ଜାତୀୟ

ଆନ୍ତର୍ଜାତୀୟଜାତୀୟତାଜା ଖବରରାଜ୍ୟ

ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ୧୨ ବର୍ଷ ପୂର୍ତ୍ତି ୨୦୧୪ ମେ ୨୬ରେ ପ୍ରଥମ ଥର ନେଇଥିଲେ ଶପଥ | ଦେଶର ବିକାଶରେ ରହିଛି ଅନେକ ଅବଦାନ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସଫଳତମ କାର୍ଯ୍ୟକାଳର ୧୨ ବର୍ଷ ପୁରଣ ହୋଇଛି। ବିଜେପିର ବିପୁଳ ବିଜୟ ପରେ ୨୦୧୪ ମସିହା ମେ ମାସ ୨୬ରେ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ସେ ୨୦୧୯ରେ ମଧ୍ୟ ବିପୁଳ ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସେହିଭଳି ୨୦୨୪ରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ୟୁପିରେ ପୃଥକ ଦୁର୍ଘଟଣା, ୧୦ ମୃତ

ଉତ୍ତରପ୍ରଦେଶର ପୃଥକ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବାବେଳେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଔରସ ଅଞ୍ଚଳରେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଦ୍ରୁତଗାମୀ ସ୍ଲିପର ବସ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ବିହାରର ଜଣେ ପୋଲିସ ଅଧିକାରୀ ଏବଂ ଜଣେ କଏଦୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ବସ୍‌ଟି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା କରୁଥିଲା।

Read More
ଜାତୀୟରାଜ୍ୟ

ସିଦ୍ଧରମୈୟାଙ୍କ ସହ ହାଇକମାଣ୍ଡଙ୍କ ବୈଠକ

ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ କର୍ଣ୍ଣାଟକର ୪ଟି ଆସନ ଖାଲି ପଡ଼ୁଛି। ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ କଂଗ୍ରେସ ହାଇକମାଣ୍ଡଙ୍କ ମିଳିତରେ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ବୈଦେଶିକ ମନ୍ତ୍ରୀଙ୍କ କ୍ୱାଡ୍ ବୈଠକ ‘ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ୱଚ୍ଛ ସହଭାଗୀତା ଆବଶ୍ୟକ’

ନୂଆଦିଲ୍ଲୀରେ ଭାରତ ଦ୍ୱାରା ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ କ୍ୱାଡ୍ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଥିବାବେଳେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ, ଜାପାନ ବୈଦେଶିକ ମନ୍ତ୍ରୀ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଛନ୍ତି।

Read More
ଜାତୀୟତାଜା ଖବର

ପୁଣି ବଢ଼ିଲା ସିଏନଜି ଦର

ପେଟ୍ରୋଲ, ଡିଜେଲ ପରେ ବଢ଼ିଲା ସିଏନଜି ଦର । ଆଜି ସିଏନ୍‌ଜି ଦର ପ୍ରତି ଲିଟର ପିଛା ୨ ଟଙ୍କା ବଢ଼ିଛି । ଗତ ୧୧ ଦିନରେ ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି। ସିଏନଜି ଲିଟର ପିଛା ୮୧ ଟଙ୍କା ୦୯ ପଇସାରୁ ବୃଦ୍ଧି ପାଇ ୮୩ ଟଙ୍କା ୦୯ ପଇସା ହୋଇଛି । ମୁମ୍ବାଇରେ ସିଏନଜି ଦର ୮୧ ଟଙ୍କା ଥିବା ବେଳେ କୋଲକାତାରେ ୯୩ ଟଙ୍କା ୫୦ ପଇସା ହୋଇଛି। ଚେନ୍ନାଇରେ ଦର ୯୧ ଟଙ୍କା ୫୦ ପଇସା ହୋଇଛି ।

Read More
ଜାତୀୟତାଜା ଖବର

ଗ୍ୟାସ୍ ବିସ୍ଫୋରଣରେ ଉଡିଲା ୩ ମହଲା ଘର

ଚଣ୍ଡିଗଡ଼ର ବୁରୈଲ ଗାଁର ଏକ ଘରେ ୩ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣ ଏତେ ମାତ୍ରାରେ ଥିଲା ଯେ ୩ ମହଲା ଘର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଏଥିସହ ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଗୋଟିଏ ପରେ ଗୋଟିଏ ହୋଇ ଫାଟିଲା ୩ ଟି ସିଲିଣ୍ଡର ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ତରଳୁଛି ଗ୍ଲେସିୟର, ଅସ୍ଥିର ହେଉଛି ହିମାଳୟ ନଦୀ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ତରଳୁଛି ହିମାଳୟ ଗ୍ଲେସିୟର। ବିଶାଳକାୟ ବରଫ ତରଳିବା ଦ୍ୱାରା ହିମାଳୟ ନଦୀ ଉପରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା ରହିଛି। ଏହି ନଦୀଗୁଡ଼ିକ ଉପରେ କୋଟି କୋଟି ଲୋକ ନିର୍ଭରଶୀଳ ହୋଇଥିବାବେଳେ ଆଗକୁ ବଡ଼ ବିପଦ ଆସୁଥିବା ଆଶଙ୍କା ରହିଛି।  । ଏକ ସଦ୍ୟତମ ଅଧ୍ୟୟନ ଅନୁସାରେ, ଏହି ନଦୀଗୁଡ଼ିକ ବିପଜ୍ଜନକ ଭାବେ ଅସ୍ଥିର ହେଉଛି ।

Read More
ଜାତୀୟତାଜା ଖବର

୨୦୨୪ ଜନ୍ତର ମନ୍ତର ପ୍ରଦର୍ଶନ ମାମଲା : କଂଗ୍ରେସ ନେତ୍ରୀ ଅଳକା ଲାମ୍ବା ଦୋଷୀ ସାବ୍ୟସ୍ତ

କଂଗ୍ରେସ ନେତା ଅଳକା ଲାମ୍ବାଙ୍କୁ ୨୦୨୪ ମସିହାରେ ଜନ୍ତର ମନ୍ତରରେ ମହିଳା ସଂରକ୍ଷଣ ପାଇଁ ହୋଇଥିବା ପ୍ରତିବାଦ ସହିତ ଜଡିତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଶ୍ୱନୀ ପନୱାର ଅଳକା ଲାମ୍ବାଙ୍କୁ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେବା ଏବଂ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

୩ ଏଆଇଏଡିଏମକେ ବିଧାୟକଙ୍କ ଇସ୍ତଫା

ଏଆଇଏଡିଏମକେ କନ୍ଦଳ ଦେଖାଯାଇଛି। ବିଧାନସଭାରୁ ଇସ୍ତଫା ଦେଲେ ୩ ଜଣ ଏଆଇଏଡିଏମକେ ବିଧାୟକ। ଇସ୍ତଫା ପତ୍ର ଗ୍ରହଣ କଲେ ତାମିଲନାଡୁ ବିଧାନସଭା ବାଚସ୍ପତି। ତେବେ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଟିଭିକେରେ ସାମିଲ ହୋଇଥିବା ଜଣାପଡ଼ିଛି।

Read More
ଜାତୀୟତାଜା ଖବରରାଜ୍ୟ

୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ :  ଓଡ଼ିଶାର ୪ ଜଣ ସମ୍ମାନିତ , ୨ ପଦ୍ମ ବିଭୂଷଣ, ୬ ପଦ୍ମ ଭୂଷଣ , ୫୮ ପଦ୍ମଶ୍ରୀ

୬୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ପଦ୍ମ ବିଭୂଷଣ ସମ୍ମାନରେ ୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ମରଣୋତ୍ତର ଭାବରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ପ୍ରଦାନ କରିଥିବାବେଳେ, ତାଙ୍କ ପତ୍ନୀ ହେମା ମାଳିନୀ ପୁରସ୍କାର ଗ୍ରହଣ କରିଥିଲେ। ବେହେଲିନ୍ ବାଦକ ଏନ. ରାଜମଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। 

Read More