Author: Jaya Patnaik

ଧର୍ମ

ଓଡିଶାର ଗଣ ପର୍ବ ରଜ

ଓଡ଼ିଶାରେ କୃଷିଭିତ୍ତିକ ପରମ୍ପରାର ପର୍ବ ହେଉଛି ରଜ। ଏହି ପର୍ବରେ ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଆଯାଇଥାଏ୤ ଉତ୍କଳୀୟ ସଂସ୍କୃତିରେ ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଏହିସବୁ ପର୍ବ ପାଳନ୍ତି। ରଜ ପର୍ବ ସବୁପର୍ବ ଠାରୁ ଅନନ୍ୟ୤ ଏହାର ସଂସ୍କୃତି ଅଦ୍ୱିତୀୟ। ଉତ୍କଳବାସୀ ପର୍ବ ପାଳିଥାନ୍ତି ପ୍ରକୃତିର ପରିବର୍ତ୍ତନକୁ ନେଇ।

Read More
ଧର୍ମ

ମୁଁ ପଛେ ନର୍କକୁ ଯିବି…

ଶ୍ରୀକୃଷ୍ଣ ଓ ରାଧାଙ୍କ ମଧ୍ୟରେ ଥିବା ଅନାବିଳ ପ୍ରେମ କାହାକୁ ବା ଅଛପା। ଦିନେ ଶ୍ରୀକୃଷ୍ଣଙ୍କ ଅର୍ଦ୍ଧାଙ୍ଗିନୀ ରୁକ୍୍ମଣୀ କହିଲେ, ପ୍ରିୟେ ସବୁବେଳ ଆପଣ ରାଧେ ରାଧେ ହେଉଛନ୍ତି, ହେଲେ ପ୍ରକୃତରେ ମୁଁ ହିଁ ଆପଣଙ୍କ ସବୁଠାରୁ ନିଜର।

Read More
ଜାତୀୟତାଜା ଖବର

ମଣ୍ଡିରେ ଗଜା ହେଲାଣି ଧାନ, କାନ୍ଦୁଛି ଚାଷୀ

ସରୁନି ଚାଷୀଙ୍କ ଦୁଃଖ। ଋଣ ଆଣି ଏକର ଏକର ଜମିରେ ପରିଶ୍ରମ କରି ଚାଷ କରିଥିବା ଧାନ ବିକ୍ରି ହୋଇପାରୁନି। ଏପରିକି ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହେଉଥିବା େବଳେ ଏ ଯାଏ ମଣ୍ଡିରୁ ରବି ଧାନ ଉଠିବାର ନଁା ଧରୁ ନାହିଁ। ଫଳରେ ମଣ୍ଡି ଆଗରେ କ୍ବିଣ୍ଟାଲ କ୍ବିଣ୍ଟାଲ ରବି ଧାନ ପଡ଼ି ରହିଛି। ଭୋକ ଉପାସରେ ଡହ ଡହ ଖରାରେ ଏହି ଧାନକୁ ଜଗି ରହିଛି ଚାଷୀ।

Read More
ଜାତୀୟତାଜା ଖବର

ଟିଏମସି ବିଧାୟକଙ୍କ ଘରେ ଇଡିର ରେଡ, ବେଡ୍ ତଳୁ ମିଳିଲା ବିପୁଳ ଟଙ୍କା

ନଗର ନିଗମରେ ନିଯୁକ୍ତି ଘୋଟାଲା ଅଭିଯୋଗରେ ଛନ୍ଦି ହେଲେ ଟିଏମସିର ଫାୟାରବ୍ରାଣ୍ଡ ବିଧାୟକ ମଦନ ମିତ୍ରା। ଶନିବାର ସକାଳେ ତାଙ୍କ ଘରେ ଇଡି ରେଡ୍ କରିଛି। ଚଢାଉ ବେଳେ ବେଡ୍ ତଳୁ ପୁଳା ପୁଳା ଟଙ୍କା ବାହାରିଥିବା

Read More
ଜାତୀୟତାଜା ଖବର

ବିଦେଶରେ ଚମକିଲେ ଦୁଇ ଆଦିବାସୀ ପ୍ରତିଭା ମାଲକାନଗିରିରେ ରଶ୍ମିତା ଓ ଅନନ୍ତଙ୍କୁ ସମ୍ବର୍ଦ୍ଧନା

ବିଦେଶରେ ଚମକିଲେ ଓଡ଼ିଆ ଆଦିବାସୀ ଛାତ୍ରଛାତ୍ରୀ। ବିଶ୍ୱ ନାଟ୍ୟ ମଞ୍ଚରେ ମାଲକାନଗିରି ଜିଲ୍ଲାର ଦୁଇ ଆଦିବାସୀ ପ୍ରତିଭା ନିଜ କୃତିତ୍ୱର ଛାପ ଛାଡ଼ିଛନ୍ତି। ଏସିଆ ମହାଦେଶର ରୋମାନିଆରେ ଆୟୋଜିତ ବିଶ୍ୱ ସେକ୍ସପିୟର ଫେଷ୍ଟିଭାଲରେ ସାନ୍ତାଳି ଭାଷାରେ ନାଟକ ମଞ୍ଚସ୍ଥ କରି ସ୍ୱାଭିମାନ ଅଞ୍ଚଳର ସୁନା ଝିଅ ରଶ୍ମିତା ତାମରାବି ଓ ଖଇରପୁଟ ବ୍ଲକ ଅରଙ୍ଗି ଗ୍ରାମର ଅନନ୍ତ ଆଙ୍ଗ୍ରା

Read More
ଜାତୀୟତାଜା ଖବର

ଭଣ୍ଡାରୀପୋଖରୀରେ ଭୟାବହ ଅଗ୍ନିକାଣ୍ଡ ନିଆଁ ଆଁରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି

ଭଦ୍ରକ ଭଣ୍ଡାରୀପୋଖରୀ ଥାନା ମଣିନାଥପୁରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଅଜୟ ମ୍ୟୁଜିକାଲ ଗୋଦାମ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା। ହୁତୁହୁତୁ ହୋଇ ଜଳିଗଲା ମ୍ୟୁଜିକାଲ ବ୍ୟାଣ୍ଡ ପାର୍ଟି ଗୋଦାମ। ଗତକାଲି ରାତିରେ ଅଜୟ ମ୍ୟୁଜିକାଲ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା।

Read More
ଜାତୀୟତାଜା ଖବର

ଦୁର୍ଘଟଣାରେ କାର ଚୁରମାର ହାଇୱାକୁ ପିଟିଲା ବିଏମଡବ୍ଲୁ, ୨ ମୃତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଇପାସ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟୁ  ବିଏମଡବ୍ଲୁ କାର ଧକ୍କା ଦେବାରୁ ୨ ଜଣକର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ ।

Read More
ଜାତୀୟତାଜା ଖବର

ଲୋୟର ସୁକତେଲ ଅଫିସ ଟେଣ୍ଡରକୁ ନେଇ ବିବାଦ ନକଲି ଲାଇସେନ୍ସ ଦେଲେ ଅସଲି ଠିକାଦାର

ନକଲି ଲାଇସେନ୍ସ ଦେଇ ଟେଣ୍ଡର ହାତେଇଲେ ଅସଲି ଠିକାଦାର। ଲୋୟର ସୁକତେଲ ଅଫିସ ଟେଣ୍ଡରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବିସ୍ଥାପିତ କଲୋନୀକୁ ରାସ୍ତା କାମ ପାଇଁ  ହୋଇଥିବା ଟେଣ୍ଡରରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ ହେଉଛି। ବଲାଙ୍ଗୀର ଲୋୟର ସୁକତେଲ ଅଫିସରେ ଏକ ଟେଣ୍ଡରକୁ ନେଇ ଏବେ ଏମିତି କିଛି ଅଭିଯୋଗ ହୋଇଛି।

Read More
ଜାତୀୟତାଜା ଖବର

ଧସିଗଲା ହାତୀ କରିଡର ପାଇଁ ନିର୍ମିତ ଫ୍ଲାଏଓଭର ନିମ୍ନମାନର କାମ ଅଭିଯୋଗରେ ରାସ୍ତାରୋକ

ସମ୍ବଲପୁର ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ବରିଷ୍ଠ ନାଗରିକ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।

Read More