୟ ରହିଛି।
Read Moreପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଶତାଧିକ ମହିଳା। ଯାଜପୁର ବ୍ଲକ ଆଙ୍କୋଲୀ ମୌଜାରେ ଜଜାତୀକେଶରୀ ମେଡିକାଲ କଲେଜରେ ହୋମିୟପାଥି ଚିକିତ୍ସାଳୟ ରହିଛି।
Read Moreଅନୁଗୁଳ ଜିଲ୍ଲାରେ ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଏ ସବୁ ନିଯୁକ୍ତି ୨୦୨୨ -୨୩ ମସିହାର।
Read Moreଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା
Read Moreଯେମିତି ନିର୍ବାଚନ ସରିଲା, ଆଉ ଫଳାଫଳ ଦେଖି ମୁହଁ ମୋଡ଼ିଲେ ନିଜ ଘର ଲୋକେ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ, ତାସ ଘର ପରି ଭାଙ୍ଗି ପଡୁଛି ଟିଏମସି। ନିର୍ବାଚନରେ ଟିଏମସି ମୁଖ୍ୟ ମମତାଙ୍କ ପରାସ୍ତ ଏମାନଙ୍କୁ ଦୁଃଖ କରିବା ପରିବର୍ତ୍ତେ ଯେମିତି ଦଳ ଡିଆଁ କରିବାକୁ ବାଟ କଡ଼ାଇଛି।
Read Moreମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା
Read Moreଅଲରାଉଣ୍ଡ ପ୍ରଦର୍ଶନ ପରେ ଏବେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରନ୍ତି ଅର୍ଜୁନ ତେନ୍ଦୁଲକର। ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ବିସିସିଆଇଠାରେ ଦାବି ହୋଇଛି। ଅର୍ଜୁନ ତେନ୍ଦୁଲକରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ୯ ୱିକେଟରେ ମୁମ୍ବାଇ ଟି-୨୦ ଲିଗ ଜିତିବାରେ ସାହାଯ୍ୟ କରିଥିଲା।
Read Moreବିଭିନ୍ନ ସ୍ଥାନରେ ଠପ୍୍ ହୋଇଛି ଗୁଗୁଲ କ୍ଲାଉଡ ସେବା। ନେଟଓ୍ବାର୍କକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ଥିବାରୁ କ୍ଲାଉଡ ସେବା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ଦେଶର ବିଭିନ୍ନ ସ୍ଥାନରେ ଗୁଗଲ୍ କ୍ଲାଉଡ୍ ସେବାରେ ବିଭ୍ରାଟ ଦେଖାଦେଇଛି। ଦିଲ୍ଲୀରେ ଥିବା ଏକ ତୃତୀୟ ପକ୍ଷ ସଂସ୍ଥାର ଡାଟା ସେଣ୍ଟର୍ରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି।
Read Moreଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର। ହୁ ହୁ ହୋଇ ସୁନା ଓ ରୁପା ଦର ବଢି ଚାଲିଥିବାବେଳେ ଲାଗିଲା ବ୍ରେକ। ସୁନା ଓ ରୁପା ମୂଲ୍ୟରେ ବଡ଼ଧରଣର ହ୍ରାସ ପାଇଛି। ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି।
Read Moreକଳାହାଣ୍ଡି -ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି l ଏଥିରେ ୨ ଜଣ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣ୍ଡିରୁ ଧାନ ଉଠାଇ ମିଲକୁ ଆଣିବାବେଳେ ଏହି ଦୁର୍ଘଟଣା ହୋଇଛି। କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଅରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଥିବାବେଳେ ଟ୍ରକକୁ ଜବତ କରିଛି ପୋଲିସ୍।
Read Moreପାକ୍ ଅଧିକୃତ କାଶ୍ମୀରରେ ଗତ କିଛି ଦିନ ହେବ ପ୍ରବଳ ପ୍ରତିବାଦ ଜାରି ରହିଛି। ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ବେକାରୀ ପ୍ରତିବାଦରେ ହତାଶ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଭୟଙ୍କର ପଦକ୍ଷେପ ନେଇଛି।
Read More