ଗୁରୁଦାସପୁରରେ ଟ୍ରିପଲ ମର୍ଡର
ପଞ୍ଜାବର ଗୁରଦାସପୁରରେ ଟ୍ରିପଲ ମର୍ଡର। ବଟାଲାର ଏକ ଗାଁରେ ଏହି ଘଟଣା ଘଟିଛି। ଜଣେ ଅଭିଯୁକ୍ତ ୩ ଜଣଙ୍କୁ ହତ୍ୟା କରିବା ପରେ ନିଜକୁ ମଧ୍ୟ ଗୁଳି କରି ଜୀବନ ହାରିଛି। ଅଭିଯୁକ୍ତ ଜଣକ ମନଜୋତ ସିଂହ ବୋଲି ଚିହ୍ନଟ ହୋଇଥିବା ବେଳେ ସେ ତା ବନ୍ଧୁଙ୍କ ସମେତ ତାଙ୍କ ମାଉସୀ ହରଦୀପ କୌର (୪୦) ଏବଂ ତାଙ୍କ ପୁଅ ହରମିତ୍ ସିଂହ (୧୩)ଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଛି।
Read More