ଖେଳ

ଖେଳଜାତୀୟତାଜା ଖବର

ସୋସିଆଲ୍ ମିଡିଆରେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା

ଆୟର୍ଲାଣ୍ଡରେ ଭାରତର ଲଜ୍ଜାଜନକ ଶୃଙ୍ଖଳା ପରାଜୟ ପରେ ସୋସିଆଲ୍‌ ମିଡିଆରେ ଭାରତୀୟ ଦଳକୁ କଡ଼ା ସମାଲୋଚନା କରାଯାଉଛି। ସବୁଠାରୁ ଅଧିକ ସମାଲୋଚନା କରାଯାଉଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ। ଏପରିକି କେତେକ ପୂର୍ବତନ କ୍ରିକେଟ୍‌ର ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି।

Read More
ଖେଳଜାତୀୟତାଜା ଖବର

ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାନ୍ତି ଅର୍ଜୁନ ତେନ୍ଦୁଲକର

ଅଲରାଉଣ୍ଡ ପ୍ରଦର୍ଶନ ପରେ ଏବେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରନ୍ତି ଅର୍ଜୁନ ତେନ୍ଦୁଲକର। ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ବିସିସିଆଇଠାରେ ଦାବି ହୋଇଛି। ଅର୍ଜୁନ ତେନ୍ଦୁଲକରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ୯ ୱିକେଟରେ ମୁମ୍ବାଇ ଟି-୨୦ ଲିଗ ଜିତିବାରେ ସାହାଯ୍ୟ କରିଥିଲା।

Read More
ଖେଳଜାତୀୟତାଜା ଖବର

ଫି’ ବଢ଼ାଇଲେ ସୂର୍ଯ୍ୟବଂଶୀ !

ଏଥର ଆଇପିଏଲରେ ଧମାକାଦାର ପରଫର୍ମ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। କିଛି ଲୋକ କହୁଛନ୍ତି ଯେ, ଯଦି ସେ ଆଇପିଏଲ ଅକ୍ସନରେ ସାମିଲ ହେବ, ତା’ହେଲେ ତାଙ୍କ ପାଇଁ ୩୦ କୋଟି ଯାଏ ବିଡ ଲାଗିପାରେ

Read More
ଖେଳଜାତୀୟତାଜା ଖବର

ମଥାରେ ତିଲକ, ବେକରେ ତୁଳସୀମାଳା ଆଇପିଏଲ ଜିତିବା ପରେ ପ୍ରେମାନନ୍ଦଙ୍କ ଆଶ୍ରମରେ ବିରୁଷ୍କ

ନୂଆଦିଲ୍ଲୀ,୨।୬: ଆଇପିଏଲରେ ଟ୍ରଫି ହାତେଇଛି ବେଙ୍ଗାଲୁରୁ। ଏହି ସଫଳତା ପରେ ବିରାଟ କୋହଲି ପ୍ରେମାନନ୍ଦ ସ୍ବାମୀଜୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ମଙ୍ଗଳବାର ସକାଳେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା

Read More
ଖେଳଜାତୀୟତାଜା ଖବର

ଗୋଲ୍ଡ ମେଡାଲିଷ୍ଟ ଖେଳାଳିଙ୍କୁ ଗୁଳି କରି ହତ୍ୟା

ପ୍ରତିଶୋଧ ନିଆଁରେ ଅନ୍ଧ। ସାଙ୍ଗର ଜୀବନ ନେଲା ସାଙ୍ଗ। ହେଲେ ସେ ଜଣେ ସାଧାରଣ ସାଙ୍ଗ ନୁହେଁ , ସେ ଗୋଲ୍ଡ ମେଡାଲିଷ୍ଟ ଖେଳାଳି। ନିକଟରେ ରାଷ୍ଟ୍ରୀୟ ପାରା ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଚିରାଗ ତ୍ୟାଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନିଜ ସାଙ୍ଗ।

Read More
ଖେଳଜାତୀୟତାଜା ଖବର

ବରିଷ୍ଠ କ୍ରୀଡ଼ା ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ

ବନ୍ଧୁକ ଚାଳନାରେ ଭାରତର ପ୍ରଥମ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ତଥା ବରିଷ୍ଠ ଖେଳ ପ୍ରଶାସକ ରଣଧୀର ସିଂହଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ସେ ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିଲେ। ଦିଂବଂଗତ ଶ୍ରୀ ସିଂହ ଗତ କିଛିଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ନିଜ ବାସଭବନରେ ବୁଧବାର ଶେଷନିଶ୍ବାସ ତ୍ୟାଗ କରିଥିଲେ ।

Read More
ଆନ୍ତର୍ଜାତୀୟଖେଳଜାତୀୟତାଜା ଖବର

ହାତରେ ଚାଲି ଏଭରେଷ୍ଟ ଚଢ଼ିଲେ ରୁଷ୍ ପର୍ବତାରୋହୀ

ରୁଷ୍‌ର ପର୍ବତାରୋହୀ ରୁସ୍ତମ ନାବିଏଭ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସହ ଏହି ଭାବପ୍ରବଣ ବାର୍ତ୍ତାକୁ ପୋଷ୍ଟ କରିଥିଲେ । ଏହାପରେ ତାଙ୍କର ପ୍ରେରଣାପ୍ରଦ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ସେ ଯେପରି ନିଜର ସଫଳତାର କାହାଣୀକୁ ଲେଖିଛନ୍ତି ସେଥିଲାଗି ଅନେକ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

Read More