ଶ୍ରୀମନ୍ଦିରରେ ରୁକ୍ମିଣୀ-ମଦନମୋହନ ବିବାହ
ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ। ପବିତ୍ର ଏକାଦଶୀତିଥିରେ ମହାପ୍ରଭୁ ବିବାହ କରିଛନ୍ତି ରୁକ୍ମିଣୀଙ୍କୁ। ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଏହି ତିଥିରେ ରୁକ୍ମଣୀଙ୍କୁ ହରଣ କରିବା ସହ ବିବାହ କରିଥିଲେ। ଯେହେତୁ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅବତାର ବୋଲି କୁହାଯାଏ ସେଥିଲାଗି ଶ୍ରୀମନ୍ଦିରରରେ ବିଧି ପରମ୍ପରା ଅନୁସାରେ ରୁକ୍ମିଣୀ ବିବାହ ନୀତି ସମ୍ପର୍ଣ୍ଣ କରାଯାଇଥାଏ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଯଥାବିଧି ଅନୁଯାୟୀ ରୁକ୍ମଣୀ ରୁପି ମହାଲକ୍ଷ୍ମୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ।
Read More