ଜାପାନ ପରେ ଭାରତ ଆମ୍ବରେ କଟକଣା ଲଗାଇଲା ନେପାଳ
ଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା
Read Moreଭାରତରୁ ଆମଦାନୀ ହେଉଥିବା ଆମ୍ବ ଉପରେ କଟକଣା ଲଗାଇଛି ପଡ଼ୋଶୀ ନେପାଳ। ଜାପାନ ପରେ ଏବେ ନେପାଳ ଏହି କଟକଣା ଲଗାଇଛି। ଭାରତୀୟ ଆମ୍ବରେ ଅତ୍ୟଧିକ ପରିମାଣର କୀଟନାଶକ ରହିଥିବା
Read Moreଯେମିତି ନିର୍ବାଚନ ସରିଲା, ଆଉ ଫଳାଫଳ ଦେଖି ମୁହଁ ମୋଡ଼ିଲେ ନିଜ ଘର ଲୋକେ। ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ, ତାସ ଘର ପରି ଭାଙ୍ଗି ପଡୁଛି ଟିଏମସି। ନିର୍ବାଚନରେ ଟିଏମସି ମୁଖ୍ୟ ମମତାଙ୍କ ପରାସ୍ତ ଏମାନଙ୍କୁ ଦୁଃଖ କରିବା ପରିବର୍ତ୍ତେ ଯେମିତି ଦଳ ଡିଆଁ କରିବାକୁ ବାଟ କଡ଼ାଇଛି।
Read Moreମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଜିଲ୍ଲା
Read Moreଅଲରାଉଣ୍ଡ ପ୍ରଦର୍ଶନ ପରେ ଏବେ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରିପାରନ୍ତି ଅର୍ଜୁନ ତେନ୍ଦୁଲକର। ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ବିସିସିଆଇଠାରେ ଦାବି ହୋଇଛି। ଅର୍ଜୁନ ତେନ୍ଦୁଲକରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ୯ ୱିକେଟରେ ମୁମ୍ବାଇ ଟି-୨୦ ଲିଗ ଜିତିବାରେ ସାହାଯ୍ୟ କରିଥିଲା।
Read Moreବିଭିନ୍ନ ସ୍ଥାନରେ ଠପ୍୍ ହୋଇଛି ଗୁଗୁଲ କ୍ଲାଉଡ ସେବା। ନେଟଓ୍ବାର୍କକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ଥିବାରୁ କ୍ଲାଉଡ ସେବା ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ଦେଶର ବିଭିନ୍ନ ସ୍ଥାନରେ ଗୁଗଲ୍ କ୍ଲାଉଡ୍ ସେବାରେ ବିଭ୍ରାଟ ଦେଖାଦେଇଛି। ଦିଲ୍ଲୀରେ ଥିବା ଏକ ତୃତୀୟ ପକ୍ଷ ସଂସ୍ଥାର ଡାଟା ସେଣ୍ଟର୍ରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି।
Read Moreଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର। ହୁ ହୁ ହୋଇ ସୁନା ଓ ରୁପା ଦର ବଢି ଚାଲିଥିବାବେଳେ ଲାଗିଲା ବ୍ରେକ। ସୁନା ଓ ରୁପା ମୂଲ୍ୟରେ ବଡ଼ଧରଣର ହ୍ରାସ ପାଇଛି। ଭାରତୀୟ ବଜାରରେ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି।
Read Moreକଳାହାଣ୍ଡି -ଜାତୀୟ ରାଜପଥ ୨୬ କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି l ଏଥିରେ ୨ ଜଣ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମଣ୍ଡିରୁ ଧାନ ଉଠାଇ ମିଲକୁ ଆଣିବାବେଳେ ଏହି ଦୁର୍ଘଟଣା ହୋଇଛି। କଳାହାଣ୍ଡି ଜିଲ୍ଲା ହରାମାଲ୍ ଗ୍ରାମରୁ ଧାନ ଆଣି ଖଜୁରପଡ଼ା ଗ୍ରାମର ଅରିହନ୍ତ ରାଇସ ମିଲକୁ ଧାନ ଖାଲି କରିବାକୁ ଆସିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ପୋଲିସ ଗିରଫ କରିଥିବାବେଳେ ଟ୍ରକକୁ ଜବତ କରିଛି ପୋଲିସ୍।
Read Moreଜମ୍ମୁ-କାଶ୍ମୀରର ଉରିର କମଲକୋଟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଦୁଇ ଜଣ ସେନା ଯବାନ ସହିଦ ହୋଇଛନ୍ତି। ଉରିରକମଲକୋଟରେ ନିୟନ୍ତ୍ରଣ ରେଖା ନିକଟରେ ହଠାତ୍ ବିସ୍ଫୋରଣ ହେବାରୁ ଦୁଇଜଣ ସେନା ଯବାନ ଗୁରୁତର ଆହତ ହୋଇଥିଲେ।
Read Moreଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ପରେ ଧୀରେ ଧୀରେ ଅଧିକ ସକ୍ରିୟ ହେବାରେ ଲାଗିଛି। ପ୍ରଭାବରେ କେରଳ, କର୍ଣ୍ଣାଟକ, ଉତ୍ତର-ପୂର୍ବ ଭାରତ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି।
Read Moreନୂଆଦିଲ୍ଲୀ() ଭାରତର ମହଙ୍ଗା ସେଲିବ୍ରିଟି ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି କ୍ରିକେଟର ବିରାଟ କୋହଲି। ମୂଲ୍ୟବାନ ବ୍ୟକ୍ତିତ୍ୱ ତାଲିକାରେ ପ୍ରଥମ ସ୍ଥାନ ହାସଲ କରି ଥିବାବେଳେ ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୩,୫୪୨ କୋଟି ଟଙ୍କା ।
Read More