ଜାତୀୟତାଜା ଖବରରାଜ୍ୟ

୧୨ଟି ସ୍ଥାନରେ ଏନଆଇଏର ଚଢ଼ଉ

ନୂଆଦିଲ୍ଲୀ, ୨୯|୫: ଗୁଇନ୍ଦା ରିପୋର୍ଟ ଲିକ ଅଭିଯୋଗରେ ଦେଶର ୧୨ଟି ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ଖୋଲତାଡ଼ ଆରମ୍ଭ କରିଛି। ଉତ୍ତର ପ୍ରଦେଶର ୫ଟି, ମହାରାଷ୍ଟ୍ରର ୩, ରାଜସ୍ଥାନ ଓ ବିହାରର ୨ଟି ସ୍ଥାନରେ ଏନଆଇଏ ପକ୍ଷରୁ ରେଡ କରାଯାଇଛି। ପାକିସ୍ତାନୀ ଗୁଇନ୍ଦା ଜସବୀର ଚୌଧୁରୀର ତଥ୍ୟ ଆଧାରରେ ଏହି ଚଢ଼ଉ କରାଯାଇଛି। ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତଥ୍ୟ ହାସଲ କରୁଥିଲା ଜସବୀର। ଦିଲ୍ଲୀ ଓ ପଞ୍ଜାବରେ ବିସ୍ଫୋରଣ ଷଡ଼ଯନ୍ତ୍ରରେ ସାମିଲ ଥିଲା ଜସବୀର।

Leave a Reply

Your email address will not be published. Required fields are marked *