Vernika Odia

ଜାତୀୟତାଜା ଖବର

ରଜ ପାଇଁ ‘ପିଠା ଅନ୍ ହ୍ୱିଲ୍ସ’ ଆରମ୍ଭ

ରଜ ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି “ପିଠା ଅନ୍ ହ୍ୱିଲ୍ସ” କାର୍ଯ୍ୟକ୍ରମ । ସୁସଜ୍ଜିତ ବିଶେଷ ଭ୍ୟାନ୍‌ରେ ମିଳିବ ପୋଡ଼ ପିଠା, ମଣ୍ଡା ପିଠା, ଆରିସା ପିଠା ପରି ପାରମ୍ପରିକ ରଜ ପିଠା । ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ସୁଭଦ୍ରା ଶକ୍ତି ବଜାରରେ ଏହାର ଉଦଘାଟନ କରିଛନ୍ତି ।

Read More
ଜାତୀୟତାଜା ଖବର

ଛାତ୍ର କଂଗ୍ରେସ ଅଭିନବ ପ୍ରତିବାଦ ପଚା ପାଣି ନେଇ ଅଧିକାରୀଙ୍କ ହାତ ଧୋଇଲେ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ରହିଛି ପୋଖରୀ। ଏଠାରେ ଗାଧୋଇବା ତ ଦୂର କଥା ପାଦ ମାଡ଼ିବାକୁ ବି ଇଚ୍ଛା ହେଉ ନାହିଁ। ଡହ ଡହ ଖରାରେ ସବୁଠି ଜଳର ଉତ୍କଟ ଅଭାବ ଦେଖାଯାଉଥିବାବେଳେ ଏଠାରେ ପୋଖରୀଟିଏ ଥାଇ ବି ତାହାର ପୁନରୁଦ୍ଧାର କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Read More
ଜାତୀୟତାଜା ଖବର

ମୋହନ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଲୋକସଭା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି ନୁହେଁ ବରଂ ଜନସେବାର ମାଧ୍ୟମ: CM

ଭୁବନେଶ୍ବର() ଆଜି ମୋହନ ସରକାର ଶାସନକୁ ୨ ବର୍ଷ ପୁରିଛି।  ୨ ବର୍ଷର ଅଭିଜ୍ଞତା ସହ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋହନ ଚରଣ ମାଝୀ। ଏହି ଅବସରରେ ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ପଦବୀ କ୍ଷମତାର ଚୌକି  ନୁହେଁ ବରଂ ଜନସେବାର ମାଧ୍ୟମ’। ଶିକ୍ଷକରୁ, ସରପଞ୍ଚ, ବିଧାୟକ ଆଉ ମୁଖ୍ୟମନ୍ତ୍ରୀର ଦାୟୀତ୍ବ ସମସ୍ତଙ୍କ ନିଷ୍କପଟ ଭଲ ପାଇବା ଓ ଆଶୀର୍ବାଦରୁ ହିଁ ମିଳିପାରିଛି ବୋଲି କହିଛନ୍ତି।

Read More
ଜାତୀୟତାଜା ଖବର

ଅଭିଯୁକ୍ତ ହାଜର ନ ହେଲେ ସିଧା ଏନ୍ବିଡବ୍ଲୁଏ ମନା ଲଗାଇପାରିବେ ଜାମିନ ଯୁକ୍ତ ପରୱାନା: ହାଇକୋର୍ଟ

ବାରମ୍ବାର ନୋଟିସ ସତ୍ତ୍ବେ ହାଜର ନ ହେଲେ ଅଭିଯୁକ୍ତଙ୍କୁ ସିଧା ଏନ୍‌ବିଡବ୍ଲୁଏ କରାଯାଇ ପାରିବ ନାହିଁ। ଏଭଳି ଏକ ଗୁରୁତ୍ବ ପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ। ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଲଗାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

Read More
ଜାତୀୟତାଜା ଖବର

୨ ଆନ୍ତଃରାଜ୍ୟ ମାଫିଆ ଗିରଫ, ୫୦ ଲକ୍ଷର ଗଞ୍ଜେଇ ଜବତ

ଏସଟିଏଫ ପଞ୍ଝାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ୫୦ ଲକ୍ଷର ଗଞ୍ଜେଇ ଜବତ କରାଯାଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଚୋରା ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ଆଉ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ବଡ଼ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଏସଟିଏଫ।

Read More
ଜାତୀୟତାଜା ଖବର

ଦିଲ୍ଲୀରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ

ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏକ ପାଞ୍ଚ ମହଲା ବିଶି‌ଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ।

Read More
ଜାତୀୟତାଜା ଖବର

ଜାତୀୟ ହାରଠୁ ଓଡ଼ିଶାରେ ଗାଡ଼ି ବିକ୍ରି ଅଭିବୃଦ୍ଧି ୨ ଗୁଣା ଅଧିକ ରାଜ୍ୟରେ ୨୧.୨୭%, ଦେଶରେ ୯.୫୫%

ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି ହୋଇଥିବା ଦେଖାଯାଇଛି। ଜାତୀୟ ହାରଠୁ ଓଡ଼ିଶାରେ ଗାଡ଼ି ବିକ୍ରି ଅଭିବୃଦ୍ଧି ୨ ଗୁଣା ଅଧିକ ହୋଇଛି। ସାରା ଦେଶରେ ୯.୫୫% ଗାଡ଼ି ବିକ୍ରି ହୋଇଥିବାବେଳେ ରାଜ୍ୟରେ ୨୧.୨୭% ହୋଇଛି। ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ମୋଟ୍ ୮୨,୯୮୮ ଗାଡ଼ି ବିକ୍ରି ହୋଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ଟ୍ରମ୍ପଙ୍କୁ ଝଟକା, ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ: ଇରାନ ‘ଲାଲ ରେଖା’ ସହିତ ସାଲିସ ହେବ ନାହିଁ

ତେହେରାନ() ଇରାନ ସହିତ ଐତିହାସିକ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧର ଅନ୍ତ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ତେହେରାନ ଖାରଜ କରିଦେଇଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି, ଆମେରିକା ସହିତ କୌଣସି ଚୂଡ଼ାନ୍ତ ଚୁକ୍ତିନାମା ହୋଇନି।

Read More
ଧର୍ମ

ଅର୍ଜୁନଙ୍କ ଗାଣ୍ଡୀବ ଧନୁଷ

ମହାଭାରତରେ ଅର୍ଜୁନ ଜଣେ ଶ୍ରେଷ୍ଠ ଧନୁର୍ଦ୍ଧର ଥିଲେ। ତାଙ୍କର ପ୍ରମୁଖ ଅସ୍ତ୍ର ହେଉଛି ଗାଣ୍ଡୀବ ଧନୁଷ। ଏହା କେବଳ ଗୋଟିଏ ସାଧାରଣ ଧନୁଷ ନୁହେଁ, ଏହା ଏକ ଦିବ୍ୟ ଓ ଶକ୍ତିଶାଳୀ ଅସ୍ତ୍ର ଥିଲା। ପୁରାଣ ଅନୁସାରେ, ଗାଣ୍ଡୀବ ଧନୁଷକୁ ସୃଷ୍ଟି କରିଥିଲେ ବ୍ରହ୍ମା। ପରେ ଏହା ପ୍ରଜାପତି, ଇନ୍ଦ୍ର, ଚନ୍ଦ୍ର ଓ ବରୁଣଙ୍କ ହାତରେ ରହିଥିଲା।

Read More
ଧର୍ମ

🙏 ଜୟ ଜଗନ୍ନାଥ 🙏 ତାରିଖ: ୧୨.୦୬.୨୦୨୬

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ।

Read More