ନକଲି ପୋଲିସର ଡିଜିଟାଲ ଠକେଇ, ମୁମ୍ବାଇରୁ ୨ ଅଭିଯୁକ୍ତ ଗିରଫ
ନକଲି ପୋଲିସର ଡିଜିଟାଲ ଠକେଇ। ରାଉରକେଲା ପୋଲିସ ଚଢ଼ଉ କରି ମୁମ୍ବାଇରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କ ପରିଚୟ ଦେଇ, ରାଉରକେଲାର ଜଣେ ବ୍ୟକ୍ତିଙ୍କଠାରୁ ୧୪.୩୬ ଲକ୍ଷ ଟଙ୍କା ଠକେଇ ହୋଇଥିଲା।
Read More