Vernika Odia

ଜାତୀୟତାଜା ଖବର

ଲଘୁଚାପ ପ୍ରଭାବ: ସପ୍ତାହେ ଧରି ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ସପ୍ତାହେ ଧରି ବର୍ଷା ସମ୍ଭାବନା ରହିଛି। ଟ୍ବିନ୍ ସିଟି ଭୁବନେଶ୍ୱର-କଟକରେ ଝିପିଝିପି ବର୍ଷା ଲାଗି ରହିଛି । ଆକାଶ ମେଘାଚ୍ଛନ୍ନ ଥିବାରୁ ଶୀତଳ ପରିବେଶ ସୃଷ୍ଟି ହୋଇଛି । ଆ

Read More
ଜାତୀୟତାଜା ଖବର

ତଳ ମିଟିଙ୍ଗ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଯାଇ ଅଘଟଣ ୩୦୦ ଫୁଟ ତଳକୁ ଖସିଲା କାର, ୧ ମୃତ ଓ ଚାରି ଆହତ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ଲଛମଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କାକିରିଗୁମା ଗ୍ରାମର ଆଦିତ୍ୟ ବିଶୋଇ(୧୨) ।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୦୧.୦୭.୨୦୨୬

*ଆଜି ଅଣସର ନୀତିର ଦ୍ବିତୀୟ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଧର୍ମ

ତୁଳସୀ ଜଟାରେ ଲକ୍ଷ୍ମୀଙ୍କ ବାସ

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ତୁଳସୀ ଗଛର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ଭାରତର ପ୍ରତିଟି ହିନ୍ଦୁ ପରିବାରର ଅଗଣାରେ କିମ୍ବା ବାରଣ୍ଡାରେ ତୁଳସୀ ଚଉରାଟିଏ ଦେଖିବାକୁ ମିଳେ । ଦେହରେ ଥଣ୍ଡା ଜମିଗଲେ ବାଡ଼ିର ବଇଦ ସାଜୁଥିବା ଏହି ଔଷଧୀୟ ଉଦ୍ଭିଦକୁ ମା’ ମହାଲକ୍ଷ୍ମୀଙ୍କ ସ୍ବରୂପ ଭାବେ ସମସ୍ତେ ମାନିଥାନ୍ତି।

Read More
ଜାତୀୟତାଜା ଖବର

ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ କବାଟ ଭାଙ୍ଗି ଘୋଷାଡି ନେବାବେଳେ ଉଦ୍ଧାର

ମାଆ ପାଇଁ ଝିଅକୁ ଅପହରଣ ଉଦ୍ୟମ। ମାଆକୁ ଖୋଜିବାକୁ ଆସିଥିଲେ, ହେଲେ ସେ ଲୁଚି ଯିବାରୁ ନାବାଳିକା ଝିଅକୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ କିଛି ଯୁବକ। ସ୍ଥାନୀୟ ଲୋକଙ୍କ ଦ୍ବାରା ନାବାଳିକା

Read More
ଜାତୀୟତାଜା ଖବର

ପୁଅର ଋଣ ପାଇଁ ବୃଦ୍ଧ ବାପାମାଆ ହୀନସ୍ତା ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ନେଇଗଲେ ରାସନ କାର୍ଡ

ପୁଅ ନେଇଥିଲେ ଋଣ। ହେଲେ ଠିକ ସମୟରେ ସୁଝିପାରିଲେନି। କିସ୍ତି ଦେବାରେ ବିଳମ୍ବ ହେବାରୁ ଦେଖିବା ମିଳିଛି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି। ଫାଇନାନ୍ସ କମ୍ପାନୀ କର୍ମଚାରୀ ଘରକୁ ଆସି ରାସନ କାର୍ଡ ସହ ଚାଉଳ ନେଇଯାଇଥିବା

Read More
ଜାତୀୟତାଜା ଖବର

କୋଳରେ ଶିଶୁ, କାନ୍ଧରେ ପୋଲିଓ ବାକ୍ସ ସରକାରୀ ଦାୟିତ୍ବ ସହ ମାତୃତ୍ବ କତ୍ତର୍ବ୍ୟରେ ଆଶାଦିଦି

କାଖରେ ୯ ମାସର କୁନି ଛୁଆ, କାନ୍ଧରେ ପୋଲିଓ ଟିକା ବାକ୍ସ। ଆଉ ସାମନାରେ ଅଙ୍କବଙ୍କା ପାଦଚଲା ଜଙ୍ଗଲୀ ରାସ୍ତା। ଏ ସବୁ ଅସୁବିଧାକୁ ଏଡ଼ାଇ ଦେଇ କର୍ତ୍ତବ୍ୟ ତୁଲାଇବାକୁ ଘରୁ ବାହାରିଛନ୍ତି ଜଣେ ମାଆ।

Read More
ଧର୍ମ

ଜୟ ଜଗନ୍ନାଥ 🙏 ତାରିଖ ୩୦.୦୬.୨୦୨୬

*ଆଜି ଅଣସର ନୀତିର ପ୍ରଥମ ଦିନରେ ପୂଜାପଣ୍ଡା ସେବାୟତ ଙ୍କ ଦ୍ଵାରା ପଟି ଦିଅଁ ଶ୍ରୀ ଅନନ୍ତ ନାରାୟଣ ଭାଗବାନଙ୍କ ଦିବ୍ୟ ଦୁର୍ଲଭ ମଙ୍ଗଳ ଆରତୀ ନୀତି ସମ୍ପନ୍ନ ହେଲା ll🙏❤️

Read More
ଜାତୀୟତାଜା ଖବର

ସୁନ୍ଦରଗଡ଼ରେ କାର୍ ଦୁର୍ଘଟଣା: ୧ମୃତ, ୨ ଗୁରୁତର

ଆଜି ଭୋର୍ ସମୟରେ  ଭଷ୍ମା ଥାନା ସିଙ୍ଗେରମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଏକ କାର୍ (ଜେଏଚ୍ ୦୪ ଏଫ- ୮୬୩୯) ରାସ୍ତା କଡ଼ ପଡ଼ିଆକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି।

Read More
ଜାତୀୟତାଜା ଖବର

ସ୍କୁଲ ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଜଗମଣ୍ଡା ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ହୋଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍ ସହ ମୋଟର ସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

Read More