Vernika Odia

ଦୈନିକ ରାଶିଫଳ

ଦୈନିକ ରାଶିଫଳ (୧୨ ଜୁନ ୨୦୨୬)

ମେଷ:  ଶୁଣନ୍ତୁ। ପ୍ରେମରେ ଅନାବଶ୍ୟକ ସନ୍ଦେହ ଦୂର କରନ୍ତୁ, ନହେଲେ ଦୂରତା ବଢ଼ିପାରେ। କାର୍ଯ୍ୟସ୍ଥଳରେ ନିଜ କାମକୁ ନିଜେ କହିବାକୁ ଦିଅନ୍ତୁ, ଅତିରିକ୍ତ ପ୍ରମାଣ ଦେବାକୁ ଯାଆନ୍ତୁ ନାହିଁ। ଚାକିରିରେ ନୂଆ ଦାୟିତ୍ୱ ଆସିପାରେ, ଭୟ ନକରି ଗ୍ରହଣ କରନ୍ତୁ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କୁ ଗୁରୁତ୍ୱ ଦିଅନ୍ତୁ, ସେମାନେ ଲାଭ ଆଣିବେ। ଅନ୍ୟର ସଫଳତା ସହ ନିଜକୁ ତୁଳନା କରନ୍ତୁ ନାହିଁ। ଆଜି ସାହସ ଓ ସଂଯମର ସନ୍ତୁଳନ ରଖନ୍ତୁ।

Read More
ତାଜା ଖବର

୪ ଦିନ ପରେ କୂଅରୁ ଯୁବକ ଜୀବନ୍ତ ଉଦ୍ଧାର, ମରିଗଲା ଭାବି ଫିଙ୍ଗି ଦେଇଥିଲେ

ବରଗଡ଼()ରଖେ ହରି ମାରେ କିଏ? ଏହି ଉକ୍ତିଟି ସତ ପ୍ରମାଣିତ ହୋଇଛି। ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ହେଲେ ୪ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଯୁବକ ହେଲେ ତୁଳସୀରାମ ବରିହା।

Read More
ଜାତୀୟତାଜା ଖବର

ମହିଳା ବେଶରେ ଆସି ପତ୍ନୀଙ୍କୁ ଏସିଡ ମାଡ଼

ମହିଳା ବେଶରେ ଆସି ପତ୍ନୀଙ୍କ ଉପରକୁ ଏସିଡ୍ ମାଡ଼ କଲେ ସ୍ବାମୀ। ଏସିଡ୍ ମାଡ଼ରେ ପତ୍ନୀଙ୍କର ବିଶେଷ କ୍ଷତି ହୋଇନଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।  ସ୍ଥାନୀୟ ଲୋକେ ସ୍ୱାମୀଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ।

Read More
ଜାତୀୟତାଜା ଖବର

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ଗୃହିଣୀଙ୍କ ମାସକ ଘରକାମର ମୂଲ୍ୟ ୩୦ ହଜାର ଟଙ୍କା

ଏକ ଦୁର୍ଘଟଣା ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାର ପ୍ରତି ପତ୍ନୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ, ସେମାନଙ୍କୁ ଗୃହିଣୀ ପରିବର୍ତ୍ତେ ରାଷ୍ଟ୍ର ନିର୍ମାତା ଭାବରେ ଉଲ୍ଲେଖ କରାଯିବା ଉଚିତ୍।

Read More
ଜାତୀୟତାଜା ଖବର

ଫାଇଲ ହଜିବା ଘଟଣାରେ ଗୃହ ବିଭାଗରେ କ୍ୟାପିଟାଲ ଥାନା ପୁଲିସର ତଦନ୍ତ ନବୀନଙ୍କ ପାଖରୁ ଫାଇଲ ଫେରିନି: ରାଜସ୍ବ ମନ୍ତ୍ରୀ

ତଦନ୍ତ କମିସନ ଫାଇଲ୍‌ ହଜିବା ମାମଲାରେ ଗୃହ ବିଭାଗରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ଏହି ନିଖୋଜ ଫାଇଲ ଘଟଣାର ତନାଘନା ଚଳାଇଛି। ପ୍ରାରମ୍ଭିକ ତଦନ୍ତ ସହ ପ୍ରମାଣ ଖୋଜା ଚାଲିଥିବା କହିଛନ୍ତି ପୁଲିସ କମିସନର। ଏନେଇ ପୁଲିସ କମିସନରଙ୍କ ନେତୃତ୍ୱରେ ଗଠନ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ।

Read More
ଜାତୀୟତାଜା ଖବର

ଅଟୋକୁ ପଛରୁ ଧକ୍କା ଦେଲା ସଫାରୀ,ବାପା-ଝିଅ ମୃତ

ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶଙ୍କର ମଠ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ଅଟୋକୁ ପଛରୁ ଆସୁଥିବା ସଫାରୀ ଗାଡି ପିଟି ଓଲଟି ପଡ଼ି ବନ୍ଧ ଭିତରେ ଖସି ପଡିଥିଲା। ଫଳରେ ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଛି ।

Read More
ଜାତୀୟତାଜା ଖବର

ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି ହିଟ୍ୱେଭ୍

ଗରମଦିନେ ବଢୁଥିବା ହିଟ୍ୱେଭ୍ କେବଳ ଶାରୀରିକ କ୍ଷତି କରି ନଥାଏ, ବରଂ ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରିଥାଏ । ଫଳରେ ଅଫିସ ବା ଘରଠାରୁ ବାହାରେ କାମ କରୁଥିବା ବ୍ୟକ୍ତିଙ୍କ ଭିତରେ ଚିଡି ଚିଡଡାପଣ ବଢିଯାଇଥାଏ । ଗରମ ଋତୁର ନାଁ ଧରିଲେ ପ୍ରଥମେ ଅତ୍ୟଧିକ ଝାଳ, ଜଳଶୁଷ୍କତା ଓ ଥକ୍କାପଣ ବା ଲୁ କଥା ମନକୁ ଆସିଥାଏ ।

Read More
ଜାତୀୟତାଜା ଖବର

ଭୁଲ ଇଞ୍ଜେକ୍ସନ ଯୋଗୁ ନାବାଳକ ମୃତ !

ଭୁଲ ଇଞ୍ଜେକ୍ସନ ପାଇଁ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଳ ପଞ୍ଚାୟତ ମାଲପଡା ଗାଁରେ ଜଣେ ନାବାଳକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ନାବାଳକ ହେଲେ ବିକାଶ ବନଛୋର। ବିକାଶଙ୍କ ବାପା ମା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେ ଜେଜେବାପା, ଜେଜେମା ପାଖରେ ରହୁଥିଲେ।

Read More
ଜାତୀୟତାଜା ଖବର

ଗୋଟିଏ ଟ୍ରାକରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା

ଭୁବନେଶ୍ୱର ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ସଫେଇ ପାଇଁ ଯାଉଥିବା ଟ୍ରେନ୍ ସହ ଯାତ୍ରୀବାହୀ ଟ୍ରେନ ଧକ୍କା ହୋଇଛି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ ମଞ୍ଚେଶ୍ବର ଯାଉଥିଲା। ଅନ୍ୟଟି ମଞ୍ଚେଶ୍ବରରୁ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ଝାରପଡ଼ା ବ୍ରିଜ୍ ନିକଟରେ ବଡ଼ ଅଘଟଣ ଘଟିଛି।

Read More