ତାଜା ଖବର

ଜାତୀୟତାଜା ଖବର

ଘରୁ ଡାକି ନେଇ ମଦ ପିଆଇ ହତ୍ୟା ଅଭିଯୋଗ

ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘରୁ ଡାକି ନେଇ ମଦ ପିଆଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବେଣ୍ଟପୁର ହରିଜନ ସାହିର ଚଇଲ ଗୋଛାୟତ। ତାଙ୍କୁ ଯୋଜନାବଦ୍ଧ ଭାବେ ଅତ୍ୟଧିକ ମଦ୍ୟପାନ କରାଇ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Read More
ଜାତୀୟତାଜା ଖବର

ମାଙ୍କଡ଼ ଆକ୍ରମଣରେ ୯ ଜଣ ଆହତ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ମାଙ୍କଡ଼ ଆତଙ୍କ । ଗ୍ରାମରେ ହଠାତ୍ ମାଙ୍କଡ଼ମାନେ ଉତ୍ପାତ ସୃଷ୍ଟି କରି ୯ ଜଣଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡ଼ିଛି ।

Read More
ଜାତୀୟତାଜା ଖବର

ଛାତରୁ ପଡି ଶ୍ରମିକ ମୃତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ନୂତନ କୋଠା ଉପରୁ ଖସି ପଡି ଜଣେ ଶ୍ରମିକର ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ପଡୋଶୀ ପଶ୍ଚିମବଙ୍ଗର ତପନା ଗ୍ରାମର ଶୁଭାଶିଷ ମଲ। ସେ ଲକ୍ଷ୍ମୀପୁରରେ ଶ୍ରମିକ ଭାବେ କାମ କରୁଥିବାବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରର ଏକ ଘରେ ସାଙ୍ଗ ସାଥୀଙ୍କ ସହିତ ରହୁଥିଲେ।

Read More
ଜାତୀୟତାଜା ଖବର

ଜୈବିକ ପଦ୍ଧତିରେ ହେଉଛି ହଳଦୀ ଚାଷ ବଜାରୀ କରଣ ସୁବିଧା ନଥିବାରୁ ଅସନ୍ତୋଷ

ହଳଦୀ ଚାଷ ପାଇଁ ଆକୃଷ୍ଠ ହେଉଛି ଚାଷୀ। ଏହା ଏକ ଅର୍ଥକାରୀ ଫସଲ ହୋଇଥିବାବେଳେ ବେଶ ଦୁଇ ପଇସା ରୋଜଗାର ନେଇ ଚାଷୀ ଆଶା ବାନ୍ଧିଛନ୍ତି। ଦିନ ରାତି ଏକ କରି ହଲଦୀ ଚାଷରେ ଲାଗିପଡ଼ିଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ର ଶହ ଶହ ଚାଷୀ।

Read More
ଜାତୀୟତାଜା ଖବର

ଭତ୍ତା ଯନ୍ତ୍ରଣା: ୩ ମାସ ହେଲା ମିଳୁନି ଟଙ୍କା ଏକାଠି ହେଲେ ଶହଶହ ବୃଦ୍ଧବୃଦ୍ଧା

ଦିନକୁ ଦିନ ବଢ଼ୁଛି ଭତ୍ତା ଯନ୍ତ୍ରଣା। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତିନି ମାସ ହେଲା ମିଳୁନି ଭତ୍ତା। ପ୍ରତିବାଦରେ ଶହଶହ ବୃଦ୍ଧବୃଦ୍ଧା ଏକାଠି ହୋଇଥିବାବେଳେ ତୁରନ୍ତ ବକେୟା ଟଙ୍କା ଦେବାକୁ ଦାବି କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁରର ମାନେଶ୍ବରରେ।

Read More
ଜାତୀୟତାଜା ଖବର

ଟ୍ରେଲର ଧକ୍କାରେ ଦୁଇ ଡ୍ରାଇଭର ଜୀବନ୍ତ ଜଳି ମୃତ୍ୟୁ

ଗାଡ଼ି ଭତରେ ଜୀଅନ୍ତା ଜଳିଗଲେ ୨ ଡ୍ରାଇଭର।  ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ଘଟିଛି ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗବାର ସକାଳୁ କଇଁତରା ବିଜୁ ଏକ୍ସପ୍ରେସ୍‌ୱେରେ ଡିଭାଇଡର ଭାଙ୍ଗି ଦୁଇଟି ୧୮ ଚକିଆ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

Read More
ଜାତୀୟତାଜା ଖବର

ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ , ସ୍ୱାମୀ ଗିରଫ

ଜଣେ ମହିଳା ଜଜଙ୍କୁ ଯୌତୁକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାରେ ହେଉଛି। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ଜଣେ ମହିଳା ଜଜଙ୍କ ସହ ଘଟିଥିବା ଯୌତୁକ ନିର୍ଯାତନା

Read More
ତାଜା ଖବର

କେଶ ଝଡ଼ିବା ରୋକିବା ପାଇଁ କିଛି ଟିପ୍ସ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଲୋକମାନେ ଘନ କେଶ ପାଇବା ପାଇଁ ବିଭିନ୍ନ ସିରମ୍, ସାମ୍ପୁ ଏବଂ ଅନ୍ୟାନ୍ୟ ଉତ୍ପାଦ କିଣି ବହୁତ ଟଙ୍କା ଖର୍ଚ୍ଚ କରିଥାନ୍ତି । ତଥାପି ସେମାନଙ୍କ କେଶ ଝଡ଼ିଥାଏ।

Read More
ଆନ୍ତର୍ଜାତୀୟତାଜା ଖବର

ଇରାନକୁ ଆମେରିକା 300 ବିଲିୟନ ଡଲାର ଦେବ ନାହିଁ: ଟ୍ରମ୍ପ

ଇରାନକୁ ପୁନଃନିର୍ମାଣ ପାଇଁ ଆମେରିକା 300 ବିଲିୟନ ଡଲାର ଦେବ ନାହିଁ। ଶାନ୍ତି ଚୁକ୍ତି ସ୍ୱାକ୍ଷର ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଏନେଇ ସ୍ପଷ୍ଟ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଶାନ୍ତି ଚୁକ୍ତିର ଅଂଶ ଭାବରେ ଇରାନକୁ କୌଣସି ଦେୟ ଦେବ ନାହିଁ ।

Read More
ଜାତୀୟତାଜା ଖବର

ବଢୁଛି ସରପଞ୍ଚ ଚାମେଲି ଓଝା ବିବାଦ, ଏନ୍ଏଚ୍ଆର୍ସିର ଦ୍ୱାରସ୍ଥ ହେଲେ ଆଇନଜୀବୀ

ଦିନକୁ ଦିନ ଘନେଇବାରେ ଲାଗିଛି  ମହାକାଳପଡ଼ା ତିଖିରୀ ସରପଞ୍ଚ ଚାମେଲି ଓଝା ବିବାଦ । ମାମଲା ଏବେ ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲାଣି।

Read More