ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି: ନେତାନ୍ୟାହୁ
ଇରାନ- ଆମେରିକା ‘ଶାନ୍ତି ଚୁକ୍ତି ’ ସଫଳ ହେବା ପୂର୍ବରୁ ଭାଙ୍ଗିବା ଆଡ଼କୁ ଗତି କରୁଛି। ଏହାରି ଭିତରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ଼ ଚେତାବନୀ ଦେଇଛନ୍ତି ଯେ, ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି ।
Read Moreଇରାନ- ଆମେରିକା ‘ଶାନ୍ତି ଚୁକ୍ତି ’ ସଫଳ ହେବା ପୂର୍ବରୁ ଭାଙ୍ଗିବା ଆଡ଼କୁ ଗତି କରୁଛି। ଏହାରି ଭିତରେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ଼ ଚେତାବନୀ ଦେଇଛନ୍ତି ଯେ, ଇରାନକୁ ପରମାଣୁ ବୋମା କରିବାକୁ ଦିଆଯିବନି ।
Read Moreଟ୍ରମ୍ପ ପ୍ରଶାସନର ଡାଟାବେସକୁ ରଦ୍ଦ କରିଛନ୍ତି ଆମେରିକାର ଜଣେ ଫେଡେରାଲ ବିଚାରପତି । ଏଥିରେ ଆମେରିକୀୟ ନାଗରିକଙ୍କ ବିଷୟରେ ଗୋପନୀୟ ସୂଚନା ଥିବା ଜଣାପଡ଼ିବା
Read Moreଜୁଲାଇ ୫ ତାରିଖକୁ ଘୁଞ୍ଚିଲା ଓଟିଇଟି ପରୀକ୍ଷା। ଗୋଟିଏ ଦିନରେ ଆର୍.ଆଇ, ଅମିନ ଓ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୮ ପରିବର୍ତ୍ତେ ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ । ପୂର୍ବ ଭଳି ଜୁନ୍ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ଆର୍.ଆଇ ଓ ଅମିନ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
Read Moreକତାରର ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ଏକ ଏଲପିଜି ଗ୍ୟାସ କାରଖାନାରେ ବିସ୍ଫୋରଣ ଘଟି ଭାରତ-ପାକିସ୍ତାନର ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ତେବେ ମୃତାହତଙ୍କ ପରିବାର ଲୋକଙ୍କ ସହ ଯୋଗାେଯାଗ ସ୍ଥାପନ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏକ ଯାନ୍ତ୍ରିକ ସମସ୍ୟା ଯୋଗୁଁ କତାରର ଏକ ଗ୍ୟାସ କାରଖାନାରେ ବିସ୍ଫୋରଣ ହେବା ପରେ ଭୟଙ୍କର ନିଆଁ ଲାଗିଯାଇଥିଲା। ସୋମବାର ଦିନ କତାରର ଶକ୍ତି ମନ୍ତ୍ରୀ ଏହି ଘଟଣା ନେଇ ନିଶ୍ଚିତ କରିଥିଲେ।
Read MoreThe “Lion Gate Opening Rituals” in the Jagannath Temple refer to the sacred early-morning ceremony known as “Singhadwara Phita Niti” . Meaning Singhadwara = Lion Gate, the main entrance of the temple. Phita Niti = Opening ritual or ceremonial unlocking. This ritual marks the official opening of the temple doors before the daily worship of Lord Jagannath, Lord Balabhadra, and Devi Subhadra begins.
Read Moreବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ । ରିମାଣ୍ଡ ମିଳିବା ପରେ ଏବେ ଭୀମସେନକୁ ଅଧିକ ପଚରାଉଚରା କରିବ କମିଶନରେଟ ପୋଲିସ।
Read Moreକେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ ହୋଇଛି। ଓଡିଶାର ୧୦ ବିଦ୍ୟାଳୟକୁ ମିଳିଲା ଜାତୀୟ ମାନ୍ୟତା। ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR)୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ୧୦ ବିଦ୍ୟାଳୟକୁ ଚୟନ କରାଯାଇଛି।
Read Moreକୋଲକାତା- ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଆଜି ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଭିତ୍ତିଭୂମି ପ୍ରକଳ୍ପ ଏବଂ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ଘୋଷଣା କରାଯାଇଛି।
Read Moreନୟାଗଡ଼- କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IICଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି। ନିଲମ୍ବିତ ଆଇଆଇସି ହେଲେ ସୁଜିତ କୁମାର ଦାସ। ସେ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା
Read Moreବ୍ରିଟେନ ରାଜନୀତିରେ ହଟଚମଟ। ଲେବର ପାର୍ଟିରେ ଅଶାନ୍ତି ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ସୋମବାର ଇସ୍ତଫା ଦେଇଛନ୍ତି। ୧୦ ବର୍ଷ ମଧ୍ୟରେ ଷ୍ଟାରମର୍ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ ଯିଏ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ଦେଶର ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
Read More