ଓଡିଶାର ଗଣ ପର୍ବ ରଜ
ଓଡ଼ିଶାରେ କୃଷିଭିତ୍ତିକ ପରମ୍ପରାର ପର୍ବ ହେଉଛି ରଜ। ଏହି ପର୍ବରେ ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଆଯାଇଥାଏ ଉତ୍କଳୀୟ ସଂସ୍କୃତିରେ ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଏହିସବୁ ପର୍ବ ପାଳନ୍ତି। ରଜ ପର୍ବ ସବୁପର୍ବ ଠାରୁ ଅନନ୍ୟ ଏହାର ସଂସ୍କୃତି ଅଦ୍ୱିତୀୟ। ଉତ୍କଳବାସୀ ପର୍ବ ପାଳିଥାନ୍ତି ପ୍ରକୃତିର ପରିବର୍ତ୍ତନକୁ ନେଇ।
Read More