ତାରିଖ: ୧୫.୦୭.୨୦୨୬
🙏 ଜୟ ଜଗନ୍ନାଥ 🙏
ଗତକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେତୁ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇନଥିଲା। ତେଣୁ ଆଜି ଦ୍ୱାରଫିଟା ନୀତି ହୋଇନଥିଲା। ପତିତପାବନ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆରତୀ ନୀତି ସକାଳ ୦୭:୪୫ରେ ସମାପ୍ତ ହୋଇଥିଲା।
🕉️🙏🕉️
🙏 Jay Jagannath 🙏
Date: 15.07.2026
Due to a special Niti yesterday, the Lords’ Pahuda Niti was not performed. Hence, Dwaraphita Niti was not held today. The Mangal Arati of Patitapabana Sri Jagannath was completed at 07:45 AM.
🙏 Jai Jagannath 🙏
#JagannathPuri #JagannathDham #JagannathTemple #JayJagannath #JagannathPremi

