ଆମେରିକା-ଇରାନ ଶାନ୍ତି ଚୁକ୍ତିରେ ଡିଜିଟାଲ ସ୍ବାକ୍ଷର
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିପତ୍ରରେ ଡିଜିଟାଲ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦ ବାଚସ୍ପତି ମହମ୍ମଦ ବଘେର ଗଲିବାଫ ।
Read Moreଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିପତ୍ରରେ ଡିଜିଟାଲ ସ୍ବାକ୍ଷର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉପରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ଇରାନ ସଂସଦ ବାଚସ୍ପତି ମହମ୍ମଦ ବଘେର ଗଲିବାଫ ।
Read Moreଆମେରିକୀୟ ବାୟୁସେନାର B-52 ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଛି। କାଲିଫର୍ନିଆର ଏଡୱାର୍ଡସ୍ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଆମେରିକୀୟ ବାୟୁସେନାର B-52 ଷ୍ଟ୍ରାଟୋଫୋର୍ଟରେସ୍ ବୋମା ବିସ୍ଫୋରଣକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
Read Moreମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର।
Read Moreଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।
Read Moreଅସୁସ୍ଥତା କାରଣରୁ ବହୁ ଦିନର ନିରବତା ପରେ ପୁଣି ଥରେ ପ୍ରତିଯୋଗିତାକୁ ଓହ୍ଲାଇବେ ଜାଭଲିନ ଥ୍ରୋ ନୀରଜ ଚୋପ୍ରା। ଦୁଇ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି।
Read Moreଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ସହମତି ପ୍ରକାଶ ଖବର ପ୍ରଚାର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଖସିଛି। ଅଶୋଧିତ ତୈଳର ବ୍ୟାରେଲ ପ୍ରତି ୮୨.୮୪ ଡଲାରକୁ ହ୍ରାସ ପାଇଛି। ଅଶୋଧିତ ତୈଳ ଦର ଶସ୍ତା ହେବା ପରେ ସାରା ବିଶ୍ବ ଦେଖାଯାଇଥିବା ତୈଳ ସଙ୍କଟ ଦୂର ହେବ ବୋଲି କୁହାଯାଉଛି।
Read Moreସରିଲା ଖରା ଛୁଟି। ଆସନ୍ତା ୧୮ ତାରିଖରେ ସାରା ରାଜ୍ୟରେ ଖୋଲିବ ସ୍କୁଲ । ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
Read Moreବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ ଦ୍ୱାରା ବିପୁଳ ମାତ୍ରାରେ ଗଞ୍ଜେଇ ଜବତ ହୋଇଛି l ସୋନପୁର ଜିଲ୍ଲାକୁ ଚାଲାଣବେଳେ ପୋଲିସ ୫ କ୍ଵିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି।
Read Moreବଡ଼ ଧରଣର ଡକାୟତ ଯୋଜନା ପଣ୍ଡ। ରାଉରକେଲା ସେକ୍ଟର ୩ ଥାନା ପୋଲିସ ଚଢ଼ଉ କରି ୫ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ ରାତ୍ରୀ ପାଟ୍ରୋଲିଂ କରୁଥିବା ସମୟରେ ସେକ୍ଟର ୨ ଡିଶୁଜା ସ୍କୁଲ ପଛ ପଟ ଅନ୍ଧାରୁଆ ଜାଗାରେ ରୁଣ୍ଡ ହୋଇ ଯୋଜନା କରୁଥିବାବେଳେ ୫ଡକାୟତଙ୍କୁ ଗିରଫ କରିଛି।
Read Moreସୁନ୍ଦରଗଡ ଜଙ୍ଗଲରେ ସନ୍ଦିଗ୍ଧ ମାଓବାଦୀ ଲୁଚିଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ଓ ବନ ବିଭାଗର ତନାଘନା ଆରମ୍ଭ ହୋଇଛି। ଡ୍ରୋନ ସାହାଯ୍ୟରେ ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ।
Read More