ଭର୍ଜିନିଆରେ ୬ କାର୍କୁ ଧକ୍କାଦେଲା ବସ୍: ୫ ମୃତ, ୪୪ ଆହତ
ଆମେରିକାର ଭର୍ଜିନିଆ ରାଜ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ନିର୍ମାଣ ଅଞ୍ଚଳରେ ଦ୍ରୁତଗାମୀ ବସ୍ ୬ କାର୍କୁ ଧକ୍କା ଦେଇଛି। ଧକ୍କା ପରେ, ବସ୍ଟି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ି ଓଲଟି ପଡ଼ିଥିଲା।
Read More