ରାଜ୍ୟରେ ହିଟଓ୍ବେଭ ଜାରି ଖୋର୍ଦ୍ଧାରେ 25 ଯାଏଁ ସକାଳୁଆ ସ୍କୁଲ, ପୁରୀରେ 22 ଯାଏଁ ଛୁଟି
ମୌସୁମୀର ଲୁଚକାଳି ଖେଳ ଭିତରେ ରାଜ୍ୟରେ ହିଟଓ୍ବେଭ ଜାରି ରହିଛି। ବର୍ତ୍ତମାନ ମୌସୁମୀ ଦୁର୍ବଳ ସ୍ଥିତିରେ ଥିବାବେଳେ ଯଥେଷ୍ଟ ବର୍ଷା ହୋଇ ନ ଥିବାରୁ ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହୁଛି। ସକାଳୁ ଗରମ ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ହିଟଓ୍ବେଭକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପୁରୀରେ ସ୍କୁଲ ଛୁଟି ଅବଧି ବଢିଛି।
Read More