ତାଜା ଖବର

ଜାତୀୟତାଜା ଖବର

ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଚାଉଳ ମିଲିଂ ଖର୍ଚ୍ଚ ୨ଗୁଣା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଷୁନା ଚାଉଳ କୁଇଣ୍ଟାଲ ପିଚ୍ଛା ୨୦ରୁ ୪୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଅରୁଆ ଚାଉଳ କୁଇଣ୍ଟାଲ ପିଚ୍ଛା ୧୦ ରୁ ୨୦କୁ ବୃଦ୍ଧି ହୋଇଛି। ଚାଷୀମାନଙ୍କ ଠାରୁ ଧାନ ଯେପରି ସୁରୁଖୁରୁରେ ସଂଗ୍ରହ ହେବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Read More
ଜାତୀୟତାଜା ଖବର

କୋର୍ଟରେ କାହିଁକି ହାରୁଛନ୍ତି ସରକାର ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଅର୍ଥ ବିଭାଗର ଜବାବ ତଲବ

କୋର୍ଟରେ ସରକାରୀ ପରାଜୟ ପଛରେ କାହାର ଅବହେଳା ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର। ଏନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ପ୍ରମୁଖ ସଚିବ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଜବାବ ତଲବ କରିଛନ୍ତି ।

Read More
ଜାତୀୟତାଜା ଖବର

ସୌମ୍ୟ ହତ୍ୟା ମାମଲାରେ ଗଙ୍ଗୱାରଙ୍କୁ ଜେରା ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍

ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଜାତୀୟ ମାନବିକ ଅଧିକାର ଆୟୋଗ ତନାଘନା ସାରି ଦିଲ୍ଲୀ ଫେରିଛନ୍ତି। ଶେଷ ଦିନରେ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଏନଏଚଆରସି ପକ୍ଷରୁ ଜେରା କରାଯାଇଛି। କନଷ୍ଟେବଳ ସୌମ୍ୟଙ୍କୁ ଗଙ୍ଗୱାର ବ୍ୟକ୍ତିଗତ କାମରେ ନିୟୋଜିତ କରିଥିବା

Read More
ଜାତୀୟତାଜା ଖବର

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟିଙ୍କ ଆଜି ଲୋକ ଭବନ ପରିସରସ୍ଥ ଅଟଳ ବନରେ ଚାରା ରୋପଣ କରିଛନ୍ତି।

Read More
ତାଜା ଖବର

ମଣିପୁର କାଙ୍ଗପୋକପିରେ ସଂଘର୍ଷ , ମହିଳାଙ୍କ ସମେତ ୩ ମୃତ

ଦିନ ଦିନକୁ ଅଶାନ୍ତ ହୋଇପଡ଼ୁଛି ମଣିପୁର। ବର୍ଷ ବର୍ଷ ଧରି ଏଠାରେ ହିଂସା ଜନକ ସ୍ଥିତି ଥିବାବେଳେ କାହାର ତିଳେ ମାତ୍ର ଖାତିର ନାହିଁ। ନେତା, ରାଜନେତାଙ୍କ ବଡ଼ ବଡ଼ ଭାଷଣ ଯେମିତି ଏଠାରେ ପାଣିଫୋଟକା ପାଲଟିଛି।

Read More
ଜାତୀୟତାଜା ଖବର

ଆନ୍ନମଲାଇଙ୍କ ନୂଆ ବିଳ୍ପବ

ଆନ୍ନମଲାଇଙ୍କ ନୂଆ ବିଳ୍ପବ ଆରମ୍ଭ। ପୂର୍ବତନ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇ ଶୁକ୍ରବାର ଘୋଷଣା କରିଛନ୍ତି ଯେ ସେ ଏକ ନୂତନ ରାଜନୈତିକ ‘ବିଳ୍ପବ’ ଗଠନ କରିବେ, ଯାହା ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। କେ ଆନ୍ନମଲାଇ ବିଜେପି ଛାଡ଼ିବା

Read More
ଆନ୍ତର୍ଜାତୀୟଜାତୀୟତାଜା ଖବର

ନରୱେ ଚେସ୍ ନବମ ରାଉଣ୍ଡରେ ଗୁକେଶଙ୍କୁ ହରାଇଲେ ପ୍ରଜ୍ଞାନନ୍ଦ

ନର‌ୱେ ଚେସ୍‌ ନବମ ରାଉଣ୍ଡରେ‌ ଦୁଇ ଭାରତୀୟ ସାଥୀ ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ ମୁହାଁମୁହିଁ ହୋଇଥିଲେ । ବିଶ୍ୱ ବିଜେତା ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ । ଏହି ବିଜୟ ସହ ପ୍ରଜ୍ଞାନନ୍ଦ (୧୫ ପଏଣ୍ଟ) ଟେବୁଲର ଦ୍ୱିତୀୟ ସ୍ଥାନରେ ରହିବା ସହ ବିଜେତା ହେବା ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି ।

Read More
ଜାତୀୟତାଜା ଖବର

୧୮ ବର୍ଷରୁ କମ୍ ମହିଳା ଏସିଆ କପ୍ ହକି କାଂସ୍ୟ ପାଇଁ ଖେଳିବ ଭାରତ

ଜାପାନର କାକାମିଗାହାରାରେ ଚାଲିଥିବା ୧୮ ବର୍ଷରୁ କମ୍‌ ଏସିଆ କପ୍‌ ମହିଳା ହକି ପ୍ରତିଯୋଗିତାରେ ଏବେ କାଂସ୍ୟ ପାଇଁ ଖେଳିବ ଭାରତ। ସେମିଫାଇନାଲ୍‌ରେ ଭାରତ କଡ଼ା ସଂଘର୍ଷ କରି ୧-୩ (୨-୨) ସୁଟ୍‌ଆଉଟ୍‌ରେ ଚୀନ୍‌ଠୁ ହାରି ଯାଇଛି । ଅନ୍ୟ ଏକ ସେମିଫାଇନାଲ୍‌ରେ କୋରିଆ ୦-୧ ଗୋଲ୍‌ରେ ଜାପାନଠୁ ପରାସ୍ତ ହୋଇଛି।

Read More
ତାଜା ଖବର

ଶିମିଳିପାଳରେ ୪ କଳାବାଘ, କ୍ୟାମେରାରେ ହେଲା କଏଦ

ଶିମିଳିପାଳ ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ପରିଚୟ କଳା ମହାବଳ ବାଘର ଫଟୋ ପୁଣି ଟ୍ରାପ୍‌ କ୍ୟାମେରାରେ କଏଦ ହୋଇଛି । ଟ୍ରାପ୍ କ୍ୟାମେରାରେ ଚାରି ଚାରିଟି କଳାବାଘ ଦେଖିବାକୁ ମିଳିଛି। ଶିମିଳିପାଳରେ ଯେତିକି ବାଘ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧା ହେଉଛନ୍ତି କଳାବାଘ ।

Read More
ଆନ୍ତର୍ଜାତୀୟତାଜା ଖବର

ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ନେଇ ସବୁଜ ସଙ୍କେତ

ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍ ଶୀଘ୍ର ଏକ ବାଣିଜ୍ୟ ଚୁକ୍ତି ହେବାର ସମ୍ଭାବନା ଉଠାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ପୂର୍ବାପେକ୍ଷା ଭଲ ହୋଇଛି। ଟ୍ରମ୍ପ କହିଛନ୍ତି ଯେ ଭାରତ ପୂର୍ବରୁ ଆମେରିକୀୟ ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲାଗୁ କରିଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି।

Read More