କୋର୍ଟଙ୍କ ଅବମାନନା ମାମଲା ବାଇଜୁସ୍ ପ୍ରତିଷ୍ଠାତାଙ୍କୁ ୬ ମାସ ଜେଲ୍ ସିଙ୍ଗାପୁର କୋର୍ଟଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
ଭାରତର ସବୁଠାରୁ ବଡ଼ ଏଡଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ”ବାଇଜୁସ୍”ର ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ ଅଦାଲତ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଅଦାଲତ ରବୀନ୍ଦ୍ରନଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Read More