ଟିଏମସି ନେତା ସ୍ୱପନ କୁମାର ନନ୍ଦୀ ଗିରଫ
ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ସ୍ୱପନ କୁମାର ନନ୍ଦୀ ଗିରଫ। ଦୁର୍ନୀତି ମାମଲାରେ ତାଙ୍କୁ କେରଳମ୍୍ରୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ମମତା ବାନାର୍ଜୀଙ୍କ ଶାସନ ସମୟରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ଗୋଟିଏ ପରେ ଗୋଟିଏ ହେବାରେ ଲାଗିଛି। ଏଜେନ୍ସିଗୁଡ଼ିକ ପ୍ରତ୍ୟେକ ଦୁର୍ନୀତିଗ୍ରସ୍ତ ନେତାଙ୍କ ଉପରେ ଏବେ ନଜର ରଖିଛନ୍ତି।
Read More