ଧର୍ମ

ଧର୍ମ

ଏକଲବ୍ୟଙ୍କ ଗୁରୁଦକ୍ଷିଣା…..

ଏକଲବ୍ୟ ନାମକ ଜଣେ ଗରିବ ବାଳକ ଜଙ୍ଗଲରେ ରହୁଥିଲେ।  ସେ ଧନୁବିଦ୍ୟା ଶିଖିବାକୁ ଆଗ୍ରହୀ ଥିବାରୁ ଦ୍ରୋଣଙ୍କ ପାଖକୁ ଯାଇଥÒଲେ। କିନ୍ତୁ ଦ୍ରୋଣ ତାଙ୍କୁ ଶିକ୍ଷା ଦେବାକୁ ମନା କରି ଦେଲେ। ହେଲେ ସେ ନିରାଶ ନ ହୋଇ ଦ୍ରୋଣାଚାର୍ଯ୍ୟଙ୍କ ଏକ ମାଟି ପ୍ରତିମା ତିଆରି କରି ତାଙ୍କ ସମ୍ମୁଖରେ ଧନୁବିଦ୍ୟା ଅଭ୍ୟାସ କରିବାକୁ ଲାଗିଲେ।

Read More
ଧର୍ମ

ଯମୂନା କୂଳରେ ବସ୍ତ୍ରହରଣ

ବସ୍ତ୍ରହରଣ କଥା ଭାଗବତ ପୁରାଣରେ ବର୍ଣ୍ଣିତ ଅଛି। ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ବ୍ରତ କରୁଥିଲେ। ପ୍ରତିଦିନ ସକାଳେ ସେମାନେ ଯମୂନା ନଦୀରେ ସ୍ନାନ କରି ଦେବୀଙ୍କ ପୂଜା କରୁଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୨ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ। ସିଂହଦ୍ୱାର ଖୋଲିବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୁଏ। ଏହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଭକ୍ତମାନଙ୍କ ନଜରରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୦୫ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୭ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ। ସିଂହଦ୍ୱାର ଖୋଲିବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୁଏ। ଏହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଭକ୍ତମାନଙ୍କ ନଜରରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ।

Read More
ଧର୍ମ

ଶ୍ରୀକୃଷ୍ଣ ଓ ସୁଦାମାଙ୍କ ମିଳନ

ସୁଦାମା ଓ ଶ୍ରୀକୃଷ୍ଣ ଗୁରୁ ସାନ୍ଦୀପନି ମୁନିଙ୍କ ଆଶ୍ରମରେ ଏକାଠି ପଢ଼ୁଥିଲେ। ସେମାନେ ବହୁତ ଭଲ ବନ୍ଧୁ ଥିଲେ। ପରେ ଶ୍ରୀକୃଷ୍ଣ ଦ୍ୱାରକାର ରାଜା ହେଲେ, ଆଉ ସୁଦାମା ଜଣେ ଗରିବ ବ୍ରାହ୍ମଣ ଭାବେ ଜୀବନ ଯାପନ କରୁଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୨୧ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ। ସିଂହଦ୍ୱାର ଖୋଲିବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୁଏ। ଏହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଭକ୍ତମାନଙ୍କ ନଜରରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ।

Read More
ଧର୍ମ

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ରଥ ଯାତ୍ରା ଓ ସ୍ନାନ ଯାତ୍ରାର ହେବ ନୀତି ନିର୍ଘଣ୍ଟ

ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜି  ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଆଗକୁ ଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରା ଥିବାବେଳେ ଏ ନେଇ ନୀତି ନିର୍ଘଣ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୧୯ AM ରେ ସମାପ୍ତ ହେଲା 🙏ଜୟ ଜଗନ୍ନାଥ 🙏

ଶ୍ରୀଜଗନ୍ନାଥ ମନ୍ଦିରର “ସିଂହଦ୍ୱାର ଫିଟା ନୀତି” ହେଉଛି ପ୍ରତିଦିନ ପ୍ରଭାତରେ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାର ଖୋଲିବାର ପବିତ୍ର ପାରମ୍ପରିକ ନୀତି। ଏହି ଦ୍ୱାରକୁ “ସିଂହଦ୍ୱାର” ବୋଲି କୁହାଯାଏ, କାରଣ ଦ୍ୱାର ସମ୍ମୁଖରେ ସିଂହମୂର୍ତ୍ତି ରହିଛି। ଏହି ନୀତି ଭିତରଛ ମହାପାତ୍ର ଓ ଅନ୍ୟ ସେବାୟତମାନଙ୍କ ଦ୍ୱାରା ମଙ୍ଗଳ ଆରତି ପୂର୍ବରୁ ସମ୍ପନ୍ନ କରାଯାଏ। ସିଂହଦ୍ୱାର ଖୋଲିବା ପରେ ଭକ୍ତମାନଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୁଏ। ଏହା ଶ୍ରୀମନ୍ଦିରର ଦୈନିକ ନୀତିକାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଓ ଭକ୍ତମାନଙ୍କ ନଜରରେ ଅତ୍ୟନ୍ତ ପବିତ୍ର ଓ ଶୁଭ ମନାଯାଏ।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୪.୦୬.୨୦୨୬

ଗତକାଲି ଶ୍ରୀ ମନ୍ଦିରରେ ସ୍ଵତନ୍ତ୍ର ନୀତି ହେତୁ ଶ୍ରୀ ଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ, ଏଣୁ ଦ୍ଵାରଫିଟା ନୀତି ନ ହୋଇ ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ପୂଜା ପଣ୍ଡା ସେବାୟତଙ୍କ ଦ୍ଵାରା ସକାଳ୦୭:୪୫ ରେ ସମାପ୍ତ ହେଲା ll

Read More