Vernika Odia

ତାଜା ଖବରରାଜ୍ୟ

ପାଇପ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ

ରାୟଗଡ଼ା: ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ଘାଟିରେ ଏକ ଟ୍ରେଲର ଓଲଟିବା ଯୋଗୁଁ ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଯାଇଛିI ଫଳରେ ଜାତୀୟ

Read More
ଧର୍ମରାଜ୍ୟ

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଆଜି ରାତି ସାଢ଼େ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷ ନୀତିକାନ୍ତି ପାଇଁ କଟକଣା ଜାରି ହୋଇଛି ।

Read More
ଜାତୀୟତାଜା ଖବରରାଜ୍ୟ

ଛତିଶଗଡ଼ରେ ଓଡ଼ିଶା ସାର ମିନି ଟ୍ରକ୍ ସହ ୨୮୦ ବସ୍ତା ସାର ଜବତ

ନୂଆପଡ଼ା: ରାଜ୍ୟରେ ସାର ଅଭାବ ଦେଖାଯାଉଥିବାବେଳେ ଚାଷୀ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଓଡିଶାର ରାସାୟନିକ ସାର ଛତିଶଗଡ଼ରେ ପହଞ୍ଚିଥିବା େଦଖାଯାଇଛି। ଧାନ ପରେ

Read More
ଜାତୀୟତାଜା ଖବରରାଜ୍ୟ

ବିଳମ୍ବିତ ମୌସୁମୀ ପାଇଁ ଚାଷୀ ହତାଶ

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆସିବାରେ ବିଳମ୍ବ ହେବାରୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ନୂଆପଡା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଜିଲ୍ଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି।

Read More
ଜାତୀୟତାଜା ଖବରରାଜ୍ୟ

ଖଣ୍ଡା ଆକ୍ରମଣରେ ଯୁବକ ମୃତ: ଅଭିଯୁକ୍ତ ଗିରଫ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହେରୀପଡ଼ାରେ ଖଣ୍ଡା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ହେମନ୍ତ ନାଏକ(୨୫)। ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ସେ। ଗତ ଶୁକ୍ରବାର ରାତି ସାଢେ ୧୦ଟା ସମୟରେ ଲୋମଟାଙ୍କୁରା ଅଘଟଣ ଘଟିଯାଇଛି। ସୂଚନାଯୋଗ୍ୟ ଯେ, ଗତକାଲି ମାୟାବାହାଲ ଗ୍ରାମରେ ଚାଷୀମାନେ ମିଶି ଚାଷ କାର୍ଯ୍ୟ ପୂର୍ବରୁ ଗ୍ରାମ ଦେବତାଙ୍କ (ଦେମୁଲ) ପୂଜା କରିଥିଲେ। ଉକ୍ତ ପୂଜା ଉତ୍ସବରେ ପୂଜକ (କାଲୋ) ରୂପେ ଅଭିଯୁକ୍ତ କନ୍ଦର୍ପ ଦେହେରି (୫୦) ପୂଜା କାର୍ଯ୍ୟ ତୁଲାଇଥିଲେ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 27-06-2026

ଶ୍ରୀମନ୍ଦିରରେ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ବାର ଫିଟା ନୀତି ହେଉଛି ପ୍ରଥମ ଏବଂ ପ୍ରମୁଖ ସେବା । ଏହା ସାଧାରଣତଃ ଭୋର ୫:୦୦ ରୁ ୬:୦୦ ଟା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

Read More
ଧର୍ମରାଜ୍ୟ

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ

ଆଜି ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଗୁଆଲି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିବାହ ଉତ୍ସବ ସମ୍ପନ୍ନ ହେବ ପରେ ଆଜି ଚମ୍ପକ ଦ୍ଵାଦଶୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ୍ ନବଦମ୍ପତ୍ତି ମଦନମୋହନ ଓ ରୁକ୍ମିଣୀ ଗୁଆଲି ଯାତ୍ରା କରିଥିଲେ।

Read More
ଧର୍ମରାଜ୍ୟ

ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ମହାପ୍ରଭୁଙ୍କ ଗୁପ୍ତନୀତିରେ ହେବ ଲାଗି

ପୁରୀ: ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତନୀତିରେ ଲାଗେ ଏହି ପାଟ । ଭୁବନେଶ୍ୱର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 26-06-2026

ଶ୍ରୀମନ୍ଦିରରେ ପ୍ରତ୍ୟୁଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ବାର ଫିଟା ନୀତି ହେଉଛି ପ୍ରଥମ ଏବଂ ପ୍ରମୁଖ ସେବା । ଏହା ସାଧାରଣତଃ ଭୋର ୫:୦୦ ରୁ ୬:୦୦ ଟା ମଧ୍ୟରେ ଅନୁଷ୍ଠିତ ହୋଇଥାଏ ।

Read More
ଜାତୀୟତାଜା ଖବର

୬୦୦ କୋଟିର ଦୁର୍ନୀତି: ଘାଣ୍ଟୁଛି ଇଡି

ରାଜଧାନୀ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ୬୦୦ କୋଟି ଟଙ୍କା ଘୋଟାଲାରେ ତନାଘନା ଆରମ୍ଭ କରିଛି ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏନେଇ ଇଡି ଦିଲ୍ଲୀରେ ତଦନ୍ତ ଆରମ୍ଭ କରିବା ସହିତ ଏକ ମନି ଲଣ୍ଡରିଂ ମାମଲା ଦାୟର କରିଛି। ଏହାସହିତ ଇଡି ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗଠାରୁ ଦସ୍ତାବିଜ ମାଗିଛି ଏବଂ ଚିକିତ୍ସା ଉପକରଣ କ୍ରୟ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

Read More