ଭୁଶୁଡ଼ିଲା ଷ୍ଟାଡିୟମ ପାଚେରୀ
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସ୍ଥିତ ମିନିଷ୍ଟାଡିୟମ ପାଚେରି ଭୁଶୁଡ଼ି ପଡିଛି। ଗତ ଗୁରୁବାର ବର୍ଷାରେ ଏହି ପାଚେରିଟି ଭାଙ୍ଗି ଯାଇଛି। ୧୯୯୮ ମସିହାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଷ୍ଟାଡିୟମ ଓ ପାଚେରି ନିର୍ମାଣ କରାଯାଇଥିଲା।
Read More