ମଝି ଆକାଶରେ ଯାତ୍ରୀଙ୍କ ହାର୍ଟ ଆଟାକ୍, ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ପୁଣି ଏୟାର ଇଣ୍ଡିଆ ବିମାନ ଜରୁରୀ ଅବତରଣ କରିଛି। ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ହାର୍ଟ ଆଟାକ୍ ଆସିଥିବା ସୂଚନା ମିଳିଛି । ପାଇଲଟ ଏହି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଟ୍ରାଫିକ୍ ନିୟନ୍ତ୍ରଣ(ଏଟିସି) ଙ୍କୁ ଜଣାଇଥିଲେ ।
Read More