Vernika Odia

ଜାତୀୟତାଜା ଖବର

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ସ୍ଥଳ ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା

ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା

Read More
ଖେଳଜାତୀୟତାଜା ଖବର

ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାନ୍ତି ଅର୍ଜୁନ ତେନ୍ଦୁଲକର

ଅଲରାଉଣ୍ଡ ପ୍ରଦର୍ଶନ ପରେ ଏବେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରନ୍ତି ଅର୍ଜୁନ ତେନ୍ଦୁଲକର। ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ବିସିସିଆଇଠାରେ ଦାବି ହୋଇଛି। ଅର୍ଜୁନ ତେନ୍ଦୁଲକରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ୯ ୱିକେଟରେ ମୁମ୍ବାଇ ଟି-୨୦ ଲିଗ ଜିତିବାରେ ସାହାଯ୍ୟ କରିଥିଲା।

Read More
ଜାତୀୟତାଜା ଖବର

ଡାଟା ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଗୁଗଲ କ୍ଲାଉଡ୍ ସେବା ବ୍ୟାହତ

ବିଭିନ୍ନ ସ୍ଥାନରେ ଠପ୍୍ ହୋଇଛି ଗୁଗୁଲ କ୍ଲାଉଡ ସେବା। ନେଟଓ୍ବାର୍କକୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ଥିବାରୁ କ୍ଲାଉଡ ସେବା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ  ଭଳି ଦେଶର ବିଭିନ୍ନ ସ୍ଥାନରେ ଗୁଗଲ୍‌ କ୍ଲାଉଡ୍‌ ସେବାରେ ବିଭ୍ରାଟ ଦେଖାଦେଇଛି। ଦିଲ୍ଲୀରେ ଥିବା ଏକ ତୃତୀୟ ପକ୍ଷ ସଂସ୍ଥାର ଡାଟା ସେଣ୍ଟର୍‌ରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି।

Read More
ଜାତୀୟତାଜା ଖବର

କମିଲା ସୁନା ଓ ରୁପା ଦର ୧୦ ଗ୍ରାମ ପିଚ୍ଛା ୪୦୦୦ ଟଙ୍କା ହ୍ରାସ

ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର। ହୁ ହୁ ହୋଇ ସୁନା ଓ ରୁପା ଦର ବଢି ଚାଲିଥିବାବେଳେ ଲାଗିଲା ବ୍ରେକ। ସୁନା ଓ ରୁପା ମୂଲ୍ୟରେ ବଡ଼ଧରଣର ହ୍ରାସ ପାଇଛି। ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି।

Read More
ଜାତୀୟତାଜା ଖବର

ମାଲ ବୋଝେଇ କଣ୍ଟେନର ଚାପାରେ ୨ ମୃତ

କଳାହାଣ୍ଡି -ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି l ଏଥିରେ ୨ ଜଣ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣ୍ଡିରୁ ଧାନ ଉଠାଇ ମିଲକୁ ଆଣିବାବେଳେ ଏହି ଦୁର୍ଘଟଣା ହୋଇଛି। କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଅରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଥିବାବେଳେ ଟ୍ରକକୁ ଜବତ କରିଛି ପୋଲିସ୍।

Read More
ଆନ୍ତର୍ଜାତୀୟତାଜା ଖବର

ପିଓକେରେ ୧୯ ଶିଶୁ ଓ ୭ ଗର୍ଭବତୀଙ୍କୁ ହତ୍ୟା

ପାକ୍ ଅଧିକୃତ କାଶ୍ମୀରରେ ଗତ କିଛି ଦିନ ହେବ ପ୍ରବଳ ପ୍ରତିବାଦ ଜାରି ରହିଛି। ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ବେକାରୀ ପ୍ରତିବାଦରେ ହତାଶ ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦମନ କରିବା ପାଇଁ ପାକିସ୍ତାନୀ ସେନା ଭୟଙ୍କର ପଦକ୍ଷେପ ନେଇଛି।

Read More
ଜାତୀୟତାଜା ଖବର

ଉରିରେ ବିସ୍ଫୋରଣ: ୨ ଯବାନ ସହିଦ

ଜମ୍ମୁ-କାଶ୍ମୀରର ଉରିର କମଲକୋଟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଉରିରକମଲକୋଟରେ ନିୟନ୍ତ୍ରଣ ରେଖା ନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ।

Read More
ତାଜା ଖବର

ଖରାଦିନର ସୁପରଫ୍ରୁଟ୍ ତାଳ ସଜ ମୁହଁକୁ ଚମକାଏ,ଜଳୀୟ ଅଂଶ ବଢ଼ାଏ

ପ୍ରବଳ ଗରମ ସାଙ୍ଗକୁ ଝାଞ୍ଜୀ ମାଡ଼ରେ ସିଝୁଛି ସାରା ଦେଶ। ପାରଦ ଉପର ମୁହାଁ ଥିବାବେଳେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଛି । ଫଳରେ ଗମ୍ ଗମ୍ ଝାଳରେ ଡ୍ରେସ୍ ଓଦା ହୋଇଯାଉଛି। ଦେହରୁ ଜଳୀୟ ଅଂଶ କମିଗଲା ଭଳି ଲାଗୁଛି । ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଖାଲି ଏସି କିମ୍ବା କୁଲର ଯଥେଷ୍ଟ ନୁହେଁ ବରଂ ଶରୀରକୁ ଭିତରୁ ଥଣ୍ଡା ରଖିବା ନିହାତି ଜରୁରୀ ।

Read More
ଜାତୀୟତାଜା ଖବର

ଦେଶରେ ମୌସୁମୀ ସକ୍ରିୟ, ଅନେକ ରାଜ୍ୟରେ ବର୍ଷା

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ପରେ ଧୀରେ ଧୀରେ ଅଧିକ ସକ୍ରିୟ ହେବାରେ ଲାଗିଛି। ପ୍ରଭାବରେ କେରଳ, କର୍ଣ୍ଣାଟକ, ଉତ୍ତର-ପୂର୍ବ ଭାରତ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି।

Read More
ଆନ୍ତର୍ଜାତୀୟତାଜା ଖବର

ଇରାନୀୟ ବେସ ଉପରେ ଆମେରିକାର ଆକ୍ରମଣ

ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ ଆକାଶ। ଏଠାରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। କେତେବେଳେ ଇସ୍ରାଇଲ-ଲେବାନନ ମଧ୍ୟରେ ଯୁଦ୍ଧ ହେଉଛି ତ ପୁଣି କେତେବେଳେ ମୁହାଁମୁହିଁ ହେଉଛନ୍ତି ଇରାନ-ଆମେରିକା।

Read More