୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି
ଦୀର୍ଘ ଛଅ ମାସ ପରେ ଆଜି ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ଭକ୍ତମାନଙ୍କ ଅର୍ପିତ ଦାନର ହିସାବ ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।
Read Moreଦୀର୍ଘ ଛଅ ମାସ ପରେ ଆଜି ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ଭକ୍ତମାନଙ୍କ ଅର୍ପିତ ଦାନର ହିସାବ ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।
Read Moreବାରହାକୁ ମାରିବା ପାଇଁ ଆମ୍ବ ଭିତରେ ଖଞ୍ଜା ଯାଇଥିଲା ବିସ୍ଫୋରକ କିନ୍ତୁ ବାରହା ବଦଳରେ ସେହି ବିସ୍ଫୋରକ ଭର୍ତ୍ତି ଆମ୍ବକୁ ଖାଇଦେଲା ଗାଈ । ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଲା ନିରୀହ ପଶୁ ।
Read Moreଆୟର୍ଲାଣ୍ଡରେ ଭାରତର ଲଜ୍ଜାଜନକ ଶୃଙ୍ଖଳା ପରାଜୟ ପରେ ସୋସିଆଲ୍ ମିଡିଆରେ ଭାରତୀୟ ଦଳକୁ କଡ଼ା ସମାଲୋଚନା କରାଯାଉଛି। ସବୁଠାରୁ ଅଧିକ ସମାଲୋଚନା କରାଯାଉଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ। ଏପରିକି କେତେକ ପୂର୍ବତନ କ୍ରିକେଟ୍ର ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି।
Read Moreସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାକୁ ସମୃଦ୍ଧ କରିବା ସହ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ କଲେ ପ୍ରାର୍ଥନା। ଠାକୁରଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବାକୁ ପ୍ରାର୍ଥନା କରିଛି।
Read Moreଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଦେଖାଦେଇଛି ଅପାର ଉତ୍ସାହ ଓ ଭକ୍ତିଭାବ । ବର୍ଷକୁ ଥରେ ଆଜିର ଦିନରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କୁ ସ୍ନାନବେଦୀରେ ବିରାଜମାନ କରାଯାଇ ୧୦୮ କଳସ ସୁବାସୀତ ଜଳରେ ସ୍ନାନ କରାଯାଇଥାଏ ।
Read Moreଉତ୍ତରପ୍ରଦେଶ ନୋଇଡାର ହାଇ-ରାଇଜ୍ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନୋଇଡାର ଆରଣ୍ୟ ସୋସାଇଟି ସେକ୍ଟର-୧୧୯ର ଏକ ଆବାସିକ ଟାୱାରର ୨୧ ମହଲାରେ ସୋମବାର ଭୟଙ୍କର ନିଆଁ ଲାଗିଛି।
Read Moreଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେତୁ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇନଥିଲା। ତେଣୁ ଆଜି ଦ୍ୱାରଫିଟା ନୀତି ହୋଇନଥିଲା। ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ସକାଳ ୦୭:୩୦ ରେ ସମାପ୍ତ ହୋଇଥିଲା।
Read Moreନୂଆଦିଲ୍ଲୀ : ତିନିଦିନିଆ ସେଚେଲ୍ସ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତବେଳେ ସେ ବିଶ୍ୱର ସବୁଠାରୁ ବୟସ୍କ ସ୍ଥଳଭାଗ ଜୀବ ‘ଜୋନାଥନ୍’ ନାମକ ଏକ
Read Moreକୋମନା ଥାନା ଜଡ଼ାମୁଣ୍ଡା ଗାଁର ଚାଷୀ ନେପାଲ ମାଝୀ ଆତ୍ମହତ୍ୟା ଘଟଣାରେ ଶନିବାର ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ଗାଁରେ ପହଞ୍ଚିଛନ୍ତି। ମୃତ ନେପାଲ ମାଝୀଙ୍କ ପରିବାର ସହ ଆଲୋଚନା କରିଛନ୍ତି।
Read Moreଡ୍ରାଇଭିଂ ସ୍କୋରରେ ଆଗରେ ମହିଳା। ଏବେ ପୁରୁଷ ତୁଳନାରେ ମହିଳା ଅଧିକ ସାବଧାନତା ସହ ଗାଡ଼ି ଚଲାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସାଧାରଣତଃ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା କଥା ଆସିଲେ ପୁରୁଷମାନେ ମହିଳାଙ୍କଠାରୁ ଆଗରେ ବୋଲି ଧାରଣା ରହିଛି। କିନ୍ତୁ ଏବେ ଏହି ଧାରଣାକୁ ଏକ ନୂଆ ରିପୋର୍ଟ ଭୁଲ ପ୍ରମାଣିତ କରିଛି। ବର୍ତ୍ତମାନ ମହିଳା ଚାଳକଙ୍କ ସଂଖ୍ୟା ବଢ଼ିବା ସହ ସେମାନେ ପୁରୁଷଙ୍କ ତୁଳନାରେ ଅଧିକ ସତର୍କ ଓ ସୁରକ୍ଷିତ ଭାବେ ଗାଡ଼ି ଚଳାଉଥିବା ଜଣାପଡ଼ିଛି।
Read More