ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ
ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି।
Read Moreଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି।
Read Moreଦିନ ଦିନକୁ ଅଶାନ୍ତ ହୋଇପଡ଼ୁଛି ମଣିପୁର। ବର୍ଷ ବର୍ଷ ଧରି ଏଠାରେ ହିଂସା ଜନକ ସ୍ଥିତି ଥିବାବେଳେ କାହାର ତିଳେ ମାତ୍ର ଖାତିର ନାହିଁ। ନେତା, ରାଜନେତାଙ୍କ ବଡ଼ ବଡ଼ ଭାଷଣ ଯେମିତି ଏଠାରେ ପାଣିଫୋଟକା ପାଲଟିଛି।
Read Moreଆନ୍ନମଲାଇଙ୍କ ନୂଆ ବିଳ୍ପବ ଆରମ୍ଭ। ପୂର୍ବତନ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଏକ ନୂତନ ରାଜନୈତିକ ‘ବିଳ୍ପବ’ ଗଠନ କରିବେ, ଯାହା ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କେ ଆନ୍ନମଲାଇ ବିଜେପି ଛାଡ଼ିବା
Read Moreନରୱେ ଚେସ୍ ନବମ ରାଉଣ୍ଡରେ ଦୁଇ ଭାରତୀୟ ସାଥୀ ଆର୍ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ ମୁହାଁମୁହିଁ ହୋଇଥିଲେ । ବିଶ୍ୱ ବିଜେତା ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ । ଏହି ବିଜୟ ସହ ପ୍ରଜ୍ଞାନନ୍ଦ (୧୫ ପଏଣ୍ଟ) ଟେବୁଲର ଦ୍ୱିତୀୟ ସ୍ଥାନରେ ରହିବା ସହ ବିଜେତା ହେବା ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି ।
Read Moreଜାପାନର କାକାମିଗାହାରାରେ ଚାଲିଥିବା ୧୮ ବର୍ଷରୁ କମ୍ ଏସିଆ କପ୍ ମହିଳା ହକି ପ୍ରତିଯୋଗିତାରେ ଏବେ କାଂସ୍ୟ ପାଇଁ ଖେଳିବ ଭାରତ। ସେମିଫାଇନାଲ୍ରେ ଭାରତ କଡ଼ା ସଂଘର୍ଷ କରି ୧-୩ (୨-୨) ସୁଟ୍ଆଉଟ୍ରେ ଚୀନ୍ଠୁ ହାରି ଯାଇଛି । ଅନ୍ୟ ଏକ ସେମିଫାଇନାଲ୍ରେ କୋରିଆ ୦-୧ ଗୋଲ୍ରେ ଜାପାନଠୁ ପରାସ୍ତ ହୋଇଛି।
Read Moreଶିମିଳିପାଳ ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ପରିଚୟ କଳା ମହାବଳ ବାଘର ଫଟୋ ପୁଣି ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି । ଟ୍ରାପ୍ କ୍ୟାମେରାରେ ଚାରି ଚାରିଟି କଳାବାଘ ଦେଖିବାକୁ ମିଳିଛି। ଶିମିଳିପାଳରେ ଯେତିକି ବାଘ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି କଳାବାଘ ।
Read Moreବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଆଗକୁ ଥିବା ରଥ ଯାତ୍ରା ଓ ସ୍ନାନ ଯାତ୍ରା ଥିବାବେଳେ ଏ ନେଇ ନୀତି ନିର୍ଘଣ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି।
Read Moreଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୂର୍ବାପେକ୍ଷା ଭଲ ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ପୂର୍ବରୁ ଆମେରିକୀୟ ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲାଗୁ କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି।
Read Moreସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଯେ ନିମ୍ନ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଚାକିରି ଲାଗି ଆବେଦନ କରିବା ସମୟରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଲୁଚାଇବା ପ୍ରକୃତ ଯୋଗ୍ୟ ଆବେଦନକାରୀଙ୍କ ଅଧିକାରକୁ କ୍ଷୁଣ୍ଣ କରେ।
Read Moreଆମେରିକା ରାଜନୀତିରେ ବଡ଼ ଧରଣର ହଡ଼କମ୍ପ ଦେଖିବାକୁ ମିଳିଛି। ସ୍ପିକରଙ୍କ ବିରୋଧ ସତ୍ତ୍ୱେ ଆମେରିକା ସଂସଦରେ ରାଷ୍ଟ୍ରପତିଙ୍କ ବିରୋଧୀ ପ୍ରସ୍ତାବ ପାସ ହୋଇଥିବା ଜଣାପଡ଼ିଛି। ଡେମୋକ୍ରାଟ୍ସଙ୍କ ସହ ୪ ରିପବ୍ଲିକାନ୍ ସାଂସଦ ହାତ ମିଳାଇଥିବା ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଯୁଦ୍ଧ ମାମଲାରେ ସବୁଠାରୁ ବଡ଼ ରାଜନୈତିକ ଧକ୍କା ଲାଗିଛି ।
Read More