ତୋଫାନ ବିନ୍ଧାଣୀଙ୍କୁ ଗଳା କାଟି ହତ୍ୟା ମାମଲା, ପୋଲିସର ଡବଲ୍ ଏନକାଉଣ୍ଟର୍
ରାଉରକେଲାରେ ଡବଲ୍ ଏନକାଉଣ୍ଟର ହୋଇଛି। ତୋଫାନ ବିନ୍ଧାଣୀ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସ ଏନକାଉଣ୍ଟର କରିଛି। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଦ୍ୱୟ ହେଲେ ଚୁନୁ ହରିପା ଏବଂ ସୁଶାନ୍ତ ନାୟକ। ଶୁକ୍ରବାର-ଶନିବାର ରାତିରେ ଏନକାଉଣ୍ଟର ଘଟିଛି ।
Read More