Author: Jaya Patnaik

ଜାତୀୟତାଜା ଖବର

ଇସ୍ପାତ୍ ସହରରେ ହାତୀ ଆତଙ୍କ ସପ୍ତାହରେ ଦନ୍ତା ଆକ୍ରମଣରେ ୪ ମୃତ

ରାଉରକେଲାରେ ହାତୀଙ୍କ ଉତ୍ପାତ ବଢ଼ି ଚାଲିଛି। ଵନ ବିଭାଗ ହାତୀ ଘୋଡାଇବାରେ ଅସମର୍ଥ ହୋଇପଡ଼ିଥିବାବେଳେ ଗତ ସପ୍ତାହ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ଜୀବନ ଗଲାଣି। ପଡ଼ୋଶୀ ରାଜ୍ୟ ଝାରଖଣ୍ଡ , ଛତିଶଗଡରୁ ହାତୀପଲ ବିତମିତ୍ରପୁର ଦେଇ ଓଡ଼ିଶା ସୀମାରେ ପ୍ରବେଶ କରୁଛନ୍ତି। ହାତୀ ପଲ ଗାଁ ଭତରେ ପଶି ଫସଲ ନଷ୍ଟ କରୁଥିବାବେଳେ ଯିଏ ହାବୁଡ଼ରେ ପଡ଼ିଲା ତାର ଜୀବନ ଗଲା।

Read More
BreakingLatestNewsTrending

IAF plane crashes after landing at Jorhat airbase; aircraft splits in two.

An Indian Air Force (IAF) AN-32 aircraft met with an accident at the Jorhat airbase (Rowriah Air Force Station) in Assam. According to initial reports, the aircraft caught fire after landing. The incident took place at the Jorhat airbase. Fire brigade and emergency teams stationed at the airbase reached the scene and brought the fire under control.

Read More
ଜାତୀୟତାଜା ଖବର

ଅବତରଣବେଳେ INSର ଏଏନ-୩୨ ଜଳିଗଲା, ୫ ଯବାନ ସହିଦ

ନୂଆଦିଲ୍ଲୀ : ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ୫ ଜଣ ଯବାନ ସହିଦ ହୋଇଛନ୍ତି । ତେବେ କୋ-ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି ।

Read More
ଜାତୀୟତାଜା ଖବର

ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀର ପାସିଂ ଆଉଟ୍ ପରେଡ୍

ଆଇଏନ୍ଏସ୍ ଚିଲିକା ପରେଡ଼ ଗ୍ରାଉଣ୍ଡଠାରେ ଆନୁଷ୍ଠାନିକ ଭାବେ ୨୦୨୬ ସଂସ୍କରଣର ପ୍ରଥମ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ୟାଚ୍‌ରେ ୩୦୧୨ ଜଣ ଅଗ୍ନିବୀରଙ୍କ ମଧ୍ୟରେ ୧୧୬ ଜଣ ମହିଳା ଅଗ୍ନିବୀର (୨୧୯୨ ଜଣ ଏସ୍ଏସ୍ଆର ଓ ୫୫୪ ଜଣ ଏମ୍ଆର) ଏବଂ ୨୬୫ ଜଣ ତଟରକ୍ଷୀ ନାବିକ ଦୀର୍ଘ ୧୬ ସପ୍ତାହ ଧରି ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇଥିଲେ ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୦୦ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ।

Read More
ଧର୍ମ

ଭକ୍ତିର ମୂଲ୍ୟ ବହୁତ ବଡ଼

ସୁଦାମା ଓ ଶ୍ରୀକୃଷ୍ଣ ଛୋଟବେଳର ମିତ୍ର ଥିଲେ। ସେମାନେ ଏକସାଙ୍ଗେ ଗୁରୁକୁଳରେ ପଢୁଥିଲେ। ସୁଦାମା ବହୁତ ଗରିବ ଥିଲେ, କିନ୍ତୁ ସେ ଅତ୍ୟନ୍ତ ସତ୍ୟବାନ ଓ ଭକ୍ତିଶୀଳ ଥିଲେ। ସୁଦାମାଙ୍କ ଘରେ ଦାରିଦ୍ର୍ୟ ବହୁତ ବଢ଼ିଗଲା।

Read More