ଇବୋଲା ଚିନ୍ତା , ବିମାନବନ୍ଦରରେ ସତର୍କତା ଜାରି ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିଥିବା ମହିଳାଙ୍କ ରିପୋର୍ଟ ନେଗେଟିଭ୍
ଆଫ୍ରିକୀୟ ଦେଶଗୁଡ଼ିକରେ ବ୍ୟାପୁଥିବା ମାରାତ୍ମକ ‘ଇବୋଲା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇବୋଲା ସଂକ୍ରମିତ ଅଞ୍ଚଳ ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିବା ପରେ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ‘ନେଗେଟିଭ୍’ ଆସିଛି।
Read More