Author: Jaya Patnaik

BreakingLatestNewsTrending

You can no longer buy petrol and diesel arbitrarily; limits set

The Strait of Hormuz, a key route for global oil trade, has been closed for a long time due to the ongoing tensions between Iran and the US. Due to which global crude oil imports have been affected. It is difficult to say when the ongoing tension in West Asia will stop? Meanwhile, the government is taking various steps to address the shortage of petrol and diesel.

Read More
BreakingLatestNewsPoliticalTrending

‘Supreme’ setback for Meenakshi Natarajan; Court says she cannot interfere in the electoral process.

The Supreme Court has dismissed the petition filed by Congress leader Meenakshi Natarajan. During the hearing on Friday, the Court stated that she cannot interfere in the election process. During the hearing, the apex court clarified that the limits of judicial intervention are defined once the election process has commenced

Read More
ଜାତୀୟତାଜା ଖବର

ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୪ ହଜାର ଇଭିଏମ୍ ପୋଡ଼ି ନଷ୍ଟ

ନିର୍ବାଚନ ସରିବା ଦିନରୁ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମକ ଲାଗି ରହିଛି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ରାଜନୈତିକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଏକ ବଡ଼ ଖବର ସାମନାକୁ ଆସିଛି । ପଶ୍ଚିମବଙ୍ଗର ଅଲିପୁରଦ୍ବାରରେ ଥିବା ଏକ ସରକାରୀ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ହଜାରରୁ ଅଧିକ ଇଭିଏମ ପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି ।

Read More
ଜାତୀୟତାଜା ଖବର

ମୋହନାରେ ଝଡ଼ବର୍ଷାର ତାଣ୍ଡବ, ଉଡ଼ିଗଲା ଘରର ଟିଣ ଛପର

ଗଜପତି ଜିଲ୍ଲା ମୋହନାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। କାଳବୈଶାଖୀ ଝଡ଼ରେ ଘରର ଟିଣ ଛପର ଉଡ଼ି ଯାଇଥିବାବେଳେ, ଉପୁଡ଼ି ପଡ଼ିଛି ବଡ଼ ବଡ଼। ବିଭିନ୍ନ ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ।

Read More
ଜାତୀୟତାଜା ଖବର

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଡିଜିପି ଅଫିସ ଘେରିଲା ଓଡ଼ିଶା ଜନତା କଂଗ୍ରେସ

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ପରିସ୍ଥିତି। ଏ ନେଇ ପୋଲିସ ଡିଜି ଅଫିସ ଘେରିଛି ଓଡ଼ିଶା ଜନତା କଂଗ୍ରେସ । ନେତାଜୀ ମ୍ୟୁଜିୟମ୍‌ ଗେଟ ନିକଟରୁ ଏକ ବିଶାଳ ରାଲି ବାହାରି ଡିଜିପି ଅଫିସ ସମ୍ମୁଖରେ ପହଞ୍ଚିଥିଲା ।

Read More
ଜାତୀୟତାଜା ଖବର

ରଜ ପାଇଁ ‘ପିଠା ଅନ୍ ହ୍ୱିଲ୍ସ’ ଆରମ୍ଭ

ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ । ସୁସଜ୍ଜିତ ବିଶେଷ ଭ୍ୟାନ୍‌ରେ ମିଳିବ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା ପରି ପାରମ୍ପରିକ ରଜ ପିଠା । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସୁଭଦ୍ରା ଶକ୍ତି ବଜାରରେ ଏହାର ଉଦଘାଟନ କରିଛନ୍ତି ।

Read More
ଜାତୀୟତାଜା ଖବର

ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ ପଚା ପାଣି ନେଇ ଅଧିକାରୀଙ୍କ ହାତ ଧୋଇଲେ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଛି ପୋଖରୀ। ଏଠାରେ ଗାଧୋଇବା ତ ଦୂର କଥା ପାଦ ମାଡ଼ିବାକୁ ବି ଇଚ୍ଛା ହେଉ ନାହିଁ। ଡହ ଡହ ଖରାରେ ସବୁଠି ଜଳର ଉତ୍କଟ ଅଭାବ ଦେଖାଯାଉଥିବାବେଳେ ଏଠାରେ ପୋଖରୀଟିଏ ଥାଇ ବି ତାହାର ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Read More