ତାଜା ଖବର

ଜାତୀୟତାଜା ଖବରରାଜ୍ୟ

ଓଡ଼ିଶା ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚନା ଦେଲେ ସାଂସଦ ନବଚରଣ ମାଝୀ।

Read More
ଖେଳଜାତୀୟତାଜା ଖବର

ଫି’ ବଢ଼ାଇଲେ ସୂର୍ଯ୍ୟବଂଶୀ !

ଏଥର ଆଇପିଏଲରେ ଧମାକାଦାର ପରଫର୍ମ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। କିଛି ଲୋକ କହୁଛନ୍ତି ଯେ, ଯଦି ସେ ଆଇପିଏଲ ଅକ୍ସନରେ ସାମିଲ ହେବ, ତା’ହେଲେ ତାଙ୍କ ପାଇଁ ୩୦ କୋଟି ଯାଏ ବିଡ ଲାଗିପାରେ

Read More
ଖେଳଜାତୀୟତାଜା ଖବର

ମଥାରେ ତିଲକ, ବେକରେ ତୁଳସୀମାଳା ଆଇପିଏଲ ଜିତିବା ପରେ ପ୍ରେମାନନ୍ଦଙ୍କ ଆଶ୍ରମରେ ବିରୁଷ୍କ

ନୂଆଦିଲ୍ଲୀ,୨।୬: ଆଇପିଏଲରେ ଟ୍ରଫି ହାତେଇଛି ବେଙ୍ଗାଲୁରୁ। ଏହି ସଫଳତା ପରେ ବିରାଟ କୋହଲି ପ୍ରେମାନନ୍ଦ ସ୍ବାମୀଜୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ମଙ୍ଗଳବାର ସକାଳେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା

Read More
ଜାତୀୟତାଜା ଖବରରାଜ୍ୟ

ବିଜେପିରୁ ଆନ୍ନାମଲାଇଙ୍କ ଇସ୍ତଫା

ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କ ବଡ଼ ନିଷ୍ପତ୍ତି। ମଙ୍ଗଳବାର ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ନୀତିନ ନବୀନ ଓ ସଂଗଠନର ମହାସଚିବ ବିଏଲ୍ ସନ୍ତୋଷଙ୍କ ସହ ହୋଇଥିବା ବୈଠକରେ ଆନ୍ନାମଲ୍ଲାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଦଳରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଥିଲେ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ଆସୁଛି ବିପର୍ଯ୍ୟୟ, ତାଣ୍ଡବ ରଚିବ ଏଲ୍‌ ନିନୋ !

ବଦଳୁଛି ବିଶ୍ବ ଜଳବାୟୁ। ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ଲୋକେ। ତରଳୁଛି ଗ୍ଲାସିୟର। ଏବେ ଆସୁଛି ଆଉ ଏକ ବିପର୍ଯ୍ୟୟ। ତାଣ୍ଡବ ରଚିବ ଏନ୍ ନିନୋ। ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନର ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଏଲ୍ ନିନୋ ଯୋଗୁଁ ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍ ଆଟଲାଣ୍ଟିକ ଝଡ଼ ଶାନ୍ତ ରହିବ।

Read More
ଆନ୍ତର୍ଜାତୀୟତାଜା ଖବର

ପାକ୍ ରେ ଆତଙ୍କବାଦୀଙ୍କ ତାଣ୍ଡବଲୀଳା ପ୍ରତିଦିନ ୨ ରୁ ଅଧିକ ସୈନିକଙ୍କୁ ହତ୍ୟା

ପାକିସ୍ତାନରେ ଆତଙ୍କବାଦୀମାନେ ତାଣ୍ଡବ ଳୀଳା କରୁଥିବାବେଳେ ପ୍ରତିଦିନ ୨ ରୁ ଅଧିକ ସୈନିକଙ୍କୁ ହତ୍ୟା କରୁଥିବା ଜଣାପଡ଼ିଛି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ଆଣ୍ଡ୍ ସିକ୍ୟୁରିଟି ଷ୍ଟଡିଜ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ମେ’ ମାସରେ ୬୮ ଜଣ ସୈନିକଙ୍କୁ ହତ୍ୟା କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ହରଡ଼ଘଣାରେ ଦିଦି ! ମମତାଙ୍କ ବିରୋଧରେ ମେଳି, ୫୦ ବିଧାୟକ ଛାଡିପାରନ୍ତି ଦଳ

ପଶ୍ଚିମବଙ୍ଗ,୨|୫: ମମତାଙ୍କ ବିରୋଧରେ ମେଳି ଚାଲିଥିବାବେଳେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଦିଦି। ଟିଏମସିର ୫୦ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

Read More
ଜାତୀୟତାଜା ଖବରରାଜ୍ୟ

ତ୍ବିଶା ହତ୍ୟା ମାମଲା ସିବିଆଇ ଜାଲରେ ଫସିଗଲେ ଶାଶୂ-ସ୍ୱାମୀ

ଧୀରେ ଧୀରେ ଫିଟୁଛି ଅଭିନେତ୍ରୀ ତଥା ମଡେଲ ତ୍ବିଶା ଶର୍ମାଙ୍କ ମୃତ୍ୟୁର ରହସ୍ୟ। ସିବିଆଇର ପ୍ରଶ୍ନ ବାଣରେ ଏବେ ଘାଇଲା ତାଙ୍କ ଶାଶୂ ଗିରିବାଳା ଏବଂ ସ୍ୱାମୀ ସମର୍ଥ। ସିବିଆଇ ୭୨ ଘଣ୍ଟାରେ ୭୨ଟି ପ୍ରଶ୍ନ ପଚାରିଥିବାବେଳେ ଉଭୟଙ୍କ ଅବସ୍ଥା ବେହାଲ ହୋଇପଡ଼ିଛି।

Read More
ତାଜା ଖବର

କର୍କଟ ରାଶିକୁ ବୃହସ୍ପତି ଚଳନ

ମଙ୍ଗଳବାର ରାତ୍ର ଘ. ୧୨ଟା ୨୬ମି ୫୩ ସେକେଣ୍ଡ ସମୟେ ବୃହସ୍ପତି ମିଥୁନ ରାଶି ତ୍ୟାଗ କରି ପୁନରର୍ବସୁ ନକ୍ଷତ୍ର କର୍କଟ ରାଶିକୁ ସ୍ୱଚାରଗତି ଯୁକ୍ତ ହୋଇ ଗମନ କରିବେ। ବୃହସ୍ପତି ଗୋଚରରେ ଶୁଦ୍ଧି ;- ମିଥୁନ , କନ୍ୟା, ବିଛା, ମକର ଓ ମୀନ ରାଶିଜାତ ବ୍ୟକ୍ତି ମାନଙ୍କର ବୃହସ୍ପତି ଶୁଭଫଳ ପ୍ରଦାନ କରିବେ। ଏତଦ୍‌ ଭିନ୍ନ ରାଶି ମାନଙ୍କର ଗୋଚରରେ ଅଶୁଭ ହେବେ।

Read More
ଜାତୀୟତାଜା ଖବର

ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା ଭୁବନେଶ୍ବରେ ଦୁଇ ଜଣିଆ ଏନଏଚଆରସି ଟିମ୍

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାର ସରଜମିନ୍ ତଦନ୍ତ କରିବ ଜାତୀୟ ମାନବ ଅଧିକାର ଆୟୋଗ ତଥା  ଏନ୍ଏଚ୍ଆରସି ଟିମ୍ । ଆୟୋଗଙ୍କ ୨ଜଣ ଅଧିକାରୀ ତଦନ୍ତ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର ଆଜିଠୁ ୫ ତାରିଖ ଯାଏ ପୁରା ଘଟଣାର ତଦନ୍ତ କରିବେ । ଏନ୍ଏଚ୍ଆରସି ଟିମ୍ ପ୍ରଥମେ ଅପରାଧସ୍ଥଳ ପରିଦର୍ଶନ କରିବ।

Read More