ମହାନଦୀ ଜଳ ବିବାଦ ଓଡ଼ିଶାର କ୍ଷତି ପାଇଁ ବିଜେଡି ଦାୟୀ: ବିରଞ୍ଚି
ମହାନଦୀ ଜଳ ବିବାଦ ମାମଲାର ଆପୋସ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମାଧାନର ବାଟ ଫିଟାଇବା ପାଇଁ ଉଭୟ ରାଜ୍ୟ ମଧ୍ୟରେ ବାରମ୍ବାର ଆଲୋଚନା ଜାରି ରହିଛି। ହେଲେ ପୂର୍ବ ସରକାର ସମୟରେ ବର୍ଷ ବର୍ଷ ଧରି ମହାନଦୀ ଟ୍ରିବ୍ୟୁନାଲରେ ମାମଲା ଗଡ଼ୁଥିବାେବଳେ କୌଣସି ସମାଧାର ବାଟ ବାହାରି ପାରି ନଥିଲା।
Read More