Vernika Odia

ଜାତୀୟତାଜା ଖବର

ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ନେଇ ଆଇନ ଶୃଙ୍ଖଳା ସ୍ଥିତିକୁ ବିଶେଷ ଧ୍ୟାନ ଦିଆଯାଉଛି।

Read More
ଆନ୍ତର୍ଜାତୀୟତାଜା ଖବର

ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ୩ ନିଖୋଜ

ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉ ନାହିଁ। ଯାହା ସାରା ବିଶ୍ବକୁ ଚିନ୍ତାରେ ପକାଇଛି। ଜାରି ରହିଥିବା ଏହି ସଂଘର୍ଷଜନକ ସ୍ଥିତିର ସିଧାସଳଖ ଫଳ ସ୍ବରୂପ ଏହି ଅଞ୍ଚଳ‌ରେ ପଡ଼ିଛି। ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ହୋଇଯାଇଛନ୍ତି ।

Read More
ଆନ୍ତର୍ଜାତୀୟତାଜା ଖବର

ହର୍ମୁଜ୍ ପ୍ରଣାଳୀ ସିଲ୍ କଲା ଇରାନ ଆମେରିକାର ଆକ୍ରମଣ ପରେ କଟକଣା ଲାଗୁ

ଇରାନର ସାମରିକ କମାଣ୍ଡ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ଘୋଷଣା କରିଛି । ଆଉ ଚେତାବନୀ ଦେଇଛି ଯେ, ଏହି ପ୍ରଣାଳୀ ଦେଇ ଯାଉଥିବା ଯେକୌଣସି ଜାହାଜକୁ ଟାର୍ଗେଟ କରାଯିବ। ଏହି ସମୟରେ, ଆମେରିକୀୟ ସେନା ପକ୍ଷରୁ ଏକ ପ୍ରତିଶୋଧମୂଳକ ଆକ୍ରମଣ ହୋଇଛି। ଫଳରେ ଏହି ଅଞ୍ଚଳରେ ଅଶାନ୍ତ ବଢ଼ିଥିବା ଦେଖିବାକୁ ମିଳିଛି।

Read More
ଧର୍ମ

ପର୍ଶୁରାମଙ୍କ ଅଭିଶାପ

ପର୍ଶୁରାମ ଜଣେ ବିଖ୍ୟାତ ଧନୁର୍ଦ୍ଧର ଥିଲେ। କର୍ଣ୍ଣ ତାଙ୍କଠାରୁ ଧନୁର୍ବିଦ୍ୟା ଶିଖିବାକୁ ଚାହୁଁଥିଲେ, କିନ୍ତୁ ପର୍ଶୁରାମ ବ୍ରାହ୍ମଣଙ୍କ ବ୍ୟତୀତ ଅନ୍ୟ କାହାକୁ ଅସ୍ତ୍ର ଶିକ୍ଷା ଦେଉ ନ ଥିଲେ। କର୍ଣ୍ଣ ତାଙ୍କୁ ମିଛ କହି ବ୍ରାହ୍ମଣ କହି ଶିକ୍ଷା ଆରମ୍ଭ କରିଥିଲେ। ଦିନେ କର୍ଣ୍ଣଙ୍କ ଜଂଘରେ ପରଶୁରାମ ମୁଣ୍ଡ ରଖି ଶୋଇଥିଲେ। ଏହି ସମୟ ଏକ କଳା ବିଛା କର୍ଣ୍ଣଙ୍କ ଜଂଘରେ ପ୍ରବେଶ କରି ତାଙ୍କୁ କାମୁଡ଼ିବାକୁ ଲାଗିଲା।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୪.୪୩ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ।

Read More
ଜାତୀୟତାଜା ଖବର

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ ଜିଲ୍ଲାପାଳ ଅଫିସ ଘେରିଲେ ମହିଳା

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କରି ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ଶତାଧିକ ମହିଳା। ଯାଜପୁର ବ୍ଲକ ଆଙ୍କୋଲୀ ମୌଜାରେ ଜଜାତୀକେଶରୀ ମେଡିକାଲ କଲେଜରେ ହୋମିୟପାଥି ଚିକିତ୍ସାଳୟ ରହିଛି।

Read More
ଜାତୀୟତାଜା ଖବର

ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଖୁବଶୀଘ୍ର ବ୍ଲାକ ଲିଷ୍ଟେଡ ହେବ ନିଯୁକ୍ତି କମ୍ପାନୀ: ମନ୍ତ୍ରୀ

ଅନୁଗୁଳ ଜିଲ୍ଲାରେ ଷ୍ଟାଫ ନର୍ସ ନିଯୁକ୍ତିରେ ବ୍ୟାପକ କେଳେଙ୍କାରୀ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଏ ସବୁ ନିଯୁକ୍ତି ୨୦୨୨ -୨୩ ମସିହାର।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଜାପାନ ପରେ ଭାରତ ଆମ୍ବରେ କଟକଣା ଲଗାଇଲା ନେପାଳ

ଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା

Read More
ଜାତୀୟତାଜା ଖବର

ତାସ ଘର ଭଳି ଭାଙ୍ଗୁଛି ଟିଏମସି !

ଯେମିତି ନିର୍ବାଚନ ସରିଲା, ଆଉ ଫଳାଫଳ ଦେଖି ମୁହଁ ମୋଡ଼ିଲେ ନିଜ ଘର ଲୋକେ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ, ତାସ ଘର ପରି ଭାଙ୍ଗି ପଡୁଛି ଟିଏମସି। ନିର୍ବାଚନରେ ଟିଏମସି ମୁଖ୍ୟ ମମତାଙ୍କ ପରାସ୍ତ ଏମାନଙ୍କୁ ଦୁଃଖ କରିବା ପରିବର୍ତ୍ତେ ଯେମିତି ଦଳ ଡିଆଁ କରିବାକୁ ବାଟ କଡ଼ାଇଛି।

Read More