ଧର୍ମ

ଧର୍ମ

ନୌତାପ

ସାରା ଦେଶରେ ଆରମ୍ଭ ହୋଇଛି ନୌତାପ। ବର୍ଷର ସବୁଠାରୁ ଅଧିକ ଗରମ ଏବଂ ପ୍ରଭାବଶାଳୀ ୯ ଦିନକୁ ନୌତାପ କୁହାଯାଏ। ଯେତେବେଳେ ସୂର୍ଯ୍ୟ ଦେବ ‘ରୋହିଣୀ ନକ୍ଷତ୍ର’ରେ ପ୍ରବେଶ କରନ୍ତି ଯେତେବେଳେ ଏଭଳି ଗରମ ଅନୁଭୁତ ହୋଇଥାଏ। ଚଳିତ ବର୍ଷ ନୌତାପ ମେ’ ୨୫ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଏହି ସମୟରେ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବାର ସମ୍ଭାବନା ରହିଛି।

Read More
ତାଜା ଖବରଧର୍ମରାଜ୍ୟ

ମଳମାସ  କ’ଣ ?

ଅମାବାସ୍ୟା ଦ୍ୱୟଂ ଯତ୍ର ରବି ସଂକ୍ରାନ୍ତି ବର୍ଜୟେତ୍
ମଳମାସ ସ ବିଜ୍ଞେୟୋ ବିଷ୍ଣୁ ସ୍ୱପିତି କର୍କଟେ।
ଅର୍ଥାତ୍ ଯେତେବେଳେ ଦୁଇଟି ଅମାବାସ୍ୟା ମଧ୍ୟରେ ସଂକ୍ରାନ୍ତି ଆସେନାହିଁ। ତାକୁ ମଳମାସ କୁହାଯାଏ। ଏହି ମାସରେ କୌଣସି ଶୁଭକର୍ମ କରାଯାଇ ନ ଥାଏ।

Read More
ଧର୍ମ

ଜୟ ଜଗନ୍ନାଥ ସିଂହଦ୍ୱାର ଫିଟା ନୀତି – 26/05/2026

ପୁରୀ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତର ପ୍ରଥମ ସୋପାନ ହେଉଛି ଦ୍ୱାର ଫିଟା ନୀତି। ପ୍ରତ୍ୟୁଷରେ (ସାଧାରଣତଃ ଭୋର ୫ଟା ରୁ ୬ଟା ମଧ୍ୟରେ) ‘ଭିତରଛ ମହାପାତ୍ର’ ସେବକଙ୍କ ଦ୍ୱାରା ମନ୍ଦିରର ସିଂହଦ୍ୱାର ଖୋଲାଯାଇଥାଏ। ଏହା ପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ପୂଜାବିଧି ଆରମ୍ଭ ହୋଇଥାଏ ।ଏହି ନୀତିର ମୁଖ୍ୟ ପଦକ୍ଷେପଗୁଡ଼ିକ ହେଲା:ସିଂହଦ୍ୱାର ଖୋଲିବା: ପ୍ରଭୁଙ୍କୁ ନିଦ୍ରାରୁ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ମୁଖ୍ୟ ଦ୍ୱାର ଖୋଲାଯାଏ।ଭିତରଛ ସେବକଙ୍କ ପ୍ରବେଶ: ଭିତରଛ ମହାପାତ୍ର ଏବଂ ଅନ୍ୟାନ୍ୟ ପାଳିଆ ସେବକମାନେ ରତ୍ନବେଦୀ ନିକଟକୁ ଯାଇଥାନ୍ତି।ମଙ୍ଗଳ ଆଳତି: ଦ୍ୱାର ଫିଟା ନୀତି ପରେ ଠାକୁରଙ୍କ ପ୍ରଥମ ଆଳତି ଅର୍ଥାତ୍ ‘ମଙ୍ଗଳ ଆଳତି’ ଅନୁଷ୍ଠିତ ହୋଇଥାଏ।

Read More
ଧର୍ମରାଜ୍ୟ

ୟୁପି ହାପୁରରେ ଧାର୍ଯ୍ୟ ଅଦିନିଆ ରଥଯାତ୍ରା ସ୍ଥଗିତ

ୟୁପି ହାପୁରରେ ଧାର୍ଯ୍ୟ ଅଦିନିଆ ରଥଯାତ୍ରା ସ୍ଥଗିତ ହୋଇଛି । ଜୁନ୍‌ ୧୬ରେ ରଥଯାତ୍ରା କରିବା ନିଷ୍ପତ୍ତି ସ୍ଥଗିତ କରିଛି ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ପରେ ଏହା ସ୍ଥଗିତ କରାଯାଇଛି ।

Read More
ଧର୍ମରାଜ୍ୟ

ରଥଖଳାରେ ଚାଲିଛି ଚଉଦନାହାକା କାର୍ଯ୍ୟ

ଶ୍ରୀକ୍ଷେତ୍ରରେ ରଥଖଳା ଚଳଚଞ୍ଚଳ ହୋଇଥିବାବେଳେ ଚଉଦନାହାକା କାର୍ଯ୍ୟ ଚାଲିଛି। ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ ।

Read More