Vernika Odia

ଜାତୀୟତାଜା ଖବର

ରାଜ୍ୟରେ ହିଟଓ୍ବେଭ ଜାରି ଖୋର୍ଦ୍ଧାରେ 25 ଯାଏଁ ସକାଳୁଆ ସ୍କୁଲ, ପୁରୀରେ 22 ଯାଏଁ ଛୁଟି

ମୌସୁମୀର ଲୁଚକାଳି ଖେଳ ଭିତରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି। ବର୍ତ୍ତମାନ ମୌସୁମୀ ଦୁର୍ବଳ ସ୍ଥିତିରେ ଥିବାବେଳେ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ହିଟଓ୍ବେଭକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି।  ଅନ୍ୟପକ୍ଷରେ ପୁରୀରେ ସ୍କୁଲ ଛୁଟି ଅବଧି ବଢିଛି।

Read More
ଆନ୍ତର୍ଜାତୀୟତାଜା ଖବର

ୟୁକ୍ରେନ ଆକ୍ରମଣରେ ଥରିଲା ରୁଷ

ମସ୍କୋ() ୟୁକ୍ରେନ ହମଲାରେ ଥରିଲା ରୁଷ ରାଜଧାନୀ ମସ୍କୋ। ୟୁକ୍ରେନ ମସ୍କୋର ଏକ ତୈଳ ରିଫାଇନରୀ ଉପରେ ଡ୍ରୋନ୍ ହମଲା କରିଛି। ୟୁକ୍ରେନର ଏହି ଆକ୍ରମଣ ରୁଷର ରାଜଧାନୀ ମସ୍କୋକୁ ଦୋହଲାଇ ଦେଇଛି।

Read More
ଜାତୀୟତାଜା ଖବର

ଏନଡିଏର ପଲ୍ଲା ଭାରି! ସଂସଦରେ ପୁଣି ଆସିପାରେ ମହିଳା ବିଲ୍ !

ନୂଆଦିଲ୍ଲୀ() ଗୃହରେ ପଲ୍ଲା ଭାରି କରିବା ପାଇଁ ଧୀରେ ଧୀରେ ବଳ ଗୋଟାଉଛି ଏନଡିଏ। ଆଗାମୀ ମୌସୁମୀ ଅଧିବେଶନରେ ପୁଣି ଥରେ ଲୋକସଭା ଓ ରାଜ୍ୟସଭାକୁ ଆସିପାରେ ମହିଳା ବିଲ୍ । ମହିଳା ସଂରକ୍ଷଣ ସହିତ ସଂଲଗ୍ନ ସମ୍ୱିଧାନ ସଂଶୋଧନ ବିଲ୍ ଆଗତ କରିପାରେ କେନ୍ଦ୍ର । ପୁଣି ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରାଇବାକୁ ଅଣ୍ଟା ଭିଡ଼ିପାରନ୍ତି ମୋଦୀ ସରକାର ।

Read More
ଜାତୀୟତାଜା ଖବର

ଡାକ୍ତରଙ୍କ ବିରୋଧରେ ସରକାରଙ୍କ କଡ଼ା ଆଭିମୂଖ୍ୟ ଦୀର୍ଘ ଦିନ ଅନୁପସ୍ଥିତ ରହିଲେ ହେବ କାର୍ଯ୍ୟାନୁଷ୍ଠାନ

ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିନା ସୂଚନାରେ ଲଗାତାର ଅନୁପସ୍ଥିତ ରହିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More
ଆନ୍ତର୍ଜାତୀୟତାଜା ଖବର

ପାକିସ୍ତାନରେ ସଙ୍କଟରେ ସଂଖ୍ୟାଲଘୁ ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍ ଦମ୍ପତିଙ୍କୁ ନିର୍ମମ ହତ୍ୟା

ପାକିସ୍ତାନରେ ପୁଣି ଥରେ ଦେଖିବାକୁ ମିଳିଛି ବର୍ବରକାଣ୍ଡ। ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍‌ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ମର୍ଦାନ ଜିଲ୍ଲାର ବାବୁ ମୋହଲ୍ଲାରେ ଥିବା ଏକ ଗୁରୁଦ୍ୱାର ପରିସରରେ ଜଣେ ବୃଦ୍ଧ ଶିଖ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯାହାକୁ ନେଇ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Read More
ଜାତୀୟତାଜା ଖବର

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମୁକେଶ ମହାଲିଙ୍ଗ

ବାରିପଦା() ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମୟୂରଭଞ୍ଜ ଯିବାବେଳେ ଦୁର୍ଘଟଣା ହୋଇଥିବାବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆସନ୍ତାକାଲି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ମୟୂରଭଞ୍ଜ ଗସ୍ତ କରୁଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦୁଝର ତେଲକୋଇ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ପାଇଲଟ୍ ଗାଡ଼ିକୁ ପଛରୁ ପିଟିଲା ମନ୍ତ୍ରୀଙ୍କ କାର୍ ।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ: ୧୮.୦୬.୨୦୨୬ 🌺🛕✨

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି ଭିତରଛ ମହାପାତ୍ର ଙ୍କ ଦ୍ୱାରା ୦୫.୪୪ AM ରେ ସମାପ୍ତ ହେଲା

🙏ଜୟ ଜଗନ୍ନାଥ 🙏

Lions Gate opening rituals completed by 𝑆ℎ𝑟𝑒𝑒 𝑉𝑖𝑡𝑎𝑟𝑐ℎℎ𝑎 𝑀𝑜ℎ𝑎𝑝𝑎𝑡𝑟𝑎 at 05.44 AM

🙏 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 🙏

Read More
ଜାତୀୟତାଜା ଖବର

ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କଲେ ଦୁର୍ବୃତ୍ତ

ଜଙ୍ଗଲରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କରୁଛନ୍ତି ମାଫିଆ। ଗଜପତି କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ବନ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଥିବାବେଳେ ସନ୍ଦେହ ଘେରରେ ବନ ବିଭାଗ। ଗଜପତି ଜିଲ୍ଲାର ପ୍ରସିଦ୍ଧ କିଚିଲିଙ୍ଗ ସଂରକ୍ଷିତ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକର ଏକର ବ୍ୟାପୀ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ଶହ ଶହ ମୂଲ୍ୟବାନ ବୃକ୍ଷ ଏବଂ ଜୀବଜନ୍ତୁ ଜଳିପୋଡ଼ି ପାଉଁଶ ହୋଇଯାଇଛନ୍ତି।

Read More
ଜାତୀୟତାଜା ଖବର

ବାଟବଣା ହୋଇଗଲା ମୌସୁମୀ ସାଟେଲାଇଟ ଚିତ୍ରରେ ଦେଖାଯାଉ ନାହିଁ ବାଦଲ ଦେଶରେ ୬୪% ବର୍ଷା ଅଭାବ

ନୂଆଦିଲ୍ଲୀ() ଜୁନ୍ ମାସ ଅଧା ବିତିଗଲାଣି, କିନ୍ତୁ ଭାରତର ଜୀବନରେଖା କୁହାଯାଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏକ ଚିନ୍ତାଜନକ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି । ସାଟେଲାଇଟ୍ ଚିତ୍ର ଏବଂ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ତଥ୍ୟ ଅନୁସାରେ, ଦେଶର ଏକ ବଡ଼ ଭାଗରେ ମୌସୁମୀ ହଠାତ୍ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ମହାକାଶରୁ ନିଆଯାଇଥିବା

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା

‘ଇଣ୍ଡୋ-ପାସିଫିକ୍ କମାଣ୍ଡ’ ନାମରୁ ‘ଇଣ୍ଡୋ’ ହଟାଇ ଦେଇଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ପୂର୍ବରୁ,ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଏଭଳି ନିଷ୍ପତ୍ତିର ଗଭୀର ଭୂରାଜନୈତିକ ପ୍ରଭାବ ରହିଛି। ମେ’ ୨୦୨୬ ରେ ଶାଙ୍ଗ୍ରି-ଲା ଡାଏଲଗରେ ଆମେରିକାର ଯୁଦ୍ଧ ସଚିବ ପିଟ୍ ହେଗସେଥଙ୍କ ଭାଷଣ ଆମେରିକାର ନୂତନ ବୈଦେଶିକ ଏବଂ ପ୍ରତିରକ୍ଷା ନୀତିର ମୂଳଦୁଆ ପକାଇଥିଲା।

Read More