ରାଜ୍ୟ

ଜାତୀୟତାଜା ଖବରରାଜ୍ୟ

ରାଜସ୍ଥାନର ବିକାଶ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ ଉଦଘାଟିତ ସବୁଠୁ ବଡ଼ ଶକ୍ତି ସଙ୍କଟ ସାମ୍ନା କରିଛୁ: ମୋଦି

ରାଜସ୍ଥାନର ବିକାଶ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଲୋତ୍ରା ଜିଲ୍ଲାସ୍ଥିତ ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଲୋକାର୍ପିତ କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ତାମିଲନାଡୁ ଘଟଣା ପରେ ସତର୍କ ଓଡ଼ିଶା ରାଜ୍ୟରେ ସି-ଫୁଡ୍ ଶିଳ୍ପ ପାଇଁ ଗଠିତ ତ୍ରିପାକ୍ଷିକ କମିଟି

ତାମିଲନାଡୁ ଗ୍ୟାସ ଟ୍ରାଜେଡି ଘଟଣା ପରେ ସତର୍କ ହୋଇଛି ଓଡ଼ିଶା। ଏନେଇ ରାଜ୍ୟ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ସି-ଫୁଡ୍ ଶିଳ୍ପ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି।

Read More
ଜାତୀୟତାଜା ଖବରରାଜ୍ୟ

ନକଲି ପୋଲିସର ଡିଜିଟାଲ ଠକେଇ, ମୁମ୍ବାଇରୁ ୨ ଅଭିଯୁକ୍ତ ଗିରଫ

ନକଲି ପୋଲିସର ଡିଜିଟାଲ ଠକେଇ। ରାଉରକେଲା ପୋଲିସ ଚଢ଼ଉ କରି ମୁମ୍ବାଇରୁ ୨ ଅଭିଯୁକ୍ତଙ୍କୁ  ଗିରଫ କରିଛି। ପୋଲିସ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ପରିଚୟ ଦେଇ, ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା।

Read More
ଜାତୀୟତାଜା ଖବରରାଜ୍ୟ

ନୋଇଡାରେ ୨୧ ମହଲା କୋଠାରେ ଲାଗିଲା ନିଆଁ, ଏସି ବିସ୍ଫୋରଣ ସନ୍ଦେହ

ଉତ୍ତରପ୍ରଦେଶ ନୋଇଡାର ହାଇ-ରାଇଜ୍ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନୋଇଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଭୟଙ୍କର ନିଆଁ ଲାଗିଛି।

Read More
ଜାତୀୟତାଜା ଖବରରାଜ୍ୟ

ଚାଷୀ ଆତ୍ମହତ୍ୟା ଘଟଣା ମୃତକଙ୍କ ପରିବାରକୁ ଭେଟିଲେ ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ

କୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଶନିବାର ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା

ଡ୍ରାଇଭିଂ ସ୍କୋରରେ ଆଗରେ ମହିଳା। ଏବେ ପୁରୁଷ ତୁଳନାରେ ମହିଳା ଅଧିକ ସାବଧାନତା ସହ ଗାଡ଼ି ଚଲାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସାଧାରଣତଃ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା କଥା ଆସିଲେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ଧାରଣାକୁ ଏକ ନୂଆ ରିପୋର୍ଟ ଭୁଲ ପ୍ରମାଣିତ କରିଛି। ବର୍ତ୍ତମାନ ମହିଳା ଚାଳକଙ୍କ ସଂଖ୍ୟା ବଢ଼ିବା ସହ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସତର୍କ ଓ ସୁରକ୍ଷିତ ଭାବେ ଗାଡ଼ି ଚଳାଉଥିବା ଜଣାପଡ଼ିଛି।

Read More
ତାଜା ଖବରରାଜ୍ୟ

ପାଇପ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା: ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଏକ ଟ୍ରେଲର ଓଲଟିବା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଯାଇଛିI ଫଳରେ ଜାତୀୟ

Read More
ଧର୍ମରାଜ୍ୟ

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆଜି ରାତି ସାଢ଼େ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷ ନୀତିକାନ୍ତି ପାଇଁ କଟକଣା ଜାରି ହୋଇଛି ।

Read More
ଜାତୀୟତାଜା ଖବରରାଜ୍ୟ

ଛତିଶଗଡ଼ରେ ଓଡ଼ିଶା ସାର ମିନି ଟ୍ରକ୍ ସହ ୨୮୦ ବସ୍ତା ସାର ଜବତ

ନୂଆପଡ଼ା: ରାଜ୍ୟରେ ସାର ଅଭାବ ଦେଖାଯାଉଥିବାବେଳେ ଚାଷୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଓଡିଶାର ରାସାୟନିକ ସାର ଛତିଶଗଡ଼ରେ ପହଞ୍ଚିଥିବା େଦଖାଯାଇଛି। ଧାନ ପରେ

Read More
ଜାତୀୟତାଜା ଖବରରାଜ୍ୟ

ବିଳମ୍ବିତ ମୌସୁମୀ ପାଇଁ ଚାଷୀ ହତାଶ

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ନୂଆପଡା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଜିଲ୍ଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି।

Read More