ଧର୍ମ

ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୨.୦୭.୨୦୨୬

*ଆଜି ଅଣସର ନୀତିର ତୃତୀୟ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

———–🕉️————🕉️———–

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୨.୦୭.୨୦୨୬

*ଆଜି ଅଣସର ନୀତିର ତୃତୀୟ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୧.୦୭.୨୦୨୬

*ଆଜି ଅଣସର ନୀତିର ଦ୍ବିତୀୟ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଧର୍ମ

ତୁଳସୀ ଜଟାରେ ଲକ୍ଷ୍ମୀଙ୍କ ବାସ

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ତୁଳସୀ ଗଛର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ଭାରତର ପ୍ରତିଟି ହିନ୍ଦୁ ପରିବାରର ଅଗଣାରେ କିମ୍ବା ବାରଣ୍ଡାରେ ତୁଳସୀ ଚଉରାଟିଏ ଦେଖିବାକୁ ମିଳେ । ଦେହରେ ଥଣ୍ଡା ଜମିଗଲେ ବାଡ଼ିର ବଇଦ ସାଜୁଥିବା ଏହି ଔଷଧୀୟ ଉଦ୍ଭିଦକୁ ମା’ ମହାଲକ୍ଷ୍ମୀଙ୍କ ସ୍ବରୂପ ଭାବେ ସମସ୍ତେ ମାନିଥାନ୍ତି।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୩୦.୦୬.୨୦୨୬

*ଆଜି ଅଣସର ନୀତିର ପ୍ରଥମ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଧର୍ମ

୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି

ଦୀର୍ଘ ଛଅ ମାସ ପରେ ଆଜି ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ଭକ୍ତମାନଙ୍କ ଅର୍ପିତ ଦାନର ହିସାବ ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।

Read More
ଜାତୀୟତାଜା ଖବରଧର୍ମ

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବାକୁ ପ୍ରାର୍ଥନା କରିଛି।

Read More
ଧର୍ମ

ଆଜି ଦେବସ୍ନାନ ପୂର୍ଣ୍ଣିମା ୧୦୮ କଳସ ସୁବାସୀତ ଜଳରେ ଶ୍ରୀଜିଉଙ୍କ ସ୍ନାନ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ ଓ ଭକ୍ତିଭାବ । ବର୍ଷକୁ ଥରେ ଆଜିର ଦିନରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ସ୍ନାନବେଦୀରେ ବିରାଜମାନ କରାଯାଇ ୧୦୮ କଳସ ସୁବାସୀତ ଜଳରେ ସ୍ନାନ କରାଯାଇଥାଏ ।

Read More
ଧର୍ମ

ତାରିଖ: ୨୯.୦୬.୨୦୨୬

ଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେତୁ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇନଥିଲା। ତେଣୁ ଆଜି ଦ୍ୱାରଫିଟା ନୀତି ହୋଇନଥିଲା। ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ସକାଳ ୦୭:୩୦ ରେ ସମାପ୍ତ ହୋଇଥିଲା।

Read More
ଧର୍ମରାଜ୍ୟ

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆଜି ରାତି ସାଢ଼େ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷ ନୀତିକାନ୍ତି ପାଇଁ କଟକଣା ଜାରି ହୋଇଛି ।

Read More