୩୭୦ ଫୁଟ ତଳେ ଭିତରେ ଦୌଡିବ ଟ୍ରେନ୍ ବିରଳ ରେଳବାଇ ରାସ୍ତା କରୁଛି ଚୀନ
ଅତ୍ୟାଧୁନିକ ଟେକ୍ନୋଲୋଜିରେ ଚୀନ୍ ସବୁବେଳେ ଆଗରେ। ଏବେ ଚୀନ୍ ତାର ରେଳବାଇ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ଯୋଡ଼ିବାକୁ ଯାଉଛି। ଏହା ବିଶ୍ୱର ସବୁଠାରୁ ଲମ୍ବା ପାଣି ତଳେ ରେଳ ସୁଡ଼ଙ୍ଗ ନିର୍ମାଣ କରୁଛି।
Read Moreଅତ୍ୟାଧୁନିକ ଟେକ୍ନୋଲୋଜିରେ ଚୀନ୍ ସବୁବେଳେ ଆଗରେ। ଏବେ ଚୀନ୍ ତାର ରେଳବାଇ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ଯୋଡ଼ିବାକୁ ଯାଉଛି। ଏହା ବିଶ୍ୱର ସବୁଠାରୁ ଲମ୍ବା ପାଣି ତଳେ ରେଳ ସୁଡ଼ଙ୍ଗ ନିର୍ମାଣ କରୁଛି।
Read Moreସବୁବେଳେ ଆମେରିକାର ଚାଟୁକାରୀ କରି ଆସୁଥିବା ପାକିସ୍ତାନ ଏବେ କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥା ମାନିବନି ବୋଲି ସଫା ସଫା କହିଦେଇଛି। ଟ୍ରମ୍ପ୍ ପାକିସ୍ତାନ ସମେତ ପାଞ୍ଚଟି ଦେଶକୁ ଆବ୍ରାହମ ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ଦାବି କରିଥିଲେ।
Read Moreଆଫ୍ରିକୀୟ ଦେଶଗୁଡ଼ିକରେ ବ୍ୟାପୁଥିବା ମାରାତ୍ମକ ‘ଇବୋଲା’ ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇବୋଲା ସଂକ୍ରମିତ ଅଞ୍ଚଳ ଉଗାଣ୍ଡାରୁ ବେଙ୍ଗାଲୁରୁ ଫେରିବା ପରେ ହସ୍ପିଟାଲର ଆଇସୋଲେସନରେ ରଖାଯାଇଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ‘ନେଗେଟିଭ୍’ ଆସିଛି।
Read Moreସୀମା ଆରପଟୁ ଡ୍ରୋନ୍ର ବିପଦ ନିରନ୍ତର ବଢୁଥିବା ବେଳେ ଭାରତର ସୁରକ୍ଷାରେ ଏବେ ଏଆଇ ଆଣ୍ଟି-ଡ୍ରୋନ୍ କବଚ।ଭାରତ ଏଭଳି ଏକ ସ୍ୱଦେଶୀ ଅସ୍ତ୍ର ଆଣିଛି, ଯାହା ଶତ୍ରୁର ଡ୍ରୋନ୍କୁ ଆକାଶରେ ଚିହ୍ନଟ କରି ନଷ୍ଟ କରିଦେବ । ଜେନ୍ ଟେକ୍ନୋଲୋଜିସ୍ର ଏଆଇ ଆଧାରିତ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ । ଏହା ଏକସଙ୍ଗେ ଅନେକ ଡ୍ରୋନ୍କୁ ଟ୍ରାକ୍ କରି ନିଷ୍କ୍ରିୟ କରିବାରେ ସକ୍ଷମ ।
Read Moreଇରାନ ଦ୍ବାରା ଅଟକ ରହିଥିବା ୧୦ ଭାରତୀୟ ନାବିକଙ୍କୁ ମୁକ୍ତ କରାଯାଇଛି। ଏଏଫପି ଅନୁଯାୟୀ, ଭାରତର ଜାହାଜ ଚଳାଚଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୦୨୫ ଜୁଲାଇରେ ଇରାନରେ ଅଟକ ଥିବା ଦଶ ଜଣ ଭାରତୀୟ ନାବିକଙ୍କୁ ନିରନ୍ତର କୂଟନୈତିକ ସମ୍ପର୍କ ପରେ ମୁକ୍ତ କରାଯାଇଛି।
Read Moreପାକିସ୍ତାନ-ଚୀନ୍ ଏକ ମିଳିତ ବିବୃତ୍ତିରେ ଜମ୍ମୁ-କାଶ୍ମୀର ଓ ଲଦାଖ ବିଷୟରେ ଉଠାଇବାକୁ ଭାରତ ‘ଅଯଥା ଉଲ୍ଲେଖ’ ବୋଲି କହିବା ସହିତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ, ଏହି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ‘ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଂଶ’ ।
Read Moreପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ସଫଳତମ କାର୍ଯ୍ୟକାଳର ୧୨ ବର୍ଷ ପୁରଣ ହୋଇଛି। ବିଜେପିର ବିପୁଳ ବିଜୟ ପରେ ୨୦୧୪ ମସିହା ମେ ମାସ ୨୬ରେ ପ୍ରଥମେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହାପରେ ସେ ୨୦୧୯ରେ ମଧ୍ୟ ବିପୁଳ ସମର୍ଥନ ପାଇ ପ୍ରଧାନମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ସେହିଭଳି ୨୦୨୪ରେ ମଧ୍ୟ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
Read Moreପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା। ଶାନ୍ତି ଚୁକ୍ତିକୁ ଫୁ’ କରି ଇରାନ ଉପରେ ଟାର୍ଗେଟ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଥିବା ଇରାନୀ ଦ୍ୱୀପପୁଞ୍ଜ ଉପରେ ଆକ୍ରମଣ କରାଯାଇଛି। ଆମେରିକା ସେନା କହିଛି ଯେ, ସେମାନେ ଦକ୍ଷିଣ ଇରାନରେ ଏହି ଆକ୍ରମଣ କରିଛନ୍ତି, ଇରାନୀ କ୍ଷେପଣାସ୍ତ୍ର ସ୍ଥଳ ଏବଂ ମାଇନ୍ ବିଛାଇବାକୁ ଚେଷ୍ଟା କରୁଥିବା ଡଙ୍ଗାଗୁଡ଼ିକୁ ଟାର୍ଗେଟ କରାଯାଇଛି ।
Read Moreନୂଆଦିଲ୍ଲୀରେ ଭାରତ ଦ୍ୱାରା ଆୟୋଜିତ ବୈଦେଶିକ ମନ୍ତ୍ରୀଙ୍କ କ୍ୱାଡ୍ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଅଧ୍ୟକ୍ଷତା କରିଥିବାବେଳେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ, ଜାପାନ ବୈଦେଶିକ ମନ୍ତ୍ରୀ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଛନ୍ତି।
Read Moreଲେବାନନରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର୍ କରିଛି। ଇସ୍ରାଏଲୀ ବାୟୁସେନା ୭୦ ରୁ ଅଧିକ ହିଜବୁଲ୍ଲା ସାମରିକ ଘାଟିକୁ ସିଧାସଳଖ ଟାର୍ଗେଟ କରି ବୋମାମାଡ଼ କରିଛି। ଏହି ଏୟାର ଷ୍ଟ୍ରାଇକ୍ରେ ପ୍ରାୟ ୮୫ ଗୋଳାବାରୁଦ ବ୍ୟବହାର କରାଯାଇଥିଲା।
Read More