Author: Jaya Patnaik

Uncategorized

ପୁରୀରୁ ଟିଏମସି ବିଧାୟକ ଗିରଫ

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ପୁରୀରୁ ଗିରଫ କରିଛି ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ।

Read More
Uncategorized

ଇବୋଲା ସଂକ୍ରମଣ: ଭାରତ ଜାରି କଲା ଯାତ୍ରା ନିର୍ଦ୍ଦେଶାବଳୀ

ଏହି ସମୟରେ, ଭାରତ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରବିବାର ଭାରତୀୟ ନାଗରିକମାନଙ୍କୁ ଇବୋଲା ପ୍ରଭାବିତ ଦେଶ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅନାବଶ୍ୟକ ଯାତ୍ରା ଏଡାଇବା ପାଇଁ ଏକ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛି ।

Read More