ଲଗାଣ ବର୍ଷାରେ ଗଛ ପଡ଼ି ଭାଙ୍ଗିଲା ଘର କ୍ଷତିଗ୍ରସ୍ତଙ୍କୁ ପଲିଥିନ ପ୍ରଦାନ କଲେ ତହସିଲଦାର
ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ମାଲକାନଗିରି ଜିଲ୍ଲାରେ ୪ ଦିନ ଧରି ବର୍ଷା ଲାଗି ରହିଥିବାବେଳେ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
Read Moreଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ। ମାଲକାନଗିରି ଜିଲ୍ଲାରେ ୪ ଦିନ ଧରି ବର୍ଷା ଲାଗି ରହିଥିବାବେଳେ କେଉଁଠି ଗଛ ପଡ଼ି ରାସ୍ତା ଅବରୋଧ ତ କେଉଁଠି କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି।
Read Moreବାଇକରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ବାମୀ। ଯାହା ଫଳରେ ସରକାରୀ ବ୍ୟବସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପତ୍ନୀଙ୍କ ମୃତ୍ୟୁ ପରେ ମୃତଦେହ ନେବା ପାଇଁ ଶବବାହକ ଗାଡ଼ି ନ ମିଳିବାରୁ ବାଇକ ନେଇ ଯାଉଥିବା ଦେଖିବାକୁ ମିଳିଛି।
Read Moreବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଛାତ୍ରୀ ସମ୍ମିଳନୀରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହିଳାଙ୍କର ବିକାଶ ହେଲେ ହିଁ ଦେଶର ବିକାଶ ହେବ।
Read Moreପିଲାଙ୍କ ପଢ଼ାବହିରେ ଆତଙ୍କବାଦୀଙ୍କୁ ସଜାଯାଇଛି ମହାନାୟକ। ଯାହାକୁ ନେଇ ବିଜେପି କଡ଼ା ପ୍ରତିବାଦ କରିଛି। ଜମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାର ଗୁଡ଼ିକରେ ବଣ୍ଟା ଯାଇଥିବା ଏକ ବହିରେ ଦଣ୍ଡିତ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ମହାନ ବ୍ୟକ୍ତିତ୍ୱ ତଥା ଦେଶର ରୋଲ୍ ମଡେଲ୍ ଭାବେ ଚିତ୍ରିତ କରାଯାଇଛି।
Read Moreସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସ୍ଥିତ ମିନିଷ୍ଟାଡିୟମ ପାଚେରି ଭୁଶୁଡ଼ି ପଡିଛି। ଗତ ଗୁରୁବାର ବର୍ଷାରେ ଏହି ପାଚେରିଟି ଭାଙ୍ଗି ଯାଇଛି। ୧୯୯୮ ମସିହାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଷ୍ଟାଡିୟମ ଓ ପାଚେରି ନିର୍ମାଣ କରାଯାଇଥିଲା।
Read Moreରାଜସ୍ଥାନର ବିକାଶ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ବାଲୋତ୍ରା ଜିଲ୍ଲାସ୍ଥିତ ପଚପଦ୍ରାଠାରେ ଦେଶର ପ୍ରଥମ ଗ୍ରୀନଫିଲ୍ଡ ଇଣ୍ଟିଗ୍ରେଟେଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ କମ୍ପ୍ଲେକ୍ସକୁ ଲୋକାର୍ପିତ କରିଛନ୍ତି।
Read Moreପାକିସ୍ତାନର ବେଲୁଚିସ୍ତାନର ବଡ଼ ଧରଣର ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ୩୦ ପାକ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାକିସ୍ତାନର ବେଲୁଚିସ୍ତାନର ଏକ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲଏ)ଗ୍ୱାଦରରେ ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛି।
Read Moreଏଥର ମୌସୁମୀ ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଉପରେ ବିଶେଷ ଗୁରୁତ୍ବ ରହିବ। ଏ ନେଇ ସଂସଦର ଆଗାମୀ ମୌସୁମୀ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି।
Read Moreଆତଙ୍କବାଦ ବିରୋଧରେ ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରିଛନ୍ତି ମୋଦୀ ସରକାର। ଏନେଇ ଆତଙ୍କବାଦ ବିରୋଧରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି। କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ(ୟୁଏପିଏ)ଅନ୍ତର୍ଗତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା
Read Moreଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମ୍ ପାଇଁ ବଢ଼ୁଛି ଅଡ଼ୁଆ। ଦିନକୁ ଦିନ ବିବାଦରେ ଛନ୍ଦି ହୋଇଯାଉଛି ଏହି ଲୋକପ୍ରିୟ ଆପ୍୍। ଟେଲିଗ୍ରାମ୍ ଉପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
Read More