ଜାତୀୟତାଜା ଖବର

ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟ, ମିଠାରେ ବିଷ ଦେଇଥିଲେ ପଡ଼ୋଶୀ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଖିବୁଜିଲା ୫ ବର୍ଷର ଶିଶୁ। ୩ ସପ୍ତାହ ଜୀବନ ସହ ଲଢେଇ କରି ଶେଷରେ ଆଖି ବୁଜିଛି ଶିଶୁ। ସାଲେପୁର ବାହାବଳପୁରର ଗୁରୁତର ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କଟକ ଶିଶୁଭବନ ଆଇସିୟୁରେ ଆଖିବୁଜିଲା ୫ ବର୍ଷର ଶିଶୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀ ତାଙ୍କୁ ମିଠାରେ ବିଷ ମିଶାଇ ଖାଇବାକୁ ଦେଇଥିବା ଅଭିଯୋଗ କରିଥିଲେ ତାଙ୍କ ବାପା। ଏନେଇ ୫ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

Leave a Reply

Your email address will not be published. Required fields are marked *