Vernika Odia

ଜାତୀୟତାଜା ଖବର

ପାହାଡ଼ ଧସି ରାସ୍ତା ଅବରୋଧ ମାନ୍ୟମକୋଣ୍ଡା- ସୀତାପାଲୀ ଯୋଗାଯୋଗ ବିଚ୍ଛିନ୍ନ

ପାହାଡ଼ ଧସି ସୀତାପାଲୀ ଘାଟି ରାସ୍ତା ଅବରୋଧ ହୋଇଛି। ଗତ ୩ଦିନ ହେଲା କାଲିମେଳା ଅଞ୍ଚଳରେ ବର୍ଷା ଲାଗି ରହିଥିବାବେଳେ କାଲିମେଳା ସଦର ମହକୁମା ଠାରୁ ୩୦ କିମି ଦୂରରେ ଥିବା ସୀତାପାଲୀ ଘାଟିରେ ପାହାଡ଼ ଧସି ରାସ୍ତା ଅବରୋଧ ହୋଇଥିବା ଦେଖାଯାଇଛି।

Read More
ଜାତୀୟତାଜା ଖବର

ଲମତାପୁଟରେ ଲଗାତାର ବର୍ଷା, ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବନ୍ଦ

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଝଡ଼ବର୍ଷା ତାଣ୍ଡବ ରଚିଥିବାବେଳେ ପ୍ରବଳ ବେଗରେ ପବନ ବୋହିଥିଲା।

Read More
ଜାତୀୟତାଜା ଖବର

ଅପପୁଷ୍ଟି ଓ ରକ୍ତ ହୀନତାର ନୂଆ ଠିକଣା ତେନ୍ତୁଳିଡିହି ଦାରିଦ୍ୟର କଷାଘାତରେ ସଢ଼ୁଛନ୍ତି ଗାଁ ଲୋକେ

ଅପପୁଷ୍ଟି ଓ ରକ୍ତ ହୀନତାର ନୂଆ ଠିକଣା ତେନ୍ତୁଳିଡିହି ଗାଁ। ଅପପୁଷ୍ଟି, ରକ୍ତହୀନତା ଓ ଅର୍ଦ୍ଧାହାରରେ ପୀଡ଼ିତ ଗାଁର ଶତାଧିକ ଲୋକେ। ଗାଁରେ ପାଦ ଦେବା ମାତ୍ରେ ଛାତି ଥରି ଉଠେ।

Read More
ଜାତୀୟତାଜା ଖବର

ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟ୍

ରାୟଗଡ଼ା କଲ୍ୟାଣସିଂହପୁର ଥାନା ସୁନାଖଣ୍ଡି ପଞ୍ଚାୟତ ଆଲଜିନଗୁଡ଼ା ଛକ ଶିବ ମନ୍ଦିର ସାହିରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଦେଖିବାକୁ ମିଳିଛି। ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ସୁନା

Read More
ଜାତୀୟତାଜା ଖବର

ବାଇକ-ଟ୍ରକ ଧକ୍କା: ଜଣେ ମୃତ

ଜିଲ୍ଲା ସଦର ମହକୁମା ଜିଲ୍ଲା କୋର୍ଟ ସମ୍ମୁଖରେ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା େବଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

Read More
ଜାତୀୟତାଜା ଖବର

ବିମାନବନ୍ଦରରୁ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

ବିମାନ ବନ୍ଦରରୁ ୪ କୋଟିର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ବ୍ୟାଙ୍କକରୁ ଅହମ୍ମଦାବାଦ ଆସୁଥିବାବେଳେ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ଜଣଙ୍କୁ ଧରିଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୨.୦୭.୨୦୨୬

*ଆଜି ଅଣସର ନୀତିର ତୃତୀୟ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଜାତୀୟତାଜା ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଭୀମସାରର ୨ ଅଧିକାରୀ ଭିଜିଲାନ୍ସ ଦ୍ବାରା ଗିରଫ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ -ଭୀମସାରର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

Read More
ଜାତୀୟତାଜା ଖବର

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦୁର୍ଘଟଣା ବସ୍-କାର୍ ଧକ୍କା: ୫ ମୃତ, ୮ ଆହତ

ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ହରିୟାଣାରୁ ବିହାର ଯାଉଥିବା

Read More
ଜାତୀୟତାଜା ଖବର

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

.ବଣାଇଁ ଉପଖଣ୍ଡ କେନାଭେଟା ପଂଚାୟତ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ୩୮ଜଣ ଯାତ୍ରୀ ନେଇ ନେପାଳରୁ ପର୍ଜଂ  ଫେରୁଥିବା ସମୟରେ କେନାଭେଟା ଗ୍ରାମରେ ଯାତ୍ରୀବାହୀ ବସକୁ ଏକ ହାଇୱା ଗାଡ଼ି ଧକ୍କା ଦେଇଥିଲା।

Read More