Vernika Odia

ଜାତୀୟତାଜା ଖବର

ସବୁଠୁ ମହଙ୍ଗା ସେଲିବ୍ରିଟି କୋହଲି ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ

ନୂଆଦିଲ୍ଲୀ() ଭାରତର ମହଙ୍ଗା ସେଲିବ୍ରିଟି ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି କ୍ରିକେଟର ବିରାଟ କୋହଲି। ମୂଲ୍ୟବାନ ବ୍ୟକ୍ତିତ୍ୱ ତାଲିକାରେ ପ୍ରଥମ ସ୍ଥାନ ହାସଲ କରି ଥିବାବେଳେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩,୫୪୨ କୋଟି ଟଙ୍କା ।

Read More
ତାଜା ଖବର

ଆଇ ଫୋନ କମାଉଛି ଯନ୍ମ ହାର!

ଜୀବନ ଧାରଣ କ୍ଷମତାରେ ସୁଧାର ଆସିଲେ ପାରମ୍ପରିକ ଭାବେ କୌଣସି ଅଞ୍ଚଳ କିମ୍ବା ସମାଜରେ ଜନ୍ମ ହାର ହ୍ରାସ ପାଇଥାଏ। କିନ୍ତୁ ଗବେଷକମାନଙ୍କ ଅନୁସାରେ ୨୦୦୭ ପର ଠାରୁ ଆର୍ଥିକ ଓ ସାମାଜିକ ପରିସ୍ଥିତି ଭିନ୍ନ ଥିଲେ ମଧ୍ୟ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଇଛି।

Read More
ଜାତୀୟତାଜା ଖବରରାଜ୍ୟ

ୟୁନିଟ ପିଚ୍ଛା ୧୪ ପଇସା ବଢ଼ିବ ବିଦ୍ୟୁତ୍ ଟାରିଫ୍ ବୃଦ୍ଧି ପାଇଁ ଓଏଚ୍ପିସିର ଆବେଦନ

ଖୁବଶୀଘ୍ର ବଢ଼ିପାରେ ବିଦ୍ୟୁତ୍‌ ଟାରିଫ୍ । ଏନେଇ ଓଏଚ୍‌ପିସି ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି।  ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ  ଓ଼ଡ଼ିଶା ବିଦ୍ୟୁତ୍ ନିୟାମିକ ଆୟୋଗ(ଓଇଆର୍‌ସି) ଅନୁମୋଦନ କରିଥିବା

Read More
ଜାତୀୟତାଜା ଖବର

ମୋଦୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ନୂଆ ଦିଗ ଦେଇଛି: ମୁଖ୍ୟମନ୍ତ୍ରୀ

କେନ୍ଦ୍ରରେ ବିଜେପି ସରକାରକୁ ୧୨ ବର୍ଷ ପୂରଣ ହୋଇଥିବାବେଳେ ରାଜ୍ୟରେ ୨ ବର୍ଷ ପୂରଣ ହୋଇ ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସାମ୍ବାଦିକ ସମ୍ମିଳନୀ ବା ମିଡିଆ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି।

Read More
ଜାତୀୟତାଜା ଖବର

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର() ଆଜି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଲୋକଙ୍କ ସରକାର’ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୪.୫୯ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ।

Read More
ଜାତୀୟତାଜା ଖବର

ମମତାଙ୍କ କାଳିଘାଟ କାର୍ଯ୍ୟାଳୟରେ ସିଆଇଡି ଟିମ୍

ପଶ୍ଚିମବଙ୍ଗରେ ଟିଏମସି କ୍ଷମତା ହରାଇବା ପରେ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କେତେବେଳେ ଦଳୀୟ ନେତା ତାଙ୍କୁ ଧୋକା ଦେଉଛନ୍ତି କେତେବେଳେ ପୁଣି ଏକାଧୀକ ବିଦ୍ରୋହୀ ନେତା

Read More
ଧର୍ମ

ଏକଲବ୍ୟଙ୍କ ଗୁରୁଦକ୍ଷିଣା…..

ଏକଲବ୍ୟ ନାମକ ଜଣେ ଗରିବ ବାଳକ ଜଙ୍ଗଲରେ ରହୁଥିଲେ।  ସେ ଧନୁବିଦ୍ୟା ଶିଖିବାକୁ ଆଗ୍ରହୀ ଥିବାରୁ ଦ୍ରୋଣଙ୍କ ପାଖକୁ ଯାଇଥÒଲେ। କିନ୍ତୁ ଦ୍ରୋଣ ତାଙ୍କୁ ଶିକ୍ଷା ଦେବାକୁ ମନା କରି ଦେଲେ। ହେଲେ ସେ ନିରାଶ ନ ହୋଇ ଦ୍ରୋଣାଚାର୍ଯ୍ୟଙ୍କ ଏକ ମାଟି ପ୍ରତିମା ତିଆରି କରି ତାଙ୍କ ସମ୍ମୁଖରେ ଧନୁବିଦ୍ୟା ଅଭ୍ୟାସ କରିବାକୁ ଲାଗିଲେ।

Read More
ଜାତୀୟତାଜା ଖବରରାଜ୍ୟ

ଦିଲ୍ଲୀ ହସ୍ପିଟାଲରେ ₹୬୫୦ର କୋଟି ଘୋଟାଲା

ଦିଲ୍ଲୀର ସରକାରୀ ହସ୍ପିଟାଲରେ ଔଷଧ ଏବଂ ଚିକିତ୍ସା ଉପକରଣ କ୍ରୟରେ ₹୬୫୦ କୋଟିରୁ ଅଧିକ ମୂଲ୍ୟର ଘୋଟାଲା ହୋଇଥିବା ସାମ୍ନାକୁ ଆସିଛି। ସରକାରୀ ହସ୍ପିଟାଲ ପାଇଁ ଔଷଧ, ଚିକିତ୍ସା ଉପକରଣ, ରୋଗୀଙ୍କ ବେଡ୍ ସିଟ୍, ଏକ୍ସ-ରେ ମେସିନ୍ ଏବଂ ଆନାସ୍ଥେସିଆ ସମ୍ବନ୍ଧୀୟ ଉପକରଣ କ୍ରୟରେ ବଡ଼ ଧରଣର ଅନିୟମିତତା ହୋଇଥିବା ଜଣାପଡ଼ିଛି। ଆଣ୍ଟି କରପସନ ବ୍ୟୁରୋ-ଏସିବି ଏବେ ଏହି ଘଟଣାର ତଦନ୍ତ କରୁଛି।

Read More