ଜାତୀୟ

ଜାତୀୟତାଜା ଖବର

ସୁପ୍ରିମକୋର୍ଟରେ ନିଟ୍୍ ପେପର ଲିକ ମାମଲା ଏନଟିଏକୁ ଭର୍ତ୍ସନା, କେନ୍ଦ୍ରକୁ ନୋଟିସ ତିନି ଦିନରେ ସତ୍ୟପାଠ ଦାଖଲ ପାଇଁ ତାଗିଦ

ନିଟ୍‌ -ୟୁଜି ପ୍ରଶ୍ନପତ୍ର ଲିକ୍‌ ଏବଂ ଅନିୟମିତତା ମାମଲାରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପରୀକ୍ଷା ପରିଚାଳନାରେ ହୋଇଥିବା ତ୍ରୁଟି ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳାଯାଇଥିବାରୁ ଏହାକୁ ଦୃଢ଼ ବିରୋଧ କରାଯାଇଛି। ଏହି ମାମଲାରେ କେନ୍ଦ୍ରକୁ ମଧ୍ୟ ଜବାବ ଦାଖଲ ପାଇଁ  ସୁପ୍ରିମକୋର୍ଟ ନୋଟିସ କରିଛନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ସିଭିୟର ହିଟହ୍ବେଭ: ୩ ଦିନ ବଡ଼ ବିପଦ ପାଣିପାଗ ବିଭାଗର ଆଗୁଆ ସତର୍କ

ରାଜ୍ୟରେ ଦିନକୁ ଦିନ ଅସହ୍ୟ ଗରମ ହେବା ସହ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମରୁ ଉପକୂଳ ସବୁଠୁ ପ୍ରଚଣ୍ଡ ଲୁ ପ୍ରଭାବିତ ହେଉଥିବାବେଳେ ୩ ଦିନ ବଡ଼ ବିପଦ ରହିଥିବା ସହ ସିଭିୟର ହିଟହ୍ବେଭ ନେଇ ଜାରି କରିଛି ପାଣିପାଗ ବିଭାଗ।

Read More
ଜାତୀୟତାଜା ଖବରରାଜ୍ୟ

୭୦୦ ଫୁଟ ଖାଇକୁ ଖସିଲା ସ୍କୋର୍ପିଓ, ୮ ମୃତ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆମ୍ବେନଳୀ ଘାଟିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୋର୍ପିଓ ୭୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଛି। ମହାବଳେଶ୍ୱର ଏବଂ ପୋଲାଡପୁର ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାରେ ସ୍କୋର୍ପିଓରେ ଯାତ୍ରା କରୁଥିବା ଆଠ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି।

Read More
ଜାତୀୟତାଜା ଖବର

ମୁମ୍ବାଇ ଧୁଲେରେ ବସ୍ ଧକ୍କାରେ ୬ ମୃତ

ମୁମ୍ବାଇ ଧୁଲେରେ ବସ୍ ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

Read More
ଜାତୀୟରାଜ୍ୟ

ସୁପ୍ରିମକୋର୍ଟରେ କକ୍ରୋଚ୍ କ୍ୟାମ୍ପନ ବିବାଦ CBI ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା

ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି କକ୍ରୋଚ୍ ଜନତା ପାର୍ଟି। ସୋସିଆ ମିଡିଆରେ ଛାଇ ଯାଇଥିବାବେଳେ ସରକାରଙ୍କୁ ସିଧା ନିଶାନା କରୁଥିବା ଦେଖିବାକୁ ମିଳିଛି।  ହେଲେ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି କକ୍ରୋଚ୍ କ୍ୟାମ୍ପନ ବିବାଦ।

Read More
ଜାତୀୟତାଜା ଖବରରାଜ୍ୟ

ଆସାମ ବିଧାନସଭାରେ ୟୁସିସି ବିଲ୍ ଆଗତ

ହିମନ୍ତ ବିଶ୍ୱଶର୍ମା ସରକାର ସୋମବାର ଆସାମ ବିଧାନସଭାରେ ବହୁ ପ୍ରତିକ୍ଷିତ ୟୁସିସି ବିଲ୍ ଆଗତ କରିଛନ୍ତି। କ୍ୟାବିନେଟର ଅନୁମୋଦନ ପରେ ସରକାର ଏହାକୁ ଗୃହରେ ଉପସ୍ଥାପିତ କରିଛନ୍ତି।

Read More
ଜାତୀୟତାଜା ଖବର

ମହଙ୍ଗା ମାଡ: ପୁଣି ବଢିଲା ପେଟ୍ରୋଲ, ଡିଜେଲ

ପୁଣି ବଢ଼ିଲା ପୋଟ୍ରୋଲ ଓ ଡିଜେଲ ଦର। ବଡ ଝଟକା ସହ ମହଙ୍ଗା ମାଡ ନେଇ ଗ୍ରାହକଙ୍କ ଚିନ୍ତା ବଢିଲା । ତୈଳ କମ୍ପାନୀଗୁଡ଼ିକ ମଧ୍ୟରାତ୍ରିରେ ପେଟ୍ରୋଲ ପମ୍ପଗୁଡ଼ିକୁ ଇମେଲ୍ କରି ଜଣାଇଲେ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି କରାଯାଇଛି, ଏବଂ ନୂତନ ଦର ମେ ୨୫ ସକାଳ ୬ ଟାରୁ ଲାଗୁ ହୋଇଛି।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ମୋଦୀଙ୍କୁ ପ୍ରଶଂସାରେ ପୋତିଲେ ଟ୍ରମ୍ପ “ମୁଁ ତାଙ୍କର ବଡ଼ ପ୍ରଶଂସକ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁରୀ ଭୁରୀ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ। ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ।

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ମାର୍କୋ- ଜୟଶଙ୍କରଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଦ୍ବିପାକ୍ଷୀକ ସମ୍ପର୍କ ଉପରେ ଗୁରୁତ୍ବ

୪ ଦିନିଆ ଭାରତ ଗସ୍ତରେ ଥିବା ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ମଧ୍ୟରେ ବିଶେଷ ଆଲୋଚନା ହୋଇଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେେଳ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି।

Read More
ଜାତୀୟ

ପଶ୍ଚିମବଙ୍ଗରେ ପୋଲିସ ଉପରେ ଆକ୍ରମଣ : ୧୦ ଅଟକ

ଗ୍ରାମବାସୀ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ମୁକ୍ତ ମଧ୍ୟ କରିଥିଲେ, ଯାହା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଆକ୍ରମଣ ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି।

Read More