ତାଜା ଖବର

ତାଜା ଖବର

ମହାନଦୀ ଜଳ ବିବାଦ ପ୍ରସଙ୍ଗ ଜୁନ୍ ୧୬ରୁ ୨୬ ଯାଏଁ ଦିଲ୍ଲୀରେ ହେବ ଆଲୋଚନା

ମହାନଦୀ ଜଳ ବିବାଦର ସମାଧାନ ନେଇ ଧୀରେ ଧୀରେ ବାଟ ଫିଟିବାରେ ଲାଗିଛି।  ଏନେଇ ଦିଲ୍ଲୀରେ ୧୧ ଦିନ ଧରି ହେବ ମାନସ ମନ୍ଥନ। ମହାନଦୀ ପ୍ରସଙ୍ଗରେ ଜୁନ୍ ୧୬ରୁ ୨୬ ପର୍ଯ୍ୟନ୍ତ ଆଲୋଚନା ହେବ ବୋଲି ଆଡଭୋକେଟ୍ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Read More
ଜାତୀୟତାଜା ଖବର

ରାଜଧାନୀରେ କାଳବୈଶାଖି ତାଣ୍ଡବ ଜନତା ମଇଦାନ ଛାରଖାର, ଜୟଦେବ ବିହାରରେ ଗଛ ପଡ଼ି ୧୦ ଗାଡ଼ି ନଷ୍ଟ

ରାଜଧାନୀ ଭୁବନେଶ୍ବରରେ କାଳବୈଶାଖୀ ବର୍ଷା ହୋଇଛି। ଏହାର ପ୍ରଭାବରେ ଅନେକ ସ୍ଥାନ କୁଆପଥର ବୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଝଡ଼ବର୍ଷାରେ ଜନତା ମଇଦାନ ଛାରଖାର ହୋଇଥିବା ଦେଖାଯାଇଛି।

Read More
ଜାତୀୟତାଜା ଖବର

ରାଉରକେଲା ଷ୍ଟେସନରେ ସିବିଆଇର ବଡ଼ଧରଣର ଚଢଉ

ରାଉରକେଲା ଷ୍ଟେସନରେ ସିବିଆଇ ବଡ଼ଧରଣର ଚଢଉ କରିଛି। ରାଉରକେଲା ଆରପିଏଫ୍ ଇନ୍ସପେକ୍ଟର କମଲେସ୍ ସମାଦାରଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିକେସନ୍ (ସିବିଆଇ)ର ତିନି ଜଣିଆ ଟିମ୍ ପକ୍ଷରୁ ବଡ଼ଧରଣର ଚଢଉ କରାଯାଇଥିଲା। ପରେ ଆରପିଏଫ ଇନ୍ସପେକ୍ଟର କମଲେଶ ସାରଦାରଙ୍କୁ ସିବିଆଇ ଟମ୍‌ ଗିରଫ କରିଥିବା ସୂଚନା ମିଳିଛି।

Read More
ଜାତୀୟତାଜା ଖବର

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡେଏ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା। ଏନେଇ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ଭୁବନେଶ୍ଵର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ।

Read More
ଜାତୀୟତାଜା ଖବର

ବୋର୍ଡ ନିଗମ ନିଯୁକ୍ତି ନେଇ ଫିଟିଲା ବାଟ ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି

ବୋର୍ଡ ନିଗମ ନିଯୁକ୍ତି ନେଇ ଫିଟିଲା ବାଟ। ଦୁଇ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ରହିଛି। ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପବ୍ଲିକ୍ ଏଣ୍ଟରପ୍ରାଇସ୍ ବିଭାଗ ପକ୍ଷରୁ ନିଯୁକ୍ତି ନେଇ ଚିଠି ଜାରି ହୋଇଛି। ବିଭାଗ ବୋର୍ଡ-ନିଗମର ଖାଲି ଥିବା ପଦବୀର ତଥ୍ୟ ଦେଇଛି।

Read More
ଜାତୀୟତାଜା ଖବର

ଦିଲ୍ଲୀ ପୁଲିସର ଏନ୍କାଉଣ୍ଟ, ତିନି ଅଭିଯୁକ୍ତ ଗିରଫ

ଆଜି ଭୋରୁ ନୂଆଦିଲ୍ଲୀରେ ପୋଲିସ ଏନକାଉଣ୍ଟର କରିଛି। ଦକ୍ଷିଣ ଦିଲ୍ଲୀର ପୁଷ୍ପ ବିହାର ଅଞ୍ଚଳରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ତିନି ଜଣ ଅପରାଧୀଙ୍କୁ ଗିରଫ ‌ହୋଇଛନ୍ତି। ଅପରାଧୀମାନେ ଗିରଫ ପୂର୍ବରୁ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଏନକାଉଣ୍ଟର କରାଯାଇଛି।

Read More
ଜାତୀୟତାଜା ଖବର

ନିଆଁ ବର୍ଷା, ଆହୁରି ୫ ଦିନ ସିଝାଇବ

ସକାଳୁ ଆରମ୍ଭ ହୋଇଯାଉଛି ଧୁ ଧୁ ଖରା । ଦିନ ସାରା ନିଆଁ ବର୍ଷିଲା ଭଳି ଅନୁଭୂତ ହେଉଛି। ଘର ଭିତରେ ଛଟପଟ । ପଦାକୁ ବାହାରିଲେ ଝାଞ୍ଜି ମାଡ଼ । ପଶ୍ଚିମରୁ ଉପକୂଳ ଜଳୁଥିବାବେଳେ ପ୍ରବଳ ଗରମରେ ଛଟପଟ ହେଉଛନ୍ତି ସମସ୍ତେ । ଭୁବନେଶ୍ୱର ତାପମାତ୍ରା ୪୧ ଡେଇଁଲା ।

Read More
ଆନ୍ତର୍ଜାତୀୟତାଜା ଖବର

ମଝି ସମୁଦ୍ରରେ ଆମେରିକା-ଇରାନ ମୁହାଁମୁହିଁ

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ଦେଖାଯାଇଛି। ଏଥର ଉଭୟ ଦେଶ ମଧ୍ୟରେ ସାମୁଦ୍ରିକ ମୁହାଁମୁହିଁ ହୋଇଛି। ହରମୁଜ୍ ପ୍ରଣାଳୀ ନିକଟରେ, ଉଭୟ ରାଷ୍ଟ୍ର ପରସ୍ପର ଉପରେ ଉତ୍ତେଜନାମୂଳକ କାର୍ଯ୍ୟ ଆପଣେଇଥିବା ଅଭିଯୋଗ ଆଣିଛନ୍ତି।

Read More
ଜାତୀୟତାଜା ଖବର

ସିମଲାରେ ଭୂକମ୍ପ ଅନୁଭୂତ ରିକ୍ଟର ସ୍କେଲରେ ତୀବ୍ରତା ୪.୩

ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ରାତିରେ ଭୂକମ୍ପ ଅନୁଭୁତ ହୋଇଥିବାବେଳେ ପ୍ରାଥମିକ ସୂଚନା ଅନୁଯାୟୀ ଏହାର ତୀବ୍ରତା ୪.୩ ଥିଲା। ଧର୍ମଶାଳାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି।

Read More
ଜାତୀୟତାଜା ଖବରରାଜ୍ୟ

ଓଡ଼ିଶାରେ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ (NBEMS)ର ସ୍ୱୀକୃତି

ରାଜ୍ୟରେ ବଢ଼ିବ ମେଡିକାଲ ସିଟ୍ । ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମାନ୍ୟତା ପ୍ରଦାନ କରିଛି ନୂଆଦିଲ୍ଲୀର ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ।

Read More