ଆନ୍ତର୍ଜାତୀୟ

ଆନ୍ତର୍ଜାତୀୟତାଜା ଖବର

ବେଲୁଚିସ୍ତାନରେ ବିଏଲଏର ଆତ୍ମଘାତୀ ବିସ୍ପୋରଣ: ୩୦ ପାକିସ୍ତାନୀ ସୈନିକ ନିହତ

ପାକିସ୍ତାନର ବେଲୁଚିସ୍ତାନର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩୦ ପାକ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ବେଲୁଚିସ୍ତାନର ଏକ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ଲାଇ ୧୦ରେ ଦିନିକିଆ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଯିବେ ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ସେଚେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠାରୁ ବୟସ୍କ କଇଞ୍ଚ ‘ଜୋନାଥନ୍’ ହେବ ମୁଖ୍ୟ ଆକର୍ଷଣ

ନୂଆଦିଲ୍ଲୀ : ତିନିଦିନିଆ ସେଚେଲ୍ସ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତବେଳେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ

Read More
ଆନ୍ତର୍ଜାତୀୟତାଜା ଖବର

ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି: ନେତାନ୍ୟାହୁ

ଇରାନ- ଆମେରିକା  ‘ଶାନ୍ତି ଚୁକ୍ତି ’ ସଫଳ ହେବା ପୂର୍ବରୁ ଭାଙ୍ଗିବା ଆଡ଼କୁ ଗତି କରୁଛି। ଏହାରି ଭିତରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ଼ ଚେତାବନୀ ଦେଇଛନ୍ତି ଯେ, ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି ।

Read More
ଆନ୍ତର୍ଜାତୀୟତାଜା ଖବର

ବ୍ୟକ୍ତିଗତ ସୂଚନା ଥିବା ଟ୍ରମ୍ପ ପ୍ରଶାସନର ଡାଡାବେସ ରଦ୍ଦ କଲେ ବିଚାରପତି

ଟ୍ରମ୍ପ ପ୍ରଶାସନର ଡାଟାବେସକୁ ରଦ୍ଦ କରିଛନ୍ତି ଆମେରିକାର ଜଣେ ଫେଡେରାଲ ବିଚାରପତି । ଏଥିରେ ଆମେରିକୀୟ ନାଗରିକଙ୍କ ବିଷୟରେ ଗୋପନୀୟ ସୂଚନା ଥିବା ଜଣାପଡ଼ିବା

Read More
ଆନ୍ତର୍ଜାତୀୟତାଜା ଖବର

କତାର ଏଲପିଜି ବିସ୍ଫୋରଣରେ ୧୨ ଭାରତୀୟ ମୃତ, ୬୬ ଆହତ ହେଲ୍ପଲାଇନ ନମ୍ବର ଜାରି କଲା ଭାରତୀୟ ଦୂତାବାସ

କତାରର ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ଏକ ଏଲପିଜି ଗ୍ୟାସ କାରଖାନାରେ ବିସ୍ଫୋରଣ ଘଟି ଭାରତ-ପାକିସ୍ତାନର ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ତେବେ ମୃତାହତଙ୍କ ପରିବାର ଲୋକଙ୍କ ସହ ଯୋଗାେଯାଗ ସ୍ଥାପନ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ କତାରର ଏକ ଗ୍ୟାସ କାରଖାନାରେ ବିସ୍ଫୋରଣ ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା। ସୋମବାର ଦିନ କତାରର ଶକ୍ତି ମନ୍ତ୍ରୀ ଏହି ଘଟଣା ନେଇ ନିଶ୍ଚିତ କରିଥିଲେ।

Read More
ଆନ୍ତର୍ଜାତୀୟତାଜା ଖବର

ବ୍ରିଟେନ ରାଜନୀତିରେ ହଟଚମଟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଷ୍ଟାରମର୍ ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବ୍ରିଟେନ ରାଜନୀତିରେ ହଟଚମଟ। ଲେବର ପାର୍ଟିରେ ଅଶାନ୍ତି ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ସୋମବାର ଇସ୍ତଫା ଦେଇଛନ୍ତି। ୧୦ ବର୍ଷ ମଧ୍ୟରେ ଷ୍ଟାରମର୍ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ ଯିଏ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ଦେଶର ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ଅସ୍ତ୍ରବିରତି ସତ୍ତ୍ୱେ ଦକ୍ଷିଣ ଲେବାନନରେ ଇସ୍ରାଇଲର ଆକ୍ରମଣ, ୫ ମୃତ

ଇସ୍ରାଏଲ ଶନିବାର ଦକ୍ଷିଣ ଲେବାନନରେ ବିମାନ ଏବଂ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲୀ ଯୁଦ୍ଧ ବିମାନ ଏବଂ ଡ୍ରୋନ୍‌ଗୁଡ଼ିକ ନାବାଟିହ ଅଞ୍ଚଳରେ ରାତିସାରା ଆକ୍ରମଣ କରିଥିଲେ, ଯାହା ଦ୍ୱାରା ଆବାସିକ କୋଠା ଏବଂ ଘରଗୁଡ଼ିକ ଧ୍ୱଂସ ପାଇଯାଇଛି। ସକାଳ ହେବା ପୂର୍ବରୁ ନାବାଟିହ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରି ତୋପ ମାଡ଼ କରାଯାଇଥିଲା। ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ଶତ୍ରୁତା ବନ୍ଦ କରିବାକୁ ରାଜି ହେବା ପରେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ବିପଦରେ ଯୁଦ୍ଧ ସମାପ୍ତ ଚୁକ୍ତି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଥରିଲା ଲେବାନନ୍: ୧୬ ମୃତ

ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଗୁରୁବାର ଓ ଶୁକ୍ରବାର ରାତିରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଲେବାନନ୍‌ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନ୍‌ ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ହିଜବୁଲ୍ଲା ଅଞ୍ଚଳରେ ତୀବ୍ର ସଂଘର୍ଷ ରିପୋର୍ଟ ପରେ ଏହାର ସେନା ରାତିସାରା ଦକ୍ଷିଣ ଲେବାନନରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା ।

Read More
ଆନ୍ତର୍ଜାତୀୟତାଜା ଖବର

ୟୁକ୍ରେନ ଆକ୍ରମଣରେ ଥରିଲା ରୁଷ

ମସ୍କୋ() ୟୁକ୍ରେନ ହମଲାରେ ଥରିଲା ରୁଷ ରାଜଧାନୀ ମସ୍କୋ। ୟୁକ୍ରେନ ମସ୍କୋର ଏକ ତୈଳ ରିଫାଇନରୀ ଉପରେ ଡ୍ରୋନ୍ ହମଲା କରିଛି। ୟୁକ୍ରେନର ଏହି ଆକ୍ରମଣ ରୁଷର ରାଜଧାନୀ ମସ୍କୋକୁ ଦୋହଲାଇ ଦେଇଛି।

Read More