Vernika Odia

ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 20-06-2026

ଶ୍ରୀମନ୍ଦିରରେ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ବାର ଫିଟା ନୀତି ହେଉଛି ପ୍ରଥମ ଏବଂ ପ୍ରମୁଖ ସେବା । ଏହା ସାଧାରଣତଃ ଭୋର ୫:୦୦ ରୁ ୬:୦୦ ଟା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

Read More
ଦୈନିକ ରାଶିଫଳ

ଦୈନିକ ରାଶିଫଳ (୨୦ ଜୁନ ୨୦୨୬)

ମେଷ: କାର୍ଯ୍ୟସ୍ଥଳରେ ନୂଆ ଦାୟିତ୍ୱ ଆସିପାରେ, ଭୟ କରିବେ ନାହିଁ। ଚାକିରି ଖୋଜୁଥିଲେ ପୁରୁଣା ସମ୍ପର୍କକୁ ସକ୍ରିୟ କରନ୍ତୁ।ବ୍ୟବସାୟରେ ଲାଭ-କ୍ଷତି ଗଣନା କରନ୍ତୁ। ଆଜି ନିଷ୍ପତ୍ତିରେ ଧୈର୍ଯ୍ୟ ରଖିଲେ ଫଳ ମିଳିବ। ସନ୍ଧ୍ୟାବେଳେ ପରିବାର ସହ ସମୟ କାଟନ୍ତୁ।

Read More
ଆନ୍ତର୍ଜାତୀୟତାଜା ଖବର

ବିପଦରେ ଯୁଦ୍ଧ ସମାପ୍ତ ଚୁକ୍ତି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଥରିଲା ଲେବାନନ୍: ୧୬ ମୃତ

ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି। ଗୁରୁବାର ଓ ଶୁକ୍ରବାର ରାତିରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଲେବାନନ୍‌ରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ଲେବାନନ୍‌ ଜାତୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି। ହିଜବୁଲ୍ଲା ଅଞ୍ଚଳରେ ତୀବ୍ର ସଂଘର୍ଷ ରିପୋର୍ଟ ପରେ ଏହାର ସେନା ରାତିସାରା ଦକ୍ଷିଣ ଲେବାନନରେ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା ।

Read More
ଜାତୀୟତାଜା ଖବର

ଶୀତଳ ଷଷ୍ଠୀ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ର ଯାଞ୍ଚ

ବିଶ୍ୱପ୍ରସିଦ୍ଧ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସହର ଏବେ ଉତ୍ସବମୁଖର l ଏହି ମହାପର୍ବକୁ ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷିତ ଭାବେ ସମାପନ କରିବା ପାଇଁ ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l

Read More
ଜାତୀୟତାଜା ଖବର

ଚୋରା ଲୁହା ବୋଝେଇ ଟ୍ରକ ଜବତ

ରଘୁନାଥପାଲି ପୋଲିସ ପକ୍ଷରୁ ପାଟ୍ରାଲିଂ କଡ଼ାକଡ଼ି କରାଯାଇଥିବାବେଳେ ଲଗାତାର ଚୋରା ବାଲି, ଲୁହା, ଲୁହା ପଥର ଧରିବାରେ ସକ୍ଷମ ହୋଇଛି। ପୋଲିସ ସୂଚନା ଅନୁସାରେ ବାଲୁ ଘାଟ ନିକଟରେ ଥିବା ତେଙ୍ଗା

Read More
ଜାତୀୟତାଜା ଖବର

ବଢ଼ୁଛି ଅନୁପ୍ରବେଶକାରୀଙ୍କ ଦୈରାତ୍ମ୍ୟ ଜିଲ୍ଲାରେ ୧୪୦୮ ଜଣ ବାଂଲାଦେଶୀ ଚିହ୍ନଟ

ମାଲକାନଗିରିରେ ଯୁଗ ଯୁଗ ଧରି ବଢ଼ି ଚାଲିଛି ଅନୁପ୍ରବେଶକାରୀଙ୍କ ଦୈରାତ୍ମ୍ୟ । ଆଦିବାସୀଙ୍କ ଜମି ହଡ଼ପ କରି ସ୍ଥାୟୀ ବାସସ୍ଥାନ ନିର୍ମାଣ କରି ରହୁଛନ୍ତି। ସେମାନଙ୍କ ନିକଟରେ ଭାରତୀୟ ବୋଲି କୌଣସି ପ୍ରମାଣ ନାହିଁ। ସ

Read More
ଜାତୀୟତାଜା ଖବର

ହଟିବେ ଅଯୋଗ୍ୟ, ଖୁବ୍ଶୀଘ୍ର ଜାରି ହେବ ଆଉ ୩ କୋଟି ରାସନ କାର୍ଡ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଆଉ ୩ କୋଟି ରାସନ୍ କାର୍ଡ ଜାରି ହୋଇପାରେ। କେତେକ ରାଜ୍ୟ ସରକାର ପିଡିଏସ୍ ତାଲିକାରୁ ୨.୨୧ କୋଟି ଅଯୋଗ୍ୟ କାର୍ଡଧାରୀଙ୍କୁ ହଟାଇ ଦେବା ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆଉ ୩ କୋଟି ରାସନ୍ କାର୍ଡ ଜାରି କରିବା ପାଇଁ ଯୋଜନା

Read More
ଜାତୀୟତାଜା ଖବର

ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ମୋଦୀଙ୍କୁ ସିଜେପିର ଖୋଲା ଚିଠି ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଦେବାକୁ ଦାବି

ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ସିଜେପି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଭିତରେ ୧୧ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିବା ଘଟଣା ସାରା ଦେଶକୁ ଚକିତ କରିଦେଇଛି।

Read More
ଜାତୀୟତାଜା ଖବର

ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି  ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଆଜି ସକାଳୁ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ଓ ଫାର୍ମ ହାଉସ୍‌ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଏହି ଚଢ଼ଉ କରିଛି।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 19-06-2026

ଶ୍ରୀମନ୍ଦିରରେ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ବାର ଫିଟା ନୀତି ହେଉଛି ପ୍ରଥମ ଏବଂ ପ୍ରମୁଖ ସେବା । ଏହା ସାଧାରଣତଃ ଭୋର ୫:୦୦ ରୁ ୬:୦୦ ଟା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

Read More